ବାଛନ୍ତୁ ଗୋଟିଏ ଆଖି ଓ ଜାଣନ୍ତୁ ନିଜ ବିଷୟରେ ଏକ ରାଜ ର କଥା ଯାହାକୁ ଆପଣ ବି ଜାଣି ନାହାଁନ୍ତି- Personality Test

ପ୍ରତେକ ମଣିଷର ଅଙ୍ଗପ୍ରତେଙ୍ଗ କିଛି ନା କିଛି କାର୍ଯ୍ୟ କରିଥାଏ । ସେମାନଙ୍କ ମଧ୍ୟରୁ ଆଖି ହେଉଛି ଏମିତି ଏକ ଅଙ୍ଗ ଯାହା ପଞ୍ଚଇନ୍ଦ୍ରିୟ ମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ । ଏହା ସାହାଯ୍ୟରେ ଆମେ ପୁରା ଦୁନିଆକୁ ଦେଖି ଥାଉ । ଆଖି ନ ଥିଲେ ମଣିଷ ନିର୍ଜୀବ ବସ୍ତୁ ସହ ସମାନ ହୋଇଥାଏ । ସେଥି ପାଇଁ ପ୍ରତେକ ମଣିଷକୁ ନିଜ ଆଖିର ଯତ୍ନ ନେବା ଉଚିତ । ଆଜି ଆମେ ଆପଣ ମାନଙ୍କୁ ଆଜି କିଛି ଏମିତି କଥା କହିବାକୁ ଯାଉଛୁ ଆପଣଙ୍କ ବିଷୟରେ ଯାହା କେବେ ଆପଣ ଜାଣି ନ ଥିବେ ।

ଏଠାରେ କିଛି ଆଖିର ଅଲଗା ଅଲଗା ଚିତ୍ର  ଦିଆଯାଇଛି ଯାହାକୁ କେନ୍ଦ୍ର କରି ଆପଣ ମାନେ ଗୋଟିଏ ଆଖିକୁ ବାଛିବେ । ତେବେ ଆସନ୍ତୁ ଜାଣିବା ସେଗୁଡିକ କଣ ଅଟେ ? ୧- ପ୍ରଥମ ଆଖି :  ଯଦି ଆପଣ ପ୍ରଥମ ଆଖିକୁ ବାଚିଛନ୍ତି ତେବେ ଆପଣ ନିଜ ଜୀବନରେ ଅନ୍ୟକୁ ସ୍ଥାନ ଦେବା ସହ ଖୋଲା ହୃଦୟର ଲୋକ ଅଟନ୍ତି । ଏହା ସହ ଆପଣ ସବୁ କାମକୁ ପୁରା କରିବାକୁ ଅତଳ ନିଷ୍ପତି ନେଇଥାନ୍ତି ।

୨- ଦିତୀୟ ଆଖି : ଯଦି ଆପଣ ଦିତୀୟ ଆଖିକୁ ବାଛିଛନ୍ତି ତେବେ ଆପଣ ଅନ୍ୟର ଭଲ ମନ୍ଦ ବୁଝୁଥିବା ବ୍ୟକ୍ତି ଅଟନ୍ତି । ଆପଣ କୌଣସି କାମ କରିବା ପୂର୍ବରୁ ଭାବି ଚିନ୍ତି କରନ୍ତି ଯେପରି ଅନ୍ୟ ମାନଙ୍କ ଉପରେ ଖରାପ ପ୍ରଭାବ ପଡିବ ନାହି ।

୩- ତୃତୀୟ ଆଖି : ଯଦି ଆପଣ ତୃତୀୟ ଆଖିକୁ ବାଛିଛନ୍ତି ତେବେ ଆପଣ କିଛି ଘଟଣାକୁ ନେଇ ମାନସିକ ଚିନ୍ତାରେ ରହିଥିବେ । ସେଥି ପାଇଁ ଏହି ସବୁରୁ ବାହାରକୁ ଆସିବାକୁ ଚେଷ୍ଟା କରନ୍ତୁ ।

୪- ଚତୁର୍ଥ ଆଖି : ଯଦି ଆପଣ ଚତୁର୍ଥ ଆଖିକୁ ବାଛିଛନ୍ତି ତେବେ ଆପଣ ଦାର୍ଶନିକ କଥା ଚିନ୍ତା କରୁଥିବାର ବ୍ୟକ୍ତି ଅଟନ୍ତି । ଆପଣଙ୍କର ଚିନ୍ତାଧାରା ଅନ୍ୟ ଠାରୁ ଅଲଗା ହୋଇଥାଏ । ଆପଣଙ୍କର ଅନ୍ୟ ଏକ ସ୍ଵଭାବ ହେଲା ନିଜ ଉପରେ ଥିବା ଆତ୍ମବିଶ୍ଵାସ ଯାହା ଆପଣଙ୍କୁ ସବୁ ପରିସ୍ଥିତିରେ ଦରକାର ପଡିଥାଏ ।

୫- ପଞ୍ଚମ ଆଖି : ଯଦି ଆପଣ ପଞ୍ଚମ ଆଖିକୁ ବାଛିଛନ୍ତି ତେବେ ଆପଣଙ୍କ ସାଙ୍ଗକୁ ଆପଣଙ୍କୁ ବୁଝିବାକୁ ଅଧିକ ସମୟ ନେଇଥାନ୍ତି । ଆପଣଙ୍କ ଚିନ୍ତାଧାରା ଅନ୍ୟ ମାନଙ୍କ ଠାରୁ ଅଲଗା ହୋଇଥିବାରୁ ଆପଣ ସବୁ କ୍ଷେତ୍ରରେ ସଫଳ ହୋଇଥାନ୍ତି ।

୬- ଷଷ୍ଠ ଆଖି : ଯଦି ଆପଣ ଷଷ୍ଠ ଆଖିକୁ ବାଛିଛନ୍ତି ତେବେ ଆପଣ ଘଟିବାକୁ ଯାଉଥିବା କୌଣସି ଘଟଣାକୁ ଅନୁଭବ କରି ପାରନ୍ତି । ଏଥିପାଇଁ ଆପଣ ମାନସିକ ଚିନ୍ତାରେ ରହିଥାନ୍ତି ।

୭- ସପ୍ତମ ଆଖି : ଯଦି ଆପଣ ସପ୍ତମ ଆଖିକୁ ବାଛିଛନ୍ତି ତେବେ ଆପଣ ହସ ଖୁସିରେ ଅତିବାହିତ କରୁଥିବା ବ୍ୟକ୍ତି ଅଟନ୍ତି । କୌଣସି କାମକୁ ସଂପୂର୍ଣ୍ଣ କରିବା ପାଇଁ ଆପଣ ସଂକଳ୍ପ ନେଇଥାନ୍ତି ।

୮- ଅଷ୍ଟମ ଆଖି : ଯଦି ଆପଣ ଅଷ୍ଟମ ଆଖିକୁ ବାଛିଛନ୍ତି ତେବେ ଆପଣ ଅନ୍ୟ କାହାର କଥାରେ ନରମାଲ ବ୍ୟବହାର କରନ୍ତି ନାହି । ଲୋକ ମାନଙ୍କୁ ଆପଣଙ୍କ ଆଖପାଖରେ ରହିବାକୁ ଭଲ ଲାଗିଥାଏ ।

୯- ନବମ ଆଖି : ଯଦି ଆପଣ ନବମ ଆଖିକୁ ବାଛିଛନ୍ତି ତେବେ ଆପଣ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି । ଆପଣ ନିଜର ଯତ୍ନ ନେବା ସହ ଅନ୍ୟର ମଧ୍ୟ ଯତ୍ନ ନେଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।