କ୍ରିକେଟର Rishabh Pant ଙ୍କ ଗର୍ଲଫ୍ରେଣ୍ଡ କିଏ ଓ କଣ କରନ୍ତି ? ଜାଣନ୍ତୁ …

ଭାରତରେ ଯଦି ବଲିଉଡ ପରେ ଆଉ କାହାର ଅଧିକ ଫ୍ୟାନ ଥାନ୍ତି ସେମାନେ ହେଉଛନ୍ତି କ୍ରିକେଟର । ଭାରତରେ ଅନେକ ଖେଳ ଥିଲେ ମଧ୍ୟ କେବଳ କ୍ରିକେଟ କୁ ଲୋକ ମାନେ ଅଧିକ ପସନ୍ଦ କରନ୍ତି । ଏହା ଭାରତର ନିଜସ୍ଵ ଖେଳ ନୁହେଁ ତଥାପି ଏହାକୁ ଲୋକ ମାନେ ଅଧିକ ମାତ୍ରାରେ ପସନ୍ଦ କରନ୍ତି । କେବଳ ଭାରତର ଖେଳାଳି ନୁହେଁ ତା ସହ ଆନ୍ତର ଯାତିକ ସ୍ତରରେ  କିଛି ଖେଳାଳି ଅଛନ୍ତି ଯେଉଁ ମାନଙ୍କୁ ଅଧିକ ପସନ୍ଦ କରାଯାଏ କାରଣ ସେମାନେ କ୍ରିକେଟର   ।

ତେବେ ଏମାନେ କେବଳ ଭାରତରେ ନୁହେଁ ଭାରତ ବାହାରେ ବି ଖୁବ ନାମ କମେଇଛନ୍ତି ।  ତେବ ଏଭଳି ପରିସ୍ଥିତିରେ ଭାରତରେ ଅନେକ ଖେଳାଳି ଅଛନ୍ତି ଯେଉଁ ମାନେ ନିଜର ପର୍ଶନାଲ ଦୁନିଆକୁ ନେଇ ଖୁବ ଚର୍ଚ୍ଚାରେ ରୁହନ୍ତି ।

ଯେମିତିକି ଆମେ ଜାଣିଛେ କେତେବେଳେ ନିଜର ପରିବାର କେତେବେଳେ କେତୋଟି ବଳରେ ଆଉଟ ହେଲେ ତ କେତେବେଳେ ଅନ୍ୟ କିଛି । ତେବେ ଏହି ଖେଳାଳି ମାନେ ଅଧିକ ନିଜ ଆଫେୟାର କୁ ନେଇ ଶୋସିଆଲ ମିଡିଆରେ ଆକଟିବ ରୁହନ୍ତି । ଆମେ ତ ଜାଣୁ ଏଭଳି ଅନେକ କ୍ରିକେଟର ଅଛନ୍ତି ଯେଉଁ ମାନେ ଅଭିନେତ୍ରୀ ମାନଙ୍କୁ ବିବାହ କରିଛନ୍ତି । କିଛି ଜଣ ଏମିତି ବି ଅଛନ୍ତି ନିଜର ପିଲା ଦିନର ବାନ୍ଧବୀଙ୍କୁ ମଧ୍ୟ ପସନ୍ଦ କରନ୍ତି ।

ତେବେ ଏହି ଭଳି କିଛି ଚର୍ଚ୍ଚାରେ ରୁହନ୍ତି ଖେଳାଳି ମାନେ । ଆଜି ଆମେ ଯାହା ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ସେ ଜଣେ ଖେଳାଳି ନୁହନ୍ତି । ତେବେ ଇଶା ନେଗୀ ଏବେ ପ୍ରତେକ ଖବରରେ । ଏହି ମହିଳା ଜଣକ କ୍ରିକେଟର ନୁହଁନ୍ତି କିନ୍ତୁ କ୍ରିକେଟ ତାରକାଙ୍କ ପ୍ରେମିକା ଏହି କ୍ରିକେଟର ହେଲେ ରିସବ ପନ୍ନ । ଇଏ ଜଣେଯୁବ କ୍ରିକେଟ ତାରକା ଅଟନ୍ତି । ତେବେ ଏହି ତାରକା ଜଣକ ନିଜର ବିଷୟରେ କିଛି କହି ନଥିଲେ ଅନେକ ସମୟରୁ ।

୧୬ ଜାନୁଆରୀ ୨୦୧୯ ରେ ପ୍ରଥମ ଥର ପାଇଁ ନିଜ ଇନଷ୍ଟାଗ୍ରାମ ଆଇ-ଡି ରେ  ସେ ଦୁହିଁଙ୍କ ଫଟ ଛାଡିଥିଲେ । ସେବେଠୁ ଇଶା ଚର୍ଚ୍ଚାରେ ତେବେ ପନ୍ନ କହିଥିଲେ ମୁ ତୁମକୁ ଖୁସି ରେ ରଖିବାକୁ ଚାହେଁ ତୁମେ ମୋ ଖୁସି ହେବାର କାରଣ । ସେହି ସମୟରେ ଇଶା ବି ନିଜର ଫଟ ଦେଇଥିଲେ ସେ ବି ଲେଖିଥିଲେ ତୁମେ ମୋର ବେଷ୍ଟ ଫ୍ରେଣ୍ଡ , ସୋଲ ମେଟ ଓ ଆଇ ଲଭ ୟୁ । ତେବେ ଏହା ପରେ ସେ ସବୁ ଜାଗାରେ ଚର୍ଚ୍ଚାରେ ।

ଇଶା ଦିଲ୍ଲୀର ଆ -ମି -ଟି ୟୁନିଭର୍ସିଟିରୁ ଇଂରାଜି ଅନର୍ସ ରେ MBA କରିଛନ୍ତି । ଯେବେଠୁ ସେ ପନ୍ନଙ୍କ ସହ ନିଜର ରିଲସନ ବିଷୟରେ ଜଣା ପଡିଛି ସେବେ ଠାରୁ ସେ ଚର୍ଚ୍ଚାରେ ତାଙ୍କ କଲେଜ ରେ  । ତେବେ ଗ୍ଲ୍ଯାମରସ ଷ୍ଟାଇଲ ଓ ଫଟ ପାଇଁ ଲୋକଙ୍କୁ ଆକର୍ଷିତ କରି ରଖିଛନ୍ତି  । ସେ କିନ୍ତୁ ମହେନ୍ଦ୍ର ସିଂ ଧୋନୀ ଙ୍କର ଫ୍ୟାନ ଅଟନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ