ଯେତେବେଳେ ନିର୍ଲଜତାର ସବୁ ସୀମା ଟପିଗଲେ Kareena Kapoor ଓ କଲେ ଏମିତି ଖରାପ କାମ, ଆପଣ ବି ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ବଲିଉଡ ଅଭିନେତ୍ରୀ ‘କରିନା କପୁର’ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ। ଏହି ଅଭିନେତ୍ରୀ ପ୍ରାୟ ସମୟ କଂଟ୍ରୋଭରସି ର ଶିକାର ହୋଇଥାନ୍ତି। କେତେବେଳେ ସାହିଦ କପୁର ଙ୍କ ସହିତ ଲଭ ଆଫେୟାର କୁ ନେଇ ତ କେତେବେଳେ ଅନ୍ୟ ଅଭିନେତା ଓ ଅଭିନେତ୍ରୀ ଙ୍କ କମେଣ୍ଟ କୁ ନେଇ। ଏହି ଅଭିନେତ୍ରୀ ପ୍ରାୟତଃ ଚର୍ଚ୍ଚା ର ଶିକାର ହୁଅନ୍ତି ଏବଂ ଲାଇମ୍ ଲାଇଟ ରେ ରୁହନ୍ତି। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ବିଷୟ ସମ୍ବନ୍ଧରେ କହିବୁ ଯେଉଁ କାରଣରୁ ଅଭିନେତ୍ରୀ କରିନା କପୁର ପ୍ରାୟ ସମୟ ଲାଇମ୍ ଲାଇଟ ର ଶିକାର ହୁଅନ୍ତି। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ଅଭିନେତ୍ରୀ କରିନା କପୁର ଏବଂ ବିପାସା ବାସୁ ଙ୍କ କ୍ୟାଟ ଫାଇଟ ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ, ଉଭୟ ପବ୍ଲିକ ପ୍ଲେସ ରେ ପରସ୍ପର ଙ୍କୁ ଗାଳି ଦେଇଥିଲେ। ବିପାସା ଙ୍କ ଛଡ଼ା ପ୍ରିୟଙ୍କା ଚୋପ୍ରା ଙ୍କ ସହିତ ମଧ୍ୟ କରିନା କପୁର ଙ୍କ କ୍ୟାଟ ଫାଇଟ ଚର୍ଚ୍ଚା ରେ ଆସିଥିଲା। ଉଭୟ ପରସ୍ପର କୁ ଚାଟ୍ ସୋ କଫି ୱଇଥ କରନ୍ ରେ ଅପମାନ କରିଥିଲେ।

୨. ଅଭିନେତ୍ରୀ କରିନା କପୁର ଏବଂ ସାହିଦ କପୁର ପରସ୍ପର ଏକାଠି ‘ଚୁପ ଚୁପକେ’, ’36 ଚାଇନା ଟାଉନ’, ‘ଜବ୍ ୱଇ ମିଟ୍’ ଭଳି ଅନେକ ସୁପରହିଟ ଫିଲ୍ମ ରେ ଅଭିନୟ କରିଛନ୍ତି। ଏହି ଯୋଡ଼ିଙ୍କ ଏକ ଏମ.ଏମ.ଏସ ମଧ୍ୟ ଲିକ ହୋଇଥିଲା। ଯାହା ଚର୍ଚ୍ଚା ର ବିଷୟ ହୋଇଥିଲା।ପରେ ଦୁହିଁଙ୍କ ବ୍ରେକଅପ ହୋଇଥିଲା। ବ୍ରେକଅପ ପରେ ଦୁହେଁ ଏକାଠି ଫିଲ୍ମ ‘ଉଡ଼ତା ପଞ୍ଜାବ’ ରେ ଅଭିନୟ କରିଥିଲେ। କିନ୍ତୁ କରିନା ସାହିଦ ଙ୍କୁ ପରେ ଇଗନୋର୍ କରିଥିଲେ।

୩. ଫିଲ୍ମ ଡାଇରେକ୍ଟର ମଧୁର ଭଣ୍ଡାରକର୍ ଙ୍କ ଫିଲ୍ମ ‘ହିରୋଇନ’ ରେ ପ୍ରଥମେ ଐଶ୍ଚର୍ଯ୍ୟା ରାଏ ଙ୍କୁ ଅଫର ମିଳିଥିଲା। କିନ୍ତୁ ପ୍ରେଗ -ନେନସି ପାଇଁ ସେ ଏହି ଫିଲ୍ମ ଅଧାରୁ ହିଁ ଛାଡ଼ି ଦେଇଥିଲେ। ପରେ କରିନା ଙ୍କୁ ଏହି ଫିଲ୍ମ ରେ ଦେଖିବାକୁ ମିଳିଥିଲା।

ଏକ ଇଣ୍ଟରଭ୍ୟୁ ରେ ଏହି ଦୁହିଁ ଅଭିନେତ୍ରୀ ଙ୍କ ଅଭିନୟ କୁ ତୁଳନା କରିବା ସମୟରେ କରିନା କହିଥିଲେ ଯେ, ସେ ଏବଂ ଐଶ୍ଚର୍ଯ୍ୟା ଅଲଗା ଜେନେରେସନ୍ ର ଅଭିନେତ୍ରୀ ଅଟନ୍ତି। ଏହା ଶୁଣି ଐଶ୍ଚର୍ଯ୍ୟା ରାଏ ଙ୍କ ଫାନ୍ସ ବହୁତ ରାଗି ଯାଇଥିଲେ ଏବଂ ତାଙ୍କୁ ସୋସିଆଲ ମିଡିଆ ରେ ଭରପୁର ମାତ୍ରାରେ ଟ୍ରୋଲ କରିଥିଲେ।

୪. କରିନା କପୁର ନିଜର ଏକ ଇଣ୍ଟରଭ୍ୟୁ ରେ କହିଥିଲେ ଯେ, ତାଙ୍କୁ ସଲମାନ ଖାଁ ଙ୍କ ଆକ୍ଟିଂଗ ଆଦୋୖ ପସନ୍ଦ ନୁହେଁ। ଏହା ସହିତ ସେ ଅଭିନେତା ଜନ ଆବ୍ରାହମ ଙ୍କୁ ମଧ୍ୟ ଏକ୍ସପ୍ରେସନ ଲେସ କହିଥିଲେ। ସେ ନିଜର ଇଣ୍ଟରଭ୍ୟୁ ରେ ଏହା ମଧ୍ୟ କହିଥିଲେ ଯେ, ବଲିଉଡ ର କେତେକ ସୁପରହିଟ ଫିଲ୍ମ କୁ ସେ ରିଜେକ୍ଟ କରିଛନ୍ତି ଏବଂ ଅନ୍ୟ ଅଭିନେତ୍ରୀ ଙ୍କୁ ଦାନ କରିଛନ୍ତି ଯାହାଦ୍ୱାରା ସେମାନଙ୍କ ଲାଇଫ ସିକ୍ୟୋର ହୋଇଛି। ଏପରି କିଛି ସେ ଅମିଶା ପଟେଲ ଙ୍କ ପାଇଁ ମଧ୍ୟ ଫିଲ୍ମ ‘କହୋନା ପ୍ୟାର ହେ’ ରେ କହିଥିଲେ। ଯେଉଁ କାରଣରୁ ଅମିଶା ତାଙ୍କ ଉପରେ ବହୁତ ରାଗୀ ଯାଇଥିଲେ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଦୁହିଁଙ୍କ ଶତ୍ରୁତା ଜାରି ରହିଛି।

୫. ଅଭିନେତ୍ରୀ କରିନା କପୁର ଅଭିନେତା ସୈଫ ଅଲ୍ଲୀ ଖାଁ ଙ୍କୁ ବିବାହ କରିବା ପରେ ସେ ଚର୍ଚ୍ଚା ର ଶିକାର ହୋଇଥିଲେ ଏବଂ ତାଙ୍କ ଉପରେ ଧର୍ମ ଭ୍ରଷ୍ଟ ର ଆରୋପ ମଧ୍ୟ ଲଗା ଯାଇଥିଲା। ଏହା ସହିତ ଯେତେବେଳେ ସେ ନିଜ ପୁଅ ଙ୍କ ନାଁ ତୈମୁର ରଖିଲେ, ସେଥିପାଇଁ ମଧ୍ୟ ତାଙ୍କୁ ଟ୍ରୋଲ ର ଶିକାର ହେବାକୁ ପଡ଼ିଥିଲା। କାରଣ ତୈମୁର ଜଣେ କ୍ରୁର ଶାସକ ଙ୍କ ନାମ ଅଟେ। ଏହା ସହିତ ଏକ ମ୍ୟାଗଜିନ ର କଭର ପେଜ୍ ରେ କରିନା ଙ୍କ ଫଟୋ ରେ ଏକ ପାର୍ଶ୍ୱ ରେ ବୁର୍ଖା ଦ୍ଵାରା କଭର ହୋଇ ଏଡିଟ କରା ଯାଇଥିଲା। ଯାହା ଚର୍ଚ୍ଚାର ବିଷୟ ସାଜିଥିଲା।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।