ଟିଭି ଶୋ Ramayan ର ରାମ ଙ୍କ ରିଅଲ ଲାଇଫ ପତ୍ନୀ ଙ୍କୁ ଦେଖିଛନ୍ତି ଆପଣ ? ଆଶ୍ଚର୍ଯ୍ୟ ହେବେ ଦେଖିଲେ

୮୦ ଦଶକର ପ୍ରସାରିତ ହେଉଥିବା ଟିଭି ସିରିୟଲ ରାମାୟାଣ ଟିଭି ଇତିହାସର ସବୁଠୁ ପପୁଳାର ଶୋ ଅଟେ । ସେହି ସମୟରେ ଏହି ଧାରାବାହିକ ବହୁତ ରେକର୍ଡ ମଧ୍ୟ କରିଥିଲା । ଏମିତି କୁହାଯାଏ କି ଯେତେବେଳେ ଟିଭିରେ ଏହି ଶୋ ଆରମ୍ଭ ହେଉଥିଲା ତେବେ ସବୁ ଘରେ ଲୋକମାନଙ୍କ ଭିଡ ଜମି ଯାଉଥିଲା । ସମସ୍ତେ ଏହି ସିରିୟଲକୁ ଦେଖିବାକୁ ଚାହୁଁଥିଲେ । ରାମାନନ୍ଦ ସାଗରଙ୍କ ଶୋ ‘ରାମାୟଣ’କୁ ଆଜି ବି ଲୋକମାନେ ସେତିକି ଭଲ ପାଇବା ଦିଅନ୍ତି ଯେତିକି ୮୦ ଦଶକରେ ଦେଉଥିଲେ ।

ଲକଡାଉନ କାରଣରୁ ପୁଣି ଥରେ ଏହା ଦୂରଦର୍ଶନ ସହିତ ଅନ୍ୟ କେତେକ ଚ୍ୟାନେଲରେ ବି ପ୍ରସାରିତ କରାଯାଉଥିଲା । ଏହି ସିରିୟଲରେ କାମ କରୁଥିବା କେତେକେ କଳାକାର ଘରେ ଘରେ ଲୋକପ୍ରିୟ ହୋଇଯାଇଥିଲେ ।

ରାମାୟଣରେ ଅଭିନୀତ ସମସ୍ତ ପାତ୍ରକୁ ଆଜି ବି ଲୋକମାନେ ମନେ ରଖିଛନ୍ତି । ୧୯୮୭ରେ ପ୍ରଥମ ଥର ଟିଭିରେ ପ୍ରସାରିତ କରାଯାଉଥିବା ରାମାୟଣ ସହିତ ହିଁ ରାମ ଓ ସୀତାଙ୍କ କିରଦାରରେ ନଜର ଆସୁଥିବା ଅରୁଣ ଗୋବିଲ ଓ ଦୀପିକା ଚିଖଲିୟାଙ୍କୁ ଦର୍ଶକମାନଙ୍କର ବହୁତ ଭଲ ପାଇବା ବି ମିଳିଥିଲା । ଶୋର ପପୁଲାରୀଟୀ ଏତେ ଥିଲା କି ସେହି ସମୟରେ ଲୋକମାନେ ଅରୁଣ ଗୋବିଲ ଓ ଦୀପିକା ଚିଖଲିୟାଙ୍କୁ ଦେଖିଲେ ତାଙ୍କର ଗୋଡ ଛୁଇଁ ନମସ୍କାର ବି କରୁଥିଲେ ।

ରାମାୟଣର ସମସ୍ତ ପାତ୍ର ମଧ୍ୟରୁ ଶ୍ରୀରାମଙ୍କ ପାତ୍ରରେ ନଜର ଆସୁଥିବା ଅଭିନେତା ଅରୁଣ ଗୋବିଲ ବହୁତ ପପୁଳାର ହୋଇଯାଇଥିଲେ । ସେହି ସମୟରେ ଦର୍ଶକମାନେ ତାଙ୍କର ଫଟୋ ନିଜ ଘରେ ଲଗାଉଥିଲେ ଓ ତାଙ୍କର ପୂଜା କରୁଥିଲେ । ।

କହିଦେଉଛୁ କି ଭଗବାନ ରାମଙ୍କ ଛବିରେ ଟିଭିରେ ପ୍ରଥମ ଥର ଅରୁଣ ଗୋବିଲ ହିଁ ନଜର ଆସିଥିଲେ । ଅରୁଣ ଗୋବିଲଙ୍କ ଜନ୍ମ ୧୯୫୮ ମେରଠରେ ହୋଇଥିଲା . ଅରୁଣ ଗୋବିଲଙ୍କ ପରିବାରରେ ବିଷୟରେ କହିବା ତେବେ ତାଙ୍କ ପତ୍ନୀଙ୍କ ନାମ ଶ୍ରୀଲେଖା ଅଟେ । ଶ୍ରୀଲେଖା ଜଣେ ଅଭିନେତ୍ରୀ ଅଟନ୍ତି ।

ଏହା ସହିତ ତାଙ୍କର ଦୁଇଟି ସନ୍ତାନ ବି ଅଛି । ପୁଅର ନାମ ଅମଳ ଗୋବିଲ ଓ ଝିଅର ନାମ ସୋନିକା ଗୋବିଲ ଅଟେ । ଅରୁଣ ଗୋବିଲଙ୍କ ପୁଅ ଓ ଝିଅର ବିବାହ ହୋଇସାରିଛି । ରାମାୟଣ ଛଡା ଅରୁଣ ଗୋବିଲ କେତେକ ଫିଲ୍ମରେ ବି କାମ କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।