ଏହି Actress ଙ୍କୁ ବିବାହ କରିବା ପାଇଁ ସ୍ବାମୀଙ୍କୁ ଖର୍ଚ୍ଚ କରିବାକୁ ପଡିଥିଲା 135 କୋଟି ଟଙ୍କା, 4-5 କୋଟି ତ ରିସେପ୍ସନରେ ହିଁ ଖର୍ଚ୍ଚ କରି ଦେଇଥିଲେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ଅନୁସ୍କା ଶର୍ମା ଓ ଭାରତୀୟ କ୍ରିକେଟ ଟିମର ଦିଗଜ ଖେଳାଳି ବିରାଟ କୋହିଲିଙ୍କୁ ବେସ ଭଲ ଭ୍ବାରେ ଜାଣି ଥିବେ । ଏହି ଦୁଇଜଣ ଆଜି ପର୍ଯ୍ୟନ୍ତ ସମସ୍ତଙ୍କର ଆଇଡିଆଲ କପଲ ହୋଇ ରହିଛନ୍ତି । ବିବାହ ପରଠାରୁ ଅନୁସ୍କା ଓ ବିରାଟ କିଛି ନା କିଛି କାରଣ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ଚର୍ଚାରେ ରହୁଛନ୍ତି । ଅନୁସ୍କା ଓ ବିରାଟଙ୍କ ଯୋଡିକୁ ମଧ୍ୟ ଲୋକ ମାନେ ସବୁବେଳେ ଭଲ ପାଇବା ଦେଇଛନ୍ତି ।

ବିରାଟଙ୍କ ସହ ବିବାହ କରିବା ପରେ ଅନୁସ୍କା ବଲିଉଡ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ରହିଛନ୍ତି । ବନ୍ଧୁଗଣ ଅନୁସ୍କା ନିଜ ଝିଅକୁ ଜନ୍ମ ଦେବା ପରେ ସେ ନିଜ ଝିଅ ଓ ସ୍ଵାମୀଙ୍କ ସହ ସମୟ ଅତିବାହିତ କରୁଛନ୍ତି । ବନ୍ଧୁଗଣ ଏହି ଦୁଇଜଣଙ୍କ ବିବାହ ୧୧ ଡିସେମ୍ବର ୨୦୧୭ରେ ଇଟାଲୀରେ ହୋଇଥିଲା । ଇଟାଲୀରେ ବିବାହ କରିବା ପରେ ଏହି ଦୁଇଜଣ ଭାରତ ଆସି ଖେଳାଳି, ରାଜନୈତିକ ଓ ଫିଲ୍ମ ଷ୍ଟାର ମାନଙ୍କୁ ଏକ ଗ୍ରାଣ୍ଡ ରିସେପ୍ସନ ପାର୍ଟି ଦେଇଥିଲେ ।

ବିବାହ ଠାରୁ ଅଧିକ ତାଙ୍କ ରିସେପ୍ସନର ଚର୍ଚା ହୋଇଛି । ଏହି ଦୁଇଜଣଙ୍କ ବିବାହରେ ଦେଶର ଅନେକ ବଡ ଲୋକ ସାମିଲ ଥିଲେ । ବନ୍ଧୁଗଣ ବର୍ତ୍ତମାନର ସମୟରେ ଅନୁସ୍କା ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ।

ସେ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ଅନୁସ୍କାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଅନୁସ୍କାଙ୍କ ସୁନ୍ଦରତା ଓ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ଅନୁସ୍କାଙ୍କ ସୁନ୍ଦରତାକୁ ଦେଖି ଭାରତୀୟ କ୍ରିକେଟ ଟିମର ଦିଗଜ ଖେଳାଳି ବିରାଟ କୋହିଲି ତାଙ୍କ ଦିବାନା ହୋଇଯାଇଥିଲେ । ଏହା ପରେ ବିରାଟ ଅନୁସ୍କାଙ୍କୁ ପ୍ରେମ କରି ବସିଥିଲେ । ହେଲେ ଏହି ଦୁଇଜଣ କେବେବି ନିଜ ଲଭ ଅଫେୟାର ବିଷୟରେ ମି-ଡି-ଆକୁ କହିନଥିଲେ ।

କିନ୍ତୁ ଅନେକ ଥର ଏହି ଦୁଇଜଣଙ୍କୁ ଏକା ସହ ଦେଖା ଯାଇଛି । ଯେତେବେଳେ ଅନୁସ୍କା ବିରାଟଙ୍କ ସହ ବିବାହ କରିଲେ ସେତେବେଳେ ବିରାଟ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥିଲେ । ଅନୁସ୍କାଙ୍କ ସହ ବିବାହ କରିବା ପାଇଁ ବିରାଟ ୧୩୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ।

ବନ୍ଧୁଗଣ ଆଜି ଏହି ଦୁଇଜଣ ନିଜ ବୈବାହିକ ଜୀବନରେ ବହୁତ ଖୁସି ଅଛନ୍ତି । ବର୍ତ୍ତମାନ ଏହି ଦୁଇଜଣଙ୍କର ଏକ କୁନି ଝିଅ ମଧ୍ୟ ଅଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଅଭିନେତ୍ରୀ ଅନୁସ୍କା ଶର୍ମା ଓ ଭାରତୀୟ କ୍ରିକେଟ ଟିମ ଖେଳାଳି ବିରାଟ କୋହିଲିଙ୍କ ଦମଦାର ଯୋଡି କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।