ବହୁତ ସୁନ୍ଦର ଏହି ହିରୋଇନ ହେଉଛନ୍ତି ଗୁରମୀତ ଚୌଧରୀଙ୍କ ପତ୍ନୀ

ଗୁରମୀତ ଚୌଧରୀ ଜଣେ ଭାରତୀୟ ମଡେଲ ଓ ଟିଭି ଇଣ୍ଡଷ୍ଟ୍ରିର କଳାକାର ସହିତ ବହୁତ ହିଁ ହ୍ୟାଣ୍ଡସମ ଅଭିନେତା ଅଟନ୍ତି । ଝିଅମାନେ ବି ଗୁରମୀତ ଚୌଧରୀଙ୍କ ପାଇଁ ପାଗଳ ଅଟନ୍ତି । ଗୁରମୀତ ଚୌଧରୀଙ୍କ ଜନ୍ମ ଭୂମିହାର ବ୍ରାହ୍ମଣ ପରିବାରରେ ୨୨ ଫେବ୍ରୁୟାରୀ ୧୯୮୪କୁ ଚଣ୍ଡୀଗଢରେ ହୋଇଥିଲା । କିନ୍ତୁ ଗୁରମୀତ ଚୌଧରୀଙ୍କ ସମ୍ବନ୍ଧ ଜୟରାମପୁର ଭାଗଲପୁର ଜିଲ୍ଲା ସହ ଅଛି । ଗୁରମୀତ ଚୌଧରୀଙ୍କ ପିଲାଦିନ ଜବଲପୁର ଓ ଚେନ୍ନାଇରେ ବିତିଛି ।

ଗୁରମୀତ ଚୌଧରୀ ନିଜର କ୍ୟାରିୟର ଆରମ୍ଭ ଛୋଟ ପରଦାରୁ କରିଥିଲେ । ତାଙ୍କର ପ୍ରଥମ ସିରିୟଲ ‘ରାମାୟଣ’ ଥିଲା । ଯେଉଁଥିରେ ସେ ଭଗବାନ ରାମଙ୍କ ଅଭିନୟ କରିଥିଲେ । ଏହା ପରେ ସେ ବହୁତ ଶୋରେ କାମ କରିଛନ୍ତି ।

ଗୁରମୀତ ଚୌଧରୀ ଛୋଟ ପରଦାର ସଫଳ ଅଭିନେତା ଅଟନ୍ତି । ଗୁରମୀତ ଚୌଧରୀଙ୍କ ଫିଲ୍ମି କ୍ୟାରିୟରର ଆରମ୍ଭ ୨୦୧୫ରେ ହୋଇଥିଲା । ସେ ମହେଶ ଭଟ୍ଟଙ୍କ ଫିଲ୍ମ ‘ଖାମୋଶିୟା’ରୁ ବଲୀଉଡକୁ ଡେବ୍ୟୁ କରିଥିଲେ । କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସରେ କିଛି ଖାସ କମାଲ କରି ପାରିଲା ନାହିଁ । ଟିଭି ଓ ଫିଲ୍ମ ଛଡା ଗୁରମୀତ ଚୌଧରୀ କେତେକ ରିୟାଲିଟି ଶୋରେ ବି ନଜର ଆସିଛନ୍ତି । ବର୍ତ୍ତମାନ ଚଲାନ୍ତୁ ଜାଣିବା ଗୁରମୀତ ଚୌଧରୀଙ୍କ ପତ୍ନୀ ବିଷୟରେ ।

ଗୁରମୀତ ଚୌଧରୀଙ୍କ ପତ୍ନୀଙ୍କ ନାମ ଦେବିନା ବାନାର୍ଜୀ ଅଟେ । ଦେବିନା ବାନାର୍ଜୀ ସୁନ୍ଦରତା ମାମଲାରେ ବଡ ବଡ ଅଭିନେତ୍ରୀଙ୍କୁ ବି ଟକ୍କର ଦିଅନ୍ତି । ଫେମସ ଦମ୍ପତ୍ତି ଗୁରମୀତ ଚୌଧରୀ ଓ ଦେବିନା ବାନାର୍ଜୀଙ୍କ ପ୍ରେମ କାହାଣୀ ବହୁତ ମନୋରଞ୍ଜନ ଭରା ଅଟନ୍ତି । ଏହି ଯୋଡିକୁ ନାଁ, ଟଙ୍କା, ଭଲ ପାଇବା ଖୁସି ସବୁ ମିଳିଛି । ଗୁରମୀତ ଚୌଧରୀ ଓ ଦେବିନା ଟିଭି ଦୁନିଆର ସେହି ସମସ୍ତ ରୋମାଣ୍ଟିକ ଯୋଡି ମଧ୍ୟରୁ ଗୋଟିଏ ଅଟେ ଯିଏ ନିଜର ବ୍ୟସ୍ତ ଜୀବନରେ ବି ରୋମାଣ୍ଟିକ ରହିଥାନ୍ତି ।

କହିବାକୁ ଗଲେ ଏମାନଙ୍କର ପ୍ରେମ କାହାଣୀ କିଛି ଏହିଭଳି ଆରାମ୍ଭ ହୋଇଥିଲା । ଦେବିନା ଥରେ କହିଲେ କି ଗୁରମୀତ ଚୌଧରୀ ମୋର ଜଣେ ବନ୍ଧୁର ବୟଫ୍ରେଣ୍ଡର ବନ୍ଧୁ ଥିଲେ ଓ ସେ ନିଜର ବନ୍ଧୁ ସହିତ ପ୍ରାୟତଃ ଆମ ଘରକୁ ଆସୁଥିଲେ । ପୁଣି ତାଙ୍କର ବନ୍ଧୁ ଓ ମୋର ବନ୍ଧୁ ନିଜର ରୋମାଣ୍ଟିକ କଥାବାର୍ତ୍ତା ଆରମ୍ଭ କରି ଦିଅନ୍ତି । ଏମିତିରେ ଆମେ ଦୁଇ ଜଣ ଏକୁଟିଆ ପଡିଯାଉ । ଏହା ପରେ ଆମ ପାଖରେ ପରସ୍ପର ସହିତ କଥାବାର୍ତ୍ତା କରିବା ଛଡା ଅନ୍ୟ କୌଣସି ଚାରା ହିଁ ନ ଥିଲା ।

ଧୀରେ ଧୀରେ ଆମର ବନ୍ଧୁତା ବଢିଗଲା । ଏହା ପରେ ଆମକୁ ଜଣ ପଡିଲା ନାହିଁ କି କେତେବେଳେ ଆମେ ପରସ୍ପରକୁ ଭଲ ପାଇ ବସିଲୁ । ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ସେମାନଙ୍କର ବ୍ରେକଅପ ହୋଇଗଲା ଓ ଆମର ବିବାହ ହୋଇଗଲା । ଗୁରମୀତ ଚୌଧରୀ କୁହନ୍ତି କି ଦେବିନା ମୋ ଜୀବନରେ ଆସିବା ଦ୍ଵାରା ମୋ ଜୀବନରେ ଜଣେ ଭଲ ବନ୍ଧୁ ଆସିଗଲେ । ଯାହାକୁ ମୁଁ ନିଜ ମନର ସବୁ କଥା କହିପାରିବି । ଦେବିନାଙ୍କ ସାକ୍ଷାତ କରିବାର ଗୋଟିଏ ମାସ ପରେ ହିଁ ମୁଁ ତାଙ୍କୁ ହୃଦୟ ଦେଇ ବସିଲି । ଏହା ପରେ ବହୁତ ଜଲ୍ଦି ଆମେ ବିବାହ କରିବାର ନିଷ୍ପତି ନେଇଗଲୁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।