ବିବାହ ପୂର୍ବରୁ ଅନୁଷ୍କା ଶର୍ମାଙ୍କ ରହି ସାରିଛି ଏହି 6 ଜଣଙ୍କ ସହ ଆଫେୟାର

ବଲିଉଡରେ ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯାହାଙ୍କର କଥା ସବୁବେଳେ ମିଡିଆ ଆଗରେ ଚର୍ଚାରେ ରହିଥାନ୍ତି । ତାଙ୍କର ପର୍ସନାଲ ଜୀବନ ବିଷୟରେ କଥା ସବୁବେଳେ ସମସ୍ତେ ଜାଣିବା ପାଇଁ ଇଚ୍ଛା କରିଥାନ୍ତି । ସେହି ବଲିଉଡ ଅଭିନେତ୍ରିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅନୁଷ୍କା ଶର୍ମା , ଯାହାର କି ବହୁତ ହୀରୋମାନଙ୍କ ସହ ଲଭ ଅଫେୟାର ରହିସାରିଛି । କିନ୍ତୁ ଏବେ ଅନୁଷ୍କା ଶର୍ମା ବିରାଟ କୋହଳିଙ୍କୁ ବିବାହ କରିସାରିଛନ୍ତି ।

ତାଙ୍କର ଯୋଡିକୁ ବହୁତ ଲୋକମାନେ ପସନ୍ଦ କରିଥାନ୍ତି । କିନ୍ତୁ ଅନୁସ୍କାର ବିବାହ ପୂର୍ବରୁ ବହୁତ କେଉଁ କେଉଁ ଷ୍ଟାରମାନଙ୍କ ସହ ଆଫାୟର ରହିଥିଲା ଚାଲନ୍ତୁ ତାଙ୍କ ବିଷୟରେ ଆମେ ଜାଣିବା

ସାହିଦ କପୁର

ସାହିଦ କପୁର ବଲିଉଡର ଇଣ୍ଡର୍ସ୍ତିର ଚକୋଲେଟ ବୟ ବୋଲି ଜଣାଯାଏ । ସେ ବଲିଉଡରେ ବହୁତ ସୁପରହିଟ ଫିଲ୍ମ କରିଛନ୍ତି । ସେ ସୁପର ହିଟ ଫିଲ୍ମ ମଧ୍ୟରୁ ଗୋଟେ ଫିଲ୍ମ ବଦମାସ କମ୍ପାନୀ ଯେଉଁଥିରେ ଅନୁଷ୍କା ଶର୍ମା ସହ କାମ କରିଥିଲେ । ଯାହା ଦ୍ଵାରା ଏମାନେ ଲଭ କେମେଷ୍ଟ୍ରିକୁ ନେଇ ବହୁତ ଚର୍ଚାରେ ରହିଥିଲେ । କହିବାକୁ ଗଲେ ଗୋଟେ ପାର୍ଟିରେ  ଦୁଇଜଣ ଯାକ କିସ କରିବାର ଦେଖିଥିଲେ । ଏହି କଥାରୁ ଜଣା ପଡୁଥିଲା ଯେ ତାଙ୍କ ଭିତରେ କିଛି ସମ୍ବନ୍ଧ ରହିଛି ।

ଅର୍ଜୁନ କପୁର

ଅର୍ଜୁନ କପୁର ଏବେ ମଲାଇକା ଆରୋରଙ୍କୁ ଡେଟ କରୁଛନ୍ତି । କିନ୍ତୁ କିଛି ଦିନ ତଳେ ଅନୁଷ୍କା ସହ ୟସ ରାଜ ଷ୍ଟୂଡିଓ ଶୁଟିଙ୍ଗ କରିଲାବେଳେ ଦେଖା ହୋଇଥିଲା । କିନ୍ତୁ ଦୁଇଜଣଙ୍କୁ ବିଭିନ୍ନ ସମୟରେ ଅଲଗା ଅଲଗା ଜାଗାରେ ଦେଖାଯାଉଥିଲା । ଯାହା ଦ୍ଵାରା ମିଡିଆ ଜୋର ସୋରରେ ମିଡିଆ ଆଗରେ ଚର୍ଚା ହଉଥିଲା । କେବେ ବି ନିଜର ସଂପର୍କକୁ ମିଡିଆ ଆଗରେ ଜଣେଇନଥିଲେ । ସେ ଏହି ସଂପର୍କକୁ ଭଲ ସାଙ୍ଗ ବୋଲି ଜଣାଇଥିଲେ ।

ଯୋହେବ ୟୁସୁଫ

ଅଭିନେତ୍ରୀ ଅନୁଷ୍କାଙ୍କର ଷ୍ଟ୍ରଗଲ ଜୀବନରେ ଯୋହେବ ୟୁସୁଫ ସହ ଦେଖାହୋଇଥିଲା । ଧୀରେ ଧୀରେ ଏମାନଙ୍କର ସମ୍ପର୍କ ସାଙ୍ଗରେ ବଦଳିଗଲା । ପୁଣି କିଛି ଦିନ ପରେ ପ୍ରେମରେ ବଦଳିଗଲା । ସେମାନେ ଏକା ସହିତ ମୁମ୍ବାଇରେ ଦେଖାହୋଇଥିଲା । ଏମାନଙ୍କ ସମ୍ପର୍କ 2ବର୍ଷ ପର୍ଯ୍ୟନ୍ତ ରହିଥିଲା । ଯେତେବେଳେ ବଲିଉଡରେ ତାଙ୍କର ଚାଲିଲା ସେତେବେଳେ ଯୋହେବ ୟୁସୁଫ ହାତ ଛାଡିଦେଇଥିଲେ ।

ରଣବିର ସିଂ

ବଲିଉଡରେ ନିଜର ଆରୋଗେଟିକ ପର୍ସନାଲିଟ ମାଧ୍ୟମରେ ରଣବିର ସିଂ ଜଣାଯାନ୍ତି । ରଣବିର ସିଂ ଲାଭ ଆଫାୟର ଥରେ ଅନୁଷ୍କା ଶର୍ମା ସହ ଚାଲିଥିଲା । ଦୁଇଜଣ ବ୍ୟାଣ୍ଡ ବାଜା ବାରତରେ ଏକା ସାଙ୍ଗରେ କାମ କରିଥିଲେ । ଯାହାଦ୍ୱାରା ତାଙ୍କ ମଧ୍ୟରେ ପ୍ରେମର ଫୁଲ ଖେଳିଥିଲା । କିନ୍ତୁ ତାଙ୍କୁ ଏକା ସାଙ୍ଗରେ ସ୍ପଟ କରଯାଇଥିଲା । ପୁଣି କିଛି ଦିନ ପରେ ତାଙ୍କର ବ୍ରେକଅପ ହୋଇଗଲା ।

ସୁରେଶ ରାଇନା

ଅନୁସ୍କାର କ୍ରିକେଟ ଖେଳକୁ ବହୁତ ଭଲ ପାଉଥିଲେ । କାରଣ ତାଙ୍କ ଭାଇ ଷ୍ଟେଟ ଲେବୁଲର ଚାମ୍ପିୟାନ ଅଟନ୍ତି । ଏହା ଦ୍ଵାରା ସୁରେଶ ରାଇନା ସହ ଦେଖା ହୋଇଥିଲା । ସୁରେଶ ରାଇନା ମଧ୍ୟ ଗୋଟେ ଇଣ୍ଟରଭିୟୁ କହିଥିଲେ ଯେ ତାଙ୍କର ଅନୁଷ୍କା ସହ ଭଲପାଇବା ଅଛି ।

ରଣବିର କପୁର

ଆପଣ ଜାଣିଛନ୍ତି ରଣବିର କପୁର ବହୁତ ବଡ ଦିଲ ଫେକ ମଣିଷ ଅଟନ୍ତି । ଯାହାର ଅଭି ପର୍ଯ୍ୟନ୍ତ ବହୁତ ଅଭିନେତ୍ରୀ ସହ ଆଫୟର ରହିସାରିଛି । କିନ୍ତୁ ଥରେ ଅନୁଷ୍କା ସହ ଲଭ ଆଫୟର ରହିସାରିଛି । କିନ୍ତୁ ରଣବୀର କପୁର ବହୁତ ଅଭିନେତ୍ରୀ ଡେଟ କରୁଥିଲେ । କିନ୍ତୁ ସେମାନେ ନିଜର ସଂପର୍କକୁ ପ୍ରକାଶ କରିନଥିଲେ । କିନ୍ତୁ ଦୁଇଜଣଙ୍କ ଭଲପାଇବା ଗୁପଚୁପ ଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।