ତାପସୀ ପନୂଙ୍କ ଭଉଣୀ ଶଗୁନ ପନୂ ସୁନ୍ଦରତା ମାମଲାରେ ତାପସୀଙ୍କ ଠାରୁ ବହୁତ ଆଗରେ, ଦେଖନ୍ତୁ ଫଟୋ

ବଲିଉଡର ଜଣା ଶୁଣା ଅଭିନେତ୍ରୀ ତାପସୀ ପନୂ ଯିଏକି ଫିଲ୍ମ ‘ଚଶ୍ମେ ବଦ୍ଦୂର’ ରୁ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ପରେ ସେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମରେ ବି କାମ କରି ସାରିଛନ୍ତି । କହିବାକୁ ଗଲେ ସେ ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକମାନଙ୍କର ହୃଦୟରେ ରାଜ କରୁଛନ୍ତି ।

ତାପସୀଙ୍କ ବିଷୟରେ ତ ଆପଣ ସବୁକିଛି ଜାଣିଛନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି କି ତାଙ୍କର ଏକ ଭଉଣୀ ବି ଅଛି ଯିଏକି ସୁନ୍ଦରତା ମାମଲାରେ ତାପସୀଙ୍କୁ ବି ଟକ୍କର ଦେଇଥାନ୍ତି । ଆମେ ଆଜି ତାପସୀ ପନୂଙ୍କର ଭଉଣୀ ଶଗୁନ ପନୂଙ୍କ ବିଷୟରେ କଥା ହେବା ।

ଶଗୁନ ପନୂ କୌଣସି ଅଭିନେତ୍ରୀ ଠାରୁ କମ ନୁହନ୍ତି । ସ୍ୱିମ ସୂଟ ଓ ବିକିନୀରେ ଶଗୁନ ସୋସିଆଲ ମିଡିଆରେ ନିଆଁ ଲଗାଇ ଦିଅନ୍ତି । କହିଦେଉଛୁ କି  ଶଗୁନ ବୟସରେ ତାପସୀଙ୍କ ଠାରୁ ଛୋଟ ଅଟନ୍ତି ଓ ସେ ଏକ ୱେଡିଂଗ ପ୍ଲାନର ଓ ଟ୍ରୈବଲ ବ୍ଲାଗର ଅଟନ୍ତି । ଶଗୁନ ବଲିଉଡରୁ ଦୂରେଇ ରୁହନ୍ତି । କିନ୍ତୁ ସୋସିଆଲ ମିଡିଆରେ ସେ ବହୁତ ଏକ୍ଟିବ ରହିଥାନ୍ତି ।

ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ତାପସୀ ଓ ଶଗୁନଙ୍କର ବହୁତ ଫଟୋ ଦେଖିବାକୁ ମିଳିଥାଏ । ଯେଉଁଥିରେ ଦୁଇ ଭଉଣୀ ପରସ୍ପର ସହିତ ମସ୍ତି କରୁଥିବାର ନଜର ଆସିଥାନ୍ତି ।

ତାପସୀଙ୍କୁ ଯେତେବେଳେ ଏକ ଇଣ୍ଟରଭ୍ୟୁରେ ତାଙ୍କର ଭଉଣୀ ଶଗୁନଙ୍କର ବଲିଉଡ ଏଣ୍ଟ୍ରି ବିଷୟରେ ପଚରାଗଲା ତେବେ ସେ କହିଲେ କି,”ଶଗୁନଙ୍କର କେବେ ବି ଫିଲ୍ମ ପ୍ରତି ଇଂଟରେସ୍ଟ ନାହିଁ । ସେ କେବେ ବି ମୋ ସେଟ ରେ ବି ଆସିବାକୁ ପସନ୍ଦ ହିଁ କରେ ନାହିଁ । ସେ ରିୟାଲିଟିରେ କ୍ୟାମେରା – ଲଭର ବ୍ୟକ୍ତି ନୁହେଁ ଓ ତାହାର ଫିଲ୍ମରେ ଆସିବାର କୌଣସି ପ୍ଲାନିଙ୍ଗ ବି ନାହିଁ ।“

କହିବାକୁ ଗଲେ ଶଗୁନ ଇଣ୍ଡଷ୍ଟ୍ରିରୁ ଦୂରେଇ ରୁହନ୍ତି କିନ୍ତୁ ସେ ବହୁତ ଗ୍ଲାମରସ ଅଟନ୍ତି ଓ ତାଙ୍କୁ ବୁଲିବାକୁ ପସନ୍ଦ ଲାଗେ । ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କର ଗୋଟିଏ ରୁ ବଳି ଗୋଟିଏ ସ୍ଟନିଂଗ ପିକ୍ସ ଅଛି । ଆପଣ ବି ଦେଖନ୍ତୁ ଶଗୁନଙ୍କର ଫଟୋ –

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।