ଗୋଟିଏ ଘରେ ହୋଇପାରିଥାନ୍ତା ସାରା ଓ ଜାହ୍ନବୀଙ୍କ ବିବାହ, ହୋଇଥାନ୍ତେ ଦେବରାନୀ – ଜେଠାନୀ କିନ୍ତୁ…

ଅଭିନେତ୍ରୀମାନେ ଯେତେ ନିଜର ଫିଲ୍ମ ଓ ଅଭିନୟକୁ ନେଇ ଖବରରେ ରୁହନ୍ତି ତାହା ଠାରୁ ଅଧିକ ନିଜର ପର୍ସନଲ ଲାଇଫ ଓ ଅଫେୟାରକୁ ନେଇ ଚର୍ଚାରେ ରୁହନ୍ତି । କହିବାକୁ ଗଲେ ସବୁଦିନ ଅଭିନେତ୍ରୀମାନଙ୍କର ଅଫେୟାର ଓ ବ୍ରେକଅପର ଖବର ଆସୁଥାଏ । ଅଭିନେତ୍ରୀ ଓ ଷ୍ଟାର କିଡ୍ସମାନଙ୍କ ଉପରେ ମିଡିଆର ସର୍ବଦା ନଜର ରହିଥାଏ । କହିଦେଉଛୁ କି ଗତ ବର୍ଷ ଜାହ୍ନବୀ କପୁର ଓ ସାରା ଅଲୀ ଖାନ ବଲୀଉଡରେ ଡେବ୍ୟୁ କରି ସାରିଛନ୍ତି । ଦୁଇ ଜଣଙ୍କର ଫିଲ୍ମ ବକ୍ସ ଅଫିସରେ ସୁପରହିଟ ରହିଛି ।

Image courtesy: Google

କହିବାକୁ ଗଲେ ଜାହ୍ନବୀ ଓ ସାରା ବଲୀଉଡରେ ଡେବ୍ୟୁ କରିବାର ଅଧିକ ସମୟ ହୋଇ ନାହିଁ । କିନ୍ତୁ ଏହା ମଧ୍ୟରେ ଏମାନଙ୍କର ନାମ ବହୁତ ଅଭିନେତାଙ୍କ ସହ ଯୋଡା ଯାଉଛି । କିନ୍ତୁ ଆପଣଙ୍କୁ କହିଦେଉଛୁ କି ସାରା ଓ ଜାହ୍ନବୀ ଦୁଇ ଜଣ ହିଁ ରାଜନେତା ଘରର ଦୁଇ ଭାଇଙ୍କୁ ଡେଟ କରୁଥିଲେ । ଯେଉଁଠି ସାରାଙ୍କର ନାମ କଂଗ୍ରେସ ରାଜନେତାଙ୍କ ନାତୀ ବୀର ପହାଡ଼ିୟାଙ୍କ ସହିତ ଯୋଡା ଯାଉଛି ଅନ୍ୟ ପଟେ ଜାହ୍ନବୀଙ୍କର ନାମ ଶିଖର ପହାଡ଼ିୟାଙ୍କ ସହ ଯୋଡା ଯାଉଥିଲା ।

Image courtesy: Google

କହିଦେଉଛୁ କି ସାରା ନିଜେ ହିଁ ନିଜର ଓ ବୀର ପହାଡ଼ିୟାଙ୍କ ସହ ସମ୍ପର୍କକୁ ମାନିଛନ୍ତି । ସେ କରଣ ଜୌହରଙ୍କର ଚାଟ ଶୋ କଫି ୱିଦ କରଣରେ ଏହି କଥା ବିଷୟରେ କହିଥିଲେ କି ସେ ରିଲେଶନସିପରେ ଥିଲେ ଓ ସେ ଯାହା ସହିତ ରିଲେଶନସିପରେ ଥିଲେ ସେ କଂଗ୍ରେସ ରାଜନେତା ଓ ପୂର୍ବ କେନ୍ଦ୍ରୀୟ ଗୃହମନ୍ତ୍ରୀ ସୁଶୀଲ କୁମାର ଶିଂଦେଙ୍କର ନାତୀ ବୀର ପହାଡ଼ିୟା ଥିଲେ । ସୈଫ ବି ସାରାଙ୍କର ଏହି ସମ୍ପର୍କ ବିଷୟରେ ଜାଣିଥିଲେ । କିନ୍ତୁ ପରେ ସାରା ଓ ବୀରଙ୍କର ବ୍ରେକଅପ ହୋଇଗଲା ।

Image courtesy: Google

ଯଦି ଜାହ୍ନବୀ କପୁରଙ୍କ କଥା ହେବା ତେବେ ସେ ବୀରଙ୍କର ଭାଇ ଶିଖର ପହାଡ଼ିୟାକୁ ଡେଟ କରୁଥିଲେ । କିନ୍ତୁ ତାଙ୍କର ବି ସମ୍ପର୍କ ଅଧିକ ଦିନ ଚାଲି ପାରିଲା ନାହିଁ । କହିବାକୁ ଗଲେ ଯଦି ସାରା ଓ ଜାହ୍ନବୀଙ୍କର ରିଲେଶନସିପ ବୀର ଓ ଶିଖରଙ୍କ ସହ ଚାଲିଥାନ୍ତା ତେବେ ସେମାନେ ଗୋଟିଏ ଘରର ହିଁ ବୋହୂ ହୋଇଥାନ୍ତେ ଓ ଦେବରାନୀ – ଜେଠାନୀ ହୋଇଥାନ୍ତେ । କିନ୍ତୁ ଦୁଇ ଜଣଙ୍କର ବ୍ରେକଅପ ହୋଇ ଯାଇଛି ଓ କହିବାକୁ ଗଲେ ବର୍ତ୍ତମାନ ଦୁଇ ଜଣ ବଲିଉଡରେ ନିଜର କ୍ୟାରିୟର ପ୍ରତି ଧ୍ୟାନ ଦେଉଛନ୍ତି ।

Image courtesy: Google

କହିଦେଉଛୁ କି ସାରା ଓ ଜାହ୍ନବୀ ବହୁତ ଭଲ ବନ୍ଧୁ ଅଟନ୍ତି । ସାରା ଓ ଜାହ୍ନବୀ ପ୍ରାୟତଃ ଏକା ସହିତ ସମୟ ବ୍ୟତିତ କରନ୍ତି । ଦୁଇ ଜଣ ପରସ୍ପରଙ୍କର ପ୍ରଶଂସା ବି କରନ୍ତି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।