ସୁନ୍ଦରତା ମାମଲାରେ Bollywood ହିରୋଇନ ଙ୍କୁ ପଛରେ ପକେଇ ଦିଅନ୍ତି TV ର ଏହି 6 ଜଣ ଅଭିନେତ୍ରୀ, ନମ୍ବର 2 ଙ୍କ ପାଇଁ ତ ପୁରା ଇଣ୍ଡିଆ ଦିବାନା

ଯେତେବେଳେ ସବୁଠୁ ପପୁଲାର ଅଭିନେତ୍ରୀଙ୍କ ବିଷୟରେ କୁହାଯାଏ ତେବେ ଏହି ଲିସ୍ଟରେ ଛୋଟ ପରଦାରର ଅଭିନେତ୍ରୀଙ୍କ ପୂର୍ବରୁ ବଲୀଉଡ ଅଭିନେତ୍ରୀମାନଙ୍କ ନାଁ ଆସିଥାଏ । ଯେଉଁମାନେ କି ପପୁଲାରୀଟି ମାମଲାରେ ଆଜି ସମସ୍ତଙ୍କ ଠାରୁ ଆଗରେ ଅଛନ୍ତି । କିନ୍ତୁ ଟିଭି ଇଣ୍ଡଷ୍ଟ୍ରିରେ ବି ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ପପୁଲାରୀଟି ମାମଲାରେ ଏତେ ରେକର୍ଡ କରିଛନ୍ତି କି ଆଜି କିଛି ବଲୀଉଡ ଅଭିନେତ୍ରୀମାନେ ବି ଏମାନଙ୍କ ଠାରୁ ପଛରେ ଅଛନ୍ତି ।

କେବଳ ପପୁଲାରୀଟି ମାମଲାରେ ନୁହେଁ ଏମାନେ ନିଜର ଅଭିନୟ ଛଡା ଅନ୍ୟ କିଛି କାରଣରୁ ବି ବହୁତ ଫେମସ ହୋଇଯାଇଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଟିଭି ଦୁନିଆର କିଛି ଅଭିନେତ୍ରୀମାନଙ୍କ ବିଷୟରେ କହିବୁ ଯେଉଁମାନେ ପାପୁଲାରିଟି ମାମଲାରେ ବଲୀଉଡ ଅଭିନେତ୍ରୀମାନଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି ।

ହୀନା ଖାନ

ୟେ ରିଶ୍ତା କ୍ୟା କହଲାତା ହୈ ସିରିୟଲରେ ଅକ୍ଷରାର କିରଦାର କରି ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ହୀନା ଖାନ ଏହି ଲିସ୍ଟରେ ପ୍ରଥମ ସ୍ଥାନରେ ଅଛନ୍ତି । ହୀନା ଖାନ ଆଜି ଏତେ ପାପୁଲାର ଅଟନ୍ତି କି ଯାହାର ପ୍ରମାଣ ଆପଣ ତାଙ୍କର ଫ୍ୟାନ ଫୋଲଇଙ୍ଗରୁ ଜାଣି ପାରିବେ । ଯିଏ ନିଜର କିରଦାରକୁ ଏତେ ଭଲ ଭାବରେ ଅଭିନୟ କରିଛନ୍ତି କି ସେ ଆଜି ଲକ୍ଷ ଲକ୍ଷ ଲୋକମାନଙ୍କର ପ୍ରଥମ ପସନ୍ଦ ହୋଇଯାଇଛନ୍ତି ।

ମୌନୀ ରୟ

କ୍ଯୋଂକି ସାସ ଭୀ କଭୀ ବହୂ ଥୀ ସିରିୟଲରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ମୌନୀ ରୟଙ୍କୁ ସିରିୟଲ ନାଗିନରେ ଅସଲ ପରିଚୟ ମିଳିଲା । ବର୍ତ୍ତମାନ ସମୟରେ ମୌନୀ ରୟ ବଲୀଉଡ ଦୁନିଆରେ ବି ନିଜର ଖାସ ପରିଚୟ କରିସାରିଛନ୍ତି । ସେଥିପାଇଁ ତ ଛୋଟ ପରଦା ସହ ବଡ ପରଦାରେ ବି ମୌନୀ ରୟ ହାଇଏସ୍ଟ ପେଡ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ।

ଜେନିଫର ୱିଂଗେଟ

ବେହଦ, ବେପନାହ, ସରସ୍ୱତୀଚଂଦ୍ର ଭଳି ଅନ୍ୟ କେତେକ ସୁପର ଡୁପର ହିଟ ସିରିୟଲରେ ନଜର ଆସିସାରିଥିବା ଅଭିନେତ୍ରୀ ଜେନିଫର ୱିଂଗେଟ ବି ଟିଭି ଦୁନିଆର ସବୁଠୁ ପାପୁଲାର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ଯିଏ ପପୁଲାରୀଟି ମାମଲାରେ ବଲୀଉଡ ଅଭିନେତ୍ରୀମାନଙ୍କୁ ବି ଟକ୍କର ଦେଉଛନ୍ତି ।

ନିୟା ଶର୍ମା

କେତେକ ସୁପରହିଟ ସିରିୟଲରେ ମୁଖ୍ୟ ଭୂମିକାରେ ନଜର ଆସିସାରିଥିବା ନିୟା ଶର୍ମା ନିଜର ଅଭିନୟର ଜଳୱା କେତେକ ୱେବ ସିରିଜରେ ବି ଦେଖାଇସାରିଛନ୍ତି । ଯେଉଁଠି ତାଙ୍କୁ ଦର୍ଶକମାନଙ୍କର ବହୁତ ଭଲ ପାଇବା ବି ମିଳିଛି ଓ ପପୁଲାରୀଟି ମାମଲାରେ ନିୟା ଶର୍ମା ବଲୀଉଡର କୌଣସି ଅଭିନେତ୍ରୀ ଠାରୁ ବି କମ ନୁହନ୍ତି ।

ଦିୱ୍ଯାଂକା ତ୍ରିପାଠୀ

ଦିୱ୍ଯାଂକା ତ୍ରିପାଠୀ ୟେ ହୈ ମୋହବ୍ବତେଂ ସିରିୟଲରେ ଇଶିତା ଭଲ୍ଲା କିରଦାରରେ ଅଭିନୟ କରି ଦର୍ଶକମାନଙ୍କର ବହୁତ ମନୋରଞ୍ଜନ କରିଛନ୍ତି । ସେଥିପାଇଁ ଆଜି ସେ ଲକ୍ଷ ଲକ୍ଷ ଦର୍ଶକମାନଙ୍କର ପସନ୍ଦିତା ଅଭିନେତ୍ରୀ ଅଟନ୍ତି ।

ଆୟଶା ସିଂହ

ଗୁମ ହୈ କିସୀ କେ ପ୍ୟାର ମେଂ ସିରିୟଲରେ ନଜର ଆସୁଥିବା ଅଭିନେତ୍ରୀ ଆୟଶା ସିଂହ ବି ଏହି ଲିସ୍ଟରେ ସାମିଲ ଅଛନ୍ତି । ଯିଏକି ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ କମ ସିରିୟଲରେ କାମ କରିଛନ୍ତି । କିନ୍ତୁ ଦର୍ଶକମାନେ ତାଙ୍କର ସବୁ କିରଦାରକୁ ବହୁତ ଭଲ ପାଇବା ଦେଇଛନ୍ତି । ସେଥିପାଇଁ ସେ ଆଜି ବହୁତ ପପୁଲାର ଅଭିନେତ୍ରୀ ବି ହୋଇ ଯାଇଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।