ଥଣ୍ଡା ପାଣି ପିଇବା ଦ୍ଵାରା କଣ ହୋଇଥାଏଆ ? ଯଦି ଆପଣ ବି ପିଉଛନ୍ତି ଥଣ୍ଡା ପାଣି ନିଶ୍ଚୟ ଦେଖନ୍ତୁ

ଗରମ ଦିନ ବା ଗ୍ରୀଷ୍ମ ଋତୁରେ ଏତେ ଗରମ ଲାଗିଥାଏ ଯେ ପ୍ରତେକ ମଣିଷ ଗରମ ସହି ନ ପାରି ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାଏ । କିଛି ବ୍ୟକ୍ତି ନିଜର ଶୋଷ ମେଣ୍ଟାଇବା ପାଇଁ ଫ୍ରିଜ ପାଣି ପିଇବାକୁ ଅଧିକ ପସନ୍ଦ କରନ୍ତି । କିନ୍ତୁ ଥଣ୍ଡା ପାଣି ବା ଫ୍ରିଜ ପାଣି ପିଇବା ଆମ ଶରୀର ପାଇଁ ବିଷ ସହ ସମାନ ହୋଇଥାଏ । ଏହାର କାରଣ ହେଉଛି ଆମେ ଆମ ଅଜାଣତରେ ହଉ ବା ଜାଣତରେ ହଉ ଆମେ ଅନେକ ରୋଗର ଶିକାର ହେଇଥାଉ ।

ଆଜି ଆମେ ଆପଣ ମାନଙ୍କୁ ଥଣ୍ଡା ପାଣି ପିଇବା ଦ୍ଵାରା ଆମ ଶରୀରର କଣ କ୍ଷତି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଥଣ୍ଡା ପାଣି ପିଇବା ଫଳରେ ଆମ ଶରୀରରେ ରହିଥିବା ଭିତରର ଅନ୍ତ ଗୁଡିକ ସଙ୍କୁଚିତ ହୋଇଥାଏ । ଏହା ଫଳରେ ଆମ ଶରୀରର ପାଚନ କ୍ରିୟା ଭଲ ଭାବେ ହୋଇନଥାଏ । ଏହା ଫଳରେ ଆମ ଗ୍ଯାସ ସମସ୍ଯା ହେବାରୁ ଆମକୁ ପାଇଲ୍ସ ରୋଗ ହୋଇଥାଏ । ଏହା ଛଡା ଥଣ୍ଡା ପାଣି ପିଇଲେ ହାର୍ଟ ସମସ୍ଯା ମଧ୍ୟ ହୋଇଥାଏ ।

ଯେତେବେଳେ ଆମେ ବ୍ୟାୟାମ କରି ଥକି ଯାଉ ସେତେବେଳେ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାଉ । ଏହା ଫଳରେ ଆମ ଶରୀରରେ ହାର୍ଟ ବିଟ ବଢିବା ଦ୍ଵାରା ଆମ ଶରୀରକୁ ସମ୍ପୁର୍ଣ୍ଣ ମାତ୍ରାରେ ଅକ୍ସିଜେନ ମିଳିନଥାଏ । ଥଣ୍ଡା ପାଣି ପିଇବା ଦ୍ଵାରା ଆମ ଲିଭରରେ ମଧ୍ୟ ଅସୁବିଧା ହୋଇଥାଏ । କିଛି ବ୍ୟକ୍ତିଙ୍କର ଅନେକ ସମୟରେ ସାଇଟ ପେଟ କାଟିଥାଏ । ଏହାର କାରଣ ହେଉଛି ଆମେ ଯେଉଁ ଥଣ୍ଡା ପାଣି ପିଇଥାଉ ତାହାର ପ୍ରଭାବ ଆମ ଲିଭର ଉପରେ ପଡିଥାଏ ।

ଏହା ଫଳରେ ଆମର ହଜମ ଶକ୍ତି ହୋଇନ ଥାଏ ଯାହା ଫଳରେ ଆମ ଶରୀରରେ ଲିବର ସମସ୍ଯା ହୋଇଥାଏ । ଏହା ବ୍ଯତୀତ ଥଣ୍ଡା ପାଣି ପିଇବା ଦ୍ଵାରା ଆମ ତଣ୍ଟି ବା ଗଳା ମଧ୍ୟ ଖରାପ ହୋଇଥାଏ । ଏହା ଫଳରେ ଆମକୁ ଥଣ୍ଡା ବା ସର୍ଦି ଭଳି ସମସ୍ଯା ହୋଇଥାଏ । ଯଦି ଆପଣ ସବୁଜ ପାରିବା ବା କୌଣସି ଫଳ ଜିନିଷ ଖାଇ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଉଛନ୍ତି ତେବେ ଏହାର କୌଣସି ଲାଭ ହୋଇନ ଥାଏ । ଏମିତି କରିବା ଦ୍ଵାରା ଥଣ୍ଡା ପାଣି ଆମେ ଖାଇଥିବା ଖାଦ୍ଯର ପୌଷ୍ଟିକତା ନଷ୍ଟ କରିଥାଏ ।

ସେହି ଖାଦ୍ଯ ଖାଇବା ଦ୍ଵାରା ଆମକୁ କୌଣସି ଲାଭ ହୋଇନ ଥାଏ । ଥଣ୍ଡା ପାଣି ବା ଫ୍ରିଜ ପାଣି ପିଇବା ଦ୍ଵାରା ଆମ ଶରୀରରେ ଏହି ଭଳି ଜଟିଳ ସମସ୍ଯା ଉତ୍ପନ ହୋଇଥାଏ । ଯାହା ଫଳରେ ଆମେ ଅନେକ କଷ୍ଟ ବା ଯନ୍ତ୍ରଣା ଭୋଗ କରିଥାଉ । ସେଥି ପାଇଁ ଆମ ସମସ୍ତଙ୍କୁ ଥଣ୍ଡା ପାଣି ପିବା ଉଚିତ ନୁହେ । ଏହା ଶରୀରକୁ କିଛି ସମୟ ପାଇଁ ଆରାମ ଦେଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ହେଲଥ ଟିପ୍ସଟି  ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।