Jyotish Shastra- ଦରିଦ୍ରତାର ହେଲା ଅନ୍ତ, ଏବେ 33 ବର୍ଷ ପର୍ଯ୍ୟନ୍ତ ଏହି ରାଶି ଉପରେ ଧନ ବର୍ଷା ଶନିଦେବ

ବନ୍ଧୁମାନେ ଆପଣ ଜାଣିଥିବେ ଆମର ଭାଗ୍ୟ ଆଗରେ ଆମେ କିଛି କରି ପାରିବାନି ତେବେ ଏମିତି କିଛି ରାଶି ଅଛନ୍ତି ଯେଉଁ ମାନେ ନିଜର ଭାଗ୍ଯ ନିଜେ ଲେଖନ୍ତି । ଆପଣ ନିରାଶ ହୁଅନ୍ତି ନାହିଁ କାରଣ ବହୁତ ଜଲ୍ଦି ଆପଣ ମାନଙ୍କ ମଧ୍ୟରୁ କିଛି ରାଶି ର ବ୍ୟକ୍ତି ବିଶେଷ ମାନେ ଭଗବାନ ଶନିଙ୍କ ଦୟାରୁ ସୌଭାଗ୍ୟଶାଳି ହେବାକୁ ଯାଉଛନ୍ତି  ତେବେ ଆସନ୍ତୁ ଜାଣିବା ଏମିତି କିଛି ରାଶି ମାନଙ୍କ ଉପରେ । ପ୍ରଥମ ରାଶି  ହେଉଛି ମେଷ।

ମେଷ – ଏହି ରାଶିର ଲୋକମାନେ ନିଜର ଭଲ ପାଇବାକୁ ଯଦି ବିବାହରେ ପରିଣତ କରିବାକୁ ଚାହାନ୍ତି ତେବେ ଏହା ଉପଯୁକ୍ତ ସମୟ । ଆପଣ ଅଧିକ ମନୋବଳ ର ସହ କାମ କରିବେ ।ଆପଣ ଯଦି ବ୍ୟବସାୟୀ ଅଟନ୍ତି ତେବେ ଆପଣଙ୍କୁ ନୂଆ କାମ ମିଳି ପାରେ । ଆପଣଙ୍କ ଜୀବନରେ ନକାରାତ୍ମକତା ସେଷ ହୋଇ ଜୀବ ।

ସିଂହ ରାଶି – ଏହି ରାଶିର ଲୋକଙ୍କୁ ଅଗ୍ରଣୀ ମିଳିବ ପ୍ରତେକ କ୍ଷେତ୍ରରେ। ଆପଣ ନିଜର ମନ ପସନ୍ଦ ର କାମ କରି ପାରିବ । କିଛି ଭଲ ପରିବର୍ତ୍ତନ ଆସିବ ଆପଣଙ୍କ ଜୀବନରେ । ଆପଣ ନିଜର ପରିବାର ସହ ଅଧିକ ସମୟ ବିତାଇବେ । ନିଜର ସନ୍ତାନ ମାନଙ୍କ ପାଖରୁ ଆପଣ ଙ୍କୁ କିଛି ଶୁଭ ଖବର ମିଳିବ । ପଢାରେ ଆପଣ ଆଗୁଆ ରହିବେ । ଆର୍ଥିକ ସ୍ଥିତି ସୁଧୁରିବ । ନିଜର ଗାଡି ଦେଖିକି ଚଲାନ୍ତୁ ।

ତୁଳା ରାଶି – ଏହି ରାଶିର ଲୋକ ମାନେ ଅଧିକ ଶୁଭ ଫଳ ପାଇବେ । ଆପଣଙ୍କୁ ଅଧିକ ସମୟ ମିଳିବ ନିଜର ସ୍ଵପ୍ନ ସତ କରିବା ପାଇଁ । ଆପଣ ଯଦି ଅଳସୁଆମୀ ଦେଖାଇବେ ତେବେ ଏହା ଆପଣଙ୍କ ପାଖରୁ ଦୂରେଇ ଜୀବ । ଆପଣ ନିଜର ସ୍ଵାସ୍ଥକୁ ନେଇ ଚିନ୍ତା ମୁକ୍ତ ରହିବେ ଆପଣ ନିଜର ଓ ନିଜ ପରିବାର ପାଇଁ କିଛି ନୂଆ କରିବେ ।

ବୃଷ ରାଶି – ଆପଣ ନିଜ ଜୀବନରେ ଆଧିକ ସଫଳ ପାଇବ ଆପଣ ନିଜର କାମ ଆରମ୍ଭ କରିବା ଆଗରୁ ଭଗବାନ ଶନିଙ୍କ ଆରାଧନା କରନ୍ତୁ ଦେଖିବେ ସଫଳତା ଆପଣଙ୍କ ପାଖେ ପାଖେ ରହିବ । ନିଜର ରାଗକୁ ନିୟନ୍ତ୍ରଣ ରେ ରଖନ୍ତୁ । ଯଦି ରାଗ ଆସେ ତେବେ ଏକ ଜାଗାକୁ ଯାଇ ସାନ୍ତ ହୋଇ ପରେ କାମ ଆରମ୍ଭ କରନ୍ତୁ । ଆପଣ ନିଜର ଆର୍ଥିକ ସ୍ଥିତି ସୁଧାରିବା ରେ ସକ୍ଷମ ହେବେ ।

କନ୍ୟା ରାଶି – ଏହି ରାଶିର ଲୋକ ମାନେ ଯେଉଁ ଜାଗାକୁ କାମ ପାଇଁ ଯିବେ ସେଠାରୁ ସେମାନେ କାମ ପାଇବେ । ଏହି ରାଶି ମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ ଶୁଭ ଦ୍ରୁଷ୍ଟି ରହିବ । ଆପଣ ବାହାରକୁ ନିଜର ପାଠ ପଢା ପାଇଁ ଯାଇ ପାରିବେ । ନିଜକୁ ଅନ୍ୟ ଲୋକଙ୍କ ଅଯଥା କଥାରୁ ଦୂରେଇ ରଖନ୍ତୁ ଦେଖିବେ ଆପଣ ଖୁବ ମାନସିକ ଶାନ୍ତିରେ ରହିବେ ।

 

ଧନୁ ରାଶି – ଏହି ରାଶିର ଲୋକମାନେ ସଫଳତା ପାଇବେ ସତ ମାତ୍ର ସେମାନେ ଅନେକ ଅର୍ଥ କୁ ଭୁଲ ବୋଲି ମାନି ନେଇ ପାରନ୍ତି । ଆମେ ଆପଣଙ୍କୁ କହିଦେଉଛୁ କି ଆପଣ ନିଜର ଗୁରୁତ୍ଵ ପୂର୍ଣ ନିସ୍ପତି ନେବା ପୂର୍ବରୁ ବଡ ଲୋକଙ୍କ ମତା ମତ ନେବେ । ଆପଣ ଶନିବାର ଦିନ ଭଗବାନ ଶନିଙ୍କୁ କିଛି ତେଲରେ ଅଭିଷେକ କରାନ୍ତୁ । ଦେଖିବେ ଆପଣଙ୍କ ଏହି ଦୋଷ ଖଣ୍ଡନ ହେବ ।


ମକର ରାଶି – ଏହି ରାଶିର ଲୋକମାନଙ୍କ କାମ ଅଧିକ ସହଜ ହୋଇଯିବ ଜମିବାଡି କ୍ଷେତ୍ରରେ ବିଜୟ ପାଇବେ । ଭଗବାନଙ୍କ ଦୟାରୁ ଆପଣ ସବୁ କ୍ଷେତ୍ରରେ ନିଜର ପଇସା ବିନିଯୋଗ କରିପାରିବେ ମାତ୍ର ଦେଖିକି । ଆପଣ ଙ୍କୁ ଅଧିକ ଲୋକ ପ୍ରିୟ କରାଇବ ଏହି ସମୟ ସମାଜରେ ଅନେକ ପ୍ରତିଷ୍ଠା ଆଣିଦେବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ