କାହିଁକି ବାରମ୍ବାର TV ରେ ଦେଖାଇ ଥାନ୍ତି ବ୍ଲକବଷ୍ଟର ଫିଲ୍ମ ସୂର୍ଯ୍ୟବଂଶମ, ଜାଣନ୍ତୁ ଏହା ପଛର ସତ୍ୟତା

ଭାରତରେ ଫିଲ୍ମ ପ୍ରତି ଲୋକମାନଙ୍କର କିଛି ଅଲଗା ହି ଭଲ ପାଇବା ଅଛି । ଭାରତର ସବୁ ଘରେ କୌଣସି ନା କୌଣସି ଫିଲ୍ମର ପ୍ରତି ଭଲ ପାଇବା ନିଶ୍ଚିତ ପାଇବେ । ଆମର ଦେଶର ସୋନି ଚ୍ୟାନେଲ କୁ ଦେଖିବା ଲୋକମାନଙ୍କ ସଂଖ୍ୟା ବହୁତ ଅଟେ । ଆପଣ ସମସ୍ତେ ଜାଣନ୍ତି କି ସୋନି ର ଏକ ଚାନେଲ ର ସେଟ ମୈକ୍ସ ଅଛି ଯେଉଁ ଥିରେ ଦିନସାରା ଫିଲ୍ମ ଆସେ । ସେହି ଚାନେଲ ରେ ସପ୍ତାହକୁ ଥରେ ଗୋଟିଏ ଫିଲ୍ମ ଆସେ । ଯାହାର ନାମ ସୂୟବଂଶମ ଅଟେ ।

ଏହି ଫିଲ୍ମେରେ ଅମିତାଭ ବଚ୍ଚନଙ୍କର ଡବଲ ରୋଲ କରି ଛନ୍ତି । ଆପଣଙ୍କୁ କହି ଦେଉଛୁ ଯେ ଏହା ତାଙ୍କର ଶେଷ ଫିଲ୍ମ ଯେଉଁଥିରେ ସେ ଶେଷ ଥର ପାଇଁ ହିରୋ ର ରୋଲ କରି ଥିଲେ । ଆପଣ ଭାବୁଥିବେ କି ଏହି ଫିଲ୍ମ ବାରମ୍ବାର ଟିଭି ରେ କାହିଁକି ଦେଖାଯାଉଛି ? ଏହି ଫିଲ୍ମ ସେତେ ବେଳେ ଆସି ଥିଲା ଯେତେ ବେଳ ସୋନି ର ଏହି ଚାନେଲ ର ଆରମ୍ଭ ହୋଇ ଥିଲା ।

ସେହି କାରଣରୁ ସୋନି ଏହି ଫିଲ୍ମ କୁ ୧୦୦ ବର୍ଷ ପର୍ଯ୍ୟନ୍ତ ନିଜ ଚାନେଲ ରେ ଦେଖେଇବା ପାଇଁ ଅଧିକାର କିଣି ଛନ୍ତି । ସେଥି ପାଇଁ ଏହି ଫିଲ୍ମ କୁ ସେଟ ମୈକ୍ସ ରେ ବାର ମ୍ବାର ଦେଖା ହେଉଛି ।

ଆପଣ ଜାଣିବା ନିମନ୍ତେ କହି ଦେଉଛୁ କି ଗୋଟେ କାରଣ ଅଲଗା ବି ଅଛି ଯେଉଁ କାରଣରୁ ଏହାକୁ ଟିଭିରେ ବାରମ୍ବାର ଦେଖା ହେଉଛି । ଏହି ଫିଲ୍ମକୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି । ଦର୍ଶକ ମାନେ ଏହାକୁ ଯେତେ ବେଶି ଦେଖନ୍ତି ତାହା ବି କମ ଲାଗି ଥାଏ । ଏହି ଫିଲ୍ମ ରେ ଗୋଟେ ଶିଖିବାର ଜିନିଷ ଅଛି କି କେମିତି କାହାର ସାହାଯ୍ୟ ବିନା ଜୀବନରେ ଆଗକୁ ବଢି ପାରିବେ ।

ଏହି ଫିଲ୍ମ କୁ ବାରମ୍ବାର ଦେଖେଇବା ପାଇଁ ସୋସିୟାଲ ମିଡିୟାରେ ଏହାର ଥଟା ବି କରା ଯାଏ । କିନ୍ତୁ ପୁଣି ଥରେ ଏହି ଫିଲ୍ମ କୁ ଟିଭି ରେ ଦେଖା ଯାଉଛି । ଏହି ଫିଲ୍ମରେ ହିରୋଇନ ଥିବା ସୌଂଦର୍ୟଙ୍କର ଏକ ଦୁର୍ଘଟଣା ରେ ମୁର୍ତ୍ୟୁ ହେଇ ସାରିଛି । ଏହି ଫିଲ୍ମରେ ଲିଡ ହିରୋ ର ରୋଲ ଅମିତାଭ ବଚ୍ଚନ କରିଥିଲେ ।