୧୨ ବର୍ଷ ପରେ ସାମନାକୁ ଆସିଲା ଅଭିଷେକ – ଐଶ୍ୱର୍ୟାଙ୍କର ବାହାଘର ଫଟୋ, ପୁଅ ବିବାହରେ ବହୁତ ନାଚିଥିଲେ ବିଗ ବୀ, ଦେଖନ୍ତୁ

ବଲୀଉଡରେ ମୋସ୍ଟ ପପୁଲାର ଦମ୍ପତି ଅଭିଷେକ ବଚ୍ଚନ ଓ ଐଶ୍ୱର୍ୟା ରାୟଙ୍କର ବିବାହର କିଛି ନୂଆ ଫଟୋ ବର୍ତ୍ତମାନ ସୋସିୟାଲ ମିଡିୟାରେ ଭାଇରାଲ ହେଉଛି । ୟାହାକୁ ଆପଣ ଆଗରୁ କେବେ ବି ଦେଖି ନ ଥିବେ । ଏତିକି ନୁହେଁ, ଏହି ଫଟୋରେ ଅଭିଷେକ ବଚ୍ଚନ ଓ ଐଶ୍ୱର୍ୟା ରାୟଙ୍କ ଛଡା ଅମିତାଭ ବଚ୍ଚନ ଓ ଜାୟା ବଚ୍ଚନ ବି ନଜର ଆସୁଛନ୍ତି । ପୁଅର ବାହାଘରରେ ଅମିତାଭ ବଚ୍ଚନ ଓ ଜୟା ବଚ୍ଚନ ମସ୍ତି କରୁଥିବାର ନଜର ଆସୁଥିଲେ, ୟାହା ବିଷୟରେ ସେ କେତେ ଥର କହିଛନ୍ତି,

କିନ୍ତୁ ପ୍ରଥମ ଥର ତାଙ୍କର ମସ୍ତିର କିଛି ଫଟୋ ଦେଖିବାକୁ ମିଳୁଛି । ଯାହା ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଆପଣଙ୍କୁ କହିଦେଉଛୁ ଯେ ଅଭିଷେକ ବଚ୍ଚନ ଓ ଐଶ୍ୱର୍ୟା ରାୟ ବଚ୍ଚନଙ୍କର ଏହି ଫଟୋକୁ ଡିଜାଇନର ଅବୁଜାନୀ, ସନ୍ଦୀପ ଖୋସଲା ଇଂସ୍ଟାଗ୍ରାମରେ ଶେୟାର କରିଛନ୍ତି । ଯାହାକୁ ଦେଖି ଫ୍ୟାନମାନେ ବହୁତ ଖୁସି ହେଉଛନ୍ତି ।

ପୁଅର ବିବାହରେ ନାଚୁଛନ୍ତି ଅମିତାଭ – ଜୟା

ଅଭିଷେକ ବଚ୍ଚନ ଓ ଐଶ୍ୱର୍ୟା ରାୟଙ୍କର ବ୍ୟବହାର କିଛି ଫଟୋରେ ଅମିତାଭ ବଚ୍ଚନ ଓ ଜୟା ବଚ୍ଚନ ଦୁଇ ଜଣ ହିଁ ନିଜର ପୁଅର ବିବାହରେ ନାଚୁଥିବାର ନଜର ଆସୁଛନ୍ତି । ଆପଣଙ୍କୁ କହିଦେଉଛୁ ଯେ ଅମିତାଭ ଓ ଜୟା ନିଜର ପୁଅର ବିବାହ ବହୁତ ଧୁମଧାମରେ କରିଥିଲେ । ସେହି ସମୟରେ ଏହି ବିବାହ ବହୁତ ଟପରେ ଥିଲା, ଯାହାର ଚର୍ଚା ଆଜି ବି ହୋଇଥାଏ । ଫଟୋରେ ଦେଖି ପାରିବେ କି ଅମିତାଭ ବଚ୍ଚନ ଓ ଜୟା ବଚ୍ଚନ ନିଜ ପୁଅ ଓ ବୋହୁ ସାମନାରେ ଡାନ୍ସ କରୁଛନ୍ତି ।

ରୟଲ ଲୁକରେ ନଜର ଆସିଲେ ଅଭିଷେକ – ଐଶ୍ୱର୍ୟା

ଅଭିଷେକ ବଚ୍ଚନ ଓ ଐଶ୍ୱର୍ୟା ରାୟ ନିଜର ବିବାହରେ ବହୁତ ରୟଲ ଲୁକରେ ନଜର ଆସିଥିଲେ, ୟାହାର ବିଭିନ୍ନ ଫଟୋ ଭାଇରାଲ ହେଉଛି । କହିଦେଉଛୁ ଯେ ଐଶ୍ୱର୍ୟା ରାୟଙ୍କୁ ଜୟା ବଚ୍ଚନ ନିଜ ପୁଅ ପାଇଁ ପସନ୍ଦ କରିଥଲେ । ସେ ଐଶ୍ୱର୍ୟାଙ୍କର ରଙ୍ଗ ରୂପ ଛଡା ତାଙ୍କର ସ୍ଵଭାବ କାରଣରୁ ବି ପ୍ରଭାବିତ ହୋଇଥିଲେ ।

କିଛି ଏହିଭଳି ଭାବରେ ହୋଇଥିଲା ବିବାହର ପରମ୍ପରା

କହିବାକୁ ଗଲେ ସୋସିୟାଲ ମିଡିୟାରେ ଅଭିଷେକ ବଚ୍ଚନ ଓ ଐଶ୍ୱର୍ୟା ରାୟଙ୍କର ବିବାହର ପୁରା ଏଲବମ ଉପଲବ୍ଧ ଅଛି । କିନ୍ତୁ ଯେଉଁ ଫଟୋ ଭାଇରାଲ ହେଉଛି ତାହା ପୁରା ନୂଆ ଅଟେ । ଭାଇରାଲ ହୋଇଥିବା ଫଟୋରେ ଅଭିଷେକ ଓ ଐଶ୍ୱର୍ୟାଙ୍କର କିଛି ବିବାହର ପରମ୍ପରାରର ଫଟୋ ବି ଅଛି । ଯାହାକୁ ଦୁଇ ଜଣ ମିଶି କରୁଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।