ସୁଟିଂ ସେଟରୁ ଭଲ ପାଇ ବାହା ହୋଇଥିବା 10 ଓଡ଼ିଆ ହିରୋ ଓ ହିରୋଇନ

ଆପଣଙ୍କ ମାନେ ପ୍ରତିଦିନ ଓଡ଼ିଆ ସିନେମା କିମ୍ବା ଓଡ଼ିଆ ଧାରାବାହିକ ଦେଖିଥିବେ, କହିବାକୁ ଗଲେ ଆପଣ ମାନେ ଓଡ଼ିଆ ସିନେମା ଏବଂ ଧାରାବାହିକ ଜଗତ ସହ ବେଶ୍ ଜଡ଼ିତ ଅଛନ୍ତି । ଆଜି ଆମେ ଆପଣମାନଙ୍କୁ ଜଣାଇବୁ କି କେଉଁ କେଉଁ ଅଭିନେତ୍ରୀ ଏବଂ ଅଭିନେତା ମାନେ ଅଭିନୟ ଜଗତରୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମେ ଆସୁଛନ୍ତି ତୁଷାର ଏବଂ ମାହି ।

ତୁଷାର ଏବଂ ମାହୀଙ୍କୁ ତ ଆପଣ ବହୁତ୍ ସାରା ଧାରା ବାହିକରେ ଦେଖିଥିବେ । ସେ ଦୁହେଁ ଅଭିନୟ ଜଗତ ରୁ ଭଲ ପାଇ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହା ପରେ ଦ୍ୱିତୀୟ ନମ୍ବର ରେ ଆସୁଛନ୍ତି ମଣ୍ଟୁ ଏବଂ ଆନିଶା । ଏହି ଦୁଇ ଜଣଙ୍କୁ ତ ଆପଣ ବହୁତ୍ ଚଳଚ୍ଚିତ୍ର ଏବଂ ଧାରାବାହିକରେ ଦେଖିଥିବେ । ଏହି ଦୁଇ ଜଣ ମଧ୍ୟ ଅଭିନୟ ଜଗତରୁ ବାନ୍ଧି ହୋଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଏହା ପରେ ତୃତୀୟ ନମ୍ବରରେ ଆସୁଛନ୍ତି ରାଜୁ ଏବଂ ଭୈରବ । ଏହି ଦୁଇ ଜଣଙ୍କୁ ତ ଆପଣ ବହୁତ୍ ଚଳଚ୍ଚିତ୍ର ଏବଂ ଧାରାବାହିକ ରେ ଦେଖିଥିବେ । ଏହି ଦୁଇ ଜଣ ମଧ୍ୟ ତୁ ମୋ ଜୀବନ ସାଥୀ ଧାରାବାହିକ ଭଲ ପାଇବାରୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବର୍ତ୍ତମାନ ଦୁହେଁ ବହୁତ୍ ଖୁସିରେ ଅଛନ୍ତି ପରଷ୍ପର ସହ ।

ଏହା ପରେ ଚତୁର୍ଥ ନମ୍ବରରେ ଆସୁଛନ୍ତି ଅନୁଭବ ଏବଂ ବର୍ଷା । ଏହି ଦୁଇ ଜଣଙ୍କୁ ତ ଆପଣ ବେଶ ଭଲ ଭାବରେ ଜାଣିଥିବେ । ଏହି ଦୁଇ ଜଣଙ୍କୁ ତ ଆପଣ ବହୁତ୍ ଚଳଚ୍ଚିତ୍ରରେ ଦେଖିଥିବେ । ଏହି ଦୁଇ ଜଣ ମଧ୍ୟ ଅଭିନୟ ଜଗତରୁ ବାନ୍ଧି ହୋଇ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ଏହା ପରେ ପଞ୍ଚମ ନମ୍ବରରେ ଆସୁଛନ୍ତି ଉତ୍ତମ ମହାନ୍ତି ଏବଂ ଅପରାଜିତା । ଏହି ଦୁଇ ଜଣଙ୍କୁ ତ ଆପଣ ବହୁତ୍ ଚଳଚ୍ଚିତ୍ର ରେ ଦେଖିଥିବେ ।

ଏହି ଦୁଇ ଜଣ ମଧ୍ୟ ଅଭିନୟ ଜଗତ ରୁ ବାନ୍ଧି ହୋଇ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ଏହା ପରେ ଛଅ ନମ୍ବରରେ ଆସୁଛନ୍ତି ରୁଦ୍ର ଏବଂ ଜିନ୍ନା । ଏହି ଦୁଇ ଜଣଙ୍କୁ ତ ଆପଣ ବହୁତ୍ ଚଳଚ୍ଚିତ୍ର ଏବଂ ଧାରାବାହିକ ରେ ଦେଖିଥିବେ । ଏହି ଦୁଇ ଜଣ ମଧ୍ୟ ଅଭିନୟ ଜଗତରୁ ବାନ୍ଧି ହୋଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହା ପରେ ସପ୍ତମ ନମ୍ବରରେ ଆସୁଛନ୍ତି ଦେବୁ ଏବଂ ପ୍ରିୟଙ୍କା । ଏହି ଦୁଇ ଜଣଙ୍କୁ ତ ଆପଣ ବହୁତ୍ ଚଳଚ୍ଚିତ୍ର ଏବଂ ଧାରାବାହିକ ରେ ଦେଖିଥିବେ ।

ଏହି ଦୁଇ ଜଣ ମଧ୍ୟ ଅଭିନୟ ଜଗତ ରୁ ବାନ୍ଧି ହୋଇ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ଏହା ପରେ ଅଷ୍ଟମ ନମ୍ବରରେ ଆସୁଛନ୍ତି ଅମର ଏବଂ ଜେସି । ଏହି ଦୁଇ ଜଣଙ୍କୁ ତ ଆପଣ ଧାରାବାହିକ ଜୀବନସାଥି ରେ ଦେଖିଥିବେ । ଏହି ଦୁଇ ଜଣ ମଧ୍ୟ ଅଭିନୟ ଜଗତରୁ ବାନ୍ଧି ହୋଇ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଇଛନ୍ତି । ଏହା ପରେ ନଅନମ୍ବରରେ ଆସୁଛନ୍ତି ରାକେଶ ଏବଂ ଜୁବି । ଏହି ଦୁଇ ଜଣଙ୍କୁ ତ ଆପଣ ବହୁତ୍ ଧାରାବାହିକରେ ଦେଖିଥିବେ । ଏହି ଦୁଇ ଜଣ ମଧ୍ୟ ଅଭିନୟ ଜଗତରୁ ବାନ୍ଧି ହୋଇ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଇଛନ୍ତି ।

ଏହା ପରେ ଦଶନମ୍ବରରେ ଆସୁଛନ୍ତି ଅଶ୍ଵିନୀ ଏବଂ ପ୍ରେରଣା । ଏହି ଦୁଇ ଜଣଙ୍କୁ ତ ଆପଣ ବହୁତ୍ ଚଳଚ୍ଚିତ୍ରରେ ଦେଖିଥିବେ । ଏହି ଦୁଇ ଜଣ ମଧ୍ୟ ଅଭିନୟ ଜଗତରୁ ବାନ୍ଧି ହୋଇ ବିବାହ ବନ୍ଧନ ରେ ବାନ୍ଧି ହେବେ ବୋଲି ଇଚ୍ଛା କରିଛନ୍ତି । ଏହାପରେ ଏଗାର ନମ୍ବରରେ ଆସୁଛନ୍ତି ଅରବିନ୍ଦ ଏବଂ ଜାଙ୍କଲିନ । ଏହି ଦୁଇ ଜଣଙ୍କୁ ତ ଆପଣ ଜେଜେମା ଧାରାବାହିକ ରେ ଦେଖିଥିବେ । ଏହି ଦୁଇ ଜଣ ମଧ୍ୟ ଅଭିନୟ ଜଗତରୁ ବାନ୍ଧି ହୋଇ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଇଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।