ସିରିଏଲ “ବାଳିକା ବଧୂ” ଏହି 2 Child Actors ଆଜି ବଡ ହେଇ ଦେଖା ଯାଆନ୍ତି କିଛି ଏମିତି…

ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି କଳାକାର ମାନେ ନିଜର ଜବରଦସ୍ତ ପଫୋମାଂସ ଦେବାରେ ସଫଳ ହୋଇ ପାରିଛନ୍ତି । ବିଶେ କରି ଯେଉଁ ମାନେ ଶିଶୁ କଳାକାର ଭାବେ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ ।

ବର୍ତ୍ତମାନ ସେ ନିଜର ଅଭିନୟା ଜାଦୁରେ ଦର୍ଶକ ମାନଙ୍କର ହୃଦୟରେ ଅତି ନିକଟତର ହୋଇ ପାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସିରିଏଲ “ବାଳିକା ବଧୁ”ରେ ଶିଶୁ କଳାକାର ଭାବେ ନିଜର ଅଭିନୟ ଦୁନିଆ ଆରମ୍ଭ କରିଥିବା କଳାକାର ମାନଙ୍କ ବିଷୟରେ କିଛି ରୋମାଞ୍ଚକର କଥା କହିବାକୁ ଯାଉଛୁ । ୨୦୦୮ ରେ କଲରସ ଚ୍ଯାନେଲରେ ପ୍ରସାରିତ ହୋଇଥିବା “ବାଳିକା ବଧୁ” ସିରିଏଲରେ ଅନେକ ଶିଶୁ କଳାକାର ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଥିଲେ ।

ଏହି ସିରିଏଲଟି ରାଜସ୍ଥାନର ଗୋଟିଏ ଛୋଟ ଗାଁର କାହାଣୀକୁ ଆଧାରିତ କରା ଯାଇଥିଲା । ଏହି ସିରିଏଲରେ କମ ବୟସର ପିଲା ମାନଙ୍କର ବିବାହ କରାଯାଏ । ଏହି ସିରିଏଲରେ ଶିଶୁ କଳାକାର ଭାବେ ଆନନ୍ଦି ଓ ଯଜ୍ଞା ଅଭିନୟ କରିବାର ନଜର ଆସିଥିଲେ ।

ଏହି ସିରିଏଲରେ ଛୋଟ ଶିଶୁ କଳାକାର ଯଜ୍ଞା ଭୂମିକରେ ଅଭିନୟ କରିଥିବା ଅଭିନେତାଙ୍କର ପ୍ରକୃତ ନାଁ ହେଉଛି ଅଭିନାଶ ମୁଖାର୍ଜୀ । ଅଭିନାଶ ମୁଖାର୍ଜୀଙ୍କର ୧୯୯୭ ଅଗଷ୍ଟ ୧ରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୦୮ରେ ନିଜର ଅଭିନୟ କ୍ଯାରିୟର “ବାଳିକା ବଧୁ” ସିରିଏଲରୁ ଆରମ୍ଭ କରିଥିଲେ । ଆଜିକା ଡେଟରେ ଅଭିନାଶ ବହୁତ ବଡ ହୋଇ ହ୍ୟାଣ୍ଡସମ ଓ ଚାର୍ମିଙ୍ଗ ଦେଖା ଯାଉଛନ୍ତି ।

ତାଙ୍କର ଲୁକରେ ମଧ୍ୟ ବହୁତ ଚେଞ୍ଜ୍ସ ଆସିଛି । “ବାଳିକା ବଧୁ” ସିରିଏଲରେ ଶିଶୁ କଳାକାର ଭାବେ ଆନନ୍ଦି ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀଙ୍କ ପ୍ରକୃତ ନାଁ ହେଉଛି ଅବିକା ଗର । ଅଭିନେତ୍ରୀ ଅବିକା ଗର ୧୯୯୭ ଜୁନ ୩୦ରେ ମୁମ୍ବାଇର ମହାରାଷ୍ଟ୍ରରେ  ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଭାରତୀୟ ଫିଲ୍ମ ଓ ଟେଲିଭିଜନ ଅଭିନେତ୍ରୀ ଅଟନ୍ତି । ସେ ୨୦୦୮ରୁ ହିଁ “ବାଳିକା ବଧୁ” ସିରିଏଲରୁ ନିଜର ଅଭିନୟ ଦୁନିଆ ଆରମ୍ଭ କରିଥିଲେ । ଏହି ସିରିଏଲରେ କାମ କରି ସେ ଏତେ ଲୋକପ୍ରିୟ ହୋଇଥିଲେ ଯେ ଏହା ପରେ ଅନେକ ଟିଭି ସୋ ରେ କାମ କରିବାର ସୁଯୋଗ ପାଇଥିଲେ ।

ଏହା ପରେ ସେ କଲରସ ଚ୍ୟାନେଲରେ ପ୍ରସାରିତ ହୋଇଥିବା ସିରିଏଲ “ଶାଶୁରଲ ସୀମର କା” ରେ ଅଭିନୟ କରିବାର ନଜର ଆସିଥିଲେ । ଆଜିକା ଡେଟରେ ସେ ଟିଭି ଜଗତର ମସୁର ଅଭିନେତ୍ରୀ ମାନଙ୍କ ମଧ୍ୟରେ ଜଣେ ଅଟନ୍ତି ।

ସେ ନିଜର ଅଭିନୟ ଦ୍ଵାରା ନିଜ ଫ୍ୟାନ୍ସ ମାନକର ଅତି ପ୍ରିୟ ଅଭିନେତ୍ରୀ ହୋଇ ପାରିଛନ୍ତି । ଆଗ ଅପେକ୍ଷା ତାଙ୍କର ଲୁକ ରେ ବହୁତ ପରିବର୍ତ୍ତନ ଦେଖା ଯାଇଛି । ବର୍ତ୍ତମାନ ସେ ବହୁତ ଷ୍ଟାଇଲିସ ମେଣ୍ଟେନ କରିବା ସହ ଗ୍ଲାମରିୟସ ଦେଖା ଯାଉଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।