ବହୁତ ଗର୍ବୀ ଅଟନ୍ତି Bollywood ର ଏହି 5 ଜଣ ହୀରୋ, ଶୁଟିଙ୍ଗ ସେଟ ରେ ହିଁ ଦେଖାନ୍ତି ନଖରା, ନମ୍ବର 1 ଓ 4 ନାମ ଜାଣିଲେ ତ ବିଶ୍ଵାସ ବି କରିବେନି

ବନ୍ଧୁଗଣ ବଲିଉଡ ଏମିତି ଏକ ଦୁନିଆ ଯାହା ସବୁବେଳେ କିଛି ନା କିଛି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଥାଏ, ଏଠାରେ ସବୁଠାରୁ ବଡ ବଡ ଷ୍ଟାର ମାନେ କାମ କରୁଛନ୍ତି । ସାରା ଦୁନିଆରେ ଏହି ଷ୍ଟାର ମାନଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ସମସ୍ତ ଷ୍ଟାର ପ୍ରଥମେ ବଲିଉଡରେ ସଫଳତା ପାଇବା ପାଇଁ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି ହେଲେ ଯେମିତି ହିଁ ତାଙ୍କ ଫିଲ୍ମ ସୁପର ହିଟ ହେଇଯାଏ ଏହା ପରେ ଏହି ଷ୍ଟାର ମାନଙ୍କ ଡିମାଣ୍ଡ ମଧ୍ୟ ବଢିଯାଇଥାଏ ଓ ଏମାନଙ୍କର ଫୀସ ମଧ୍ୟ ବଢିଯାଏ, ଯାହା ଫଳରେ ଏହି ଷ୍ଟାର ମାନେ କାହାକୁ ଖାତିର କରନ୍ତି ନାହିଁ, ବହୁତ ଗର୍ବୀ ଓ ଅହଙ୍କାରୀ ହୋଇ ଯାଇଥାନ୍ତି ।

ଆପଣ ମାନଙ୍କୁ ଆଜି ଆମେ ପାଞ୍ଚ ଜଣ ବଲିଉଡର ଗର୍ବୀ ଏବଂ ଅହଙ୍କାରୀ ହୀରୋ ମାନଙ୍କ ବିଷୟରେ କହିବୁ, ଲୋକମାନେ ଯେଉଁମାନଙ୍କୁ ବହୁତ ଅହଙ୍କାରୀ ବୋଲି କହିଥାନ୍ତି ତଥାପି ସମସ୍ତେ ଏମାନଙ୍କ ଫିଲ୍ମକୁ ଦେଖିବା ପାଇଁ ପାଗଳ ହୋଇଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବଲିଉଡ ଷ୍ଟାର ମାନଙ୍କ ବିଷୟରେ ।

ଅମିର ଖାନ

ବଲିଉଡର ସବୁଠୁ ପପୁଲାର ହୀରୋ ମାନଙ୍କ ଲିଷ୍ଟରେ ଅମିର ଖାନଙ୍କ ନାମ ମଧ୍ୟ ସାମିଲ ଅଛି । ବଲିଉଡକୁ ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି ଆମିର ଖାନ । କିନ୍ତୁ ଅମିରଙ୍କୁ ଗର୍ବୀ ବୋଲି କହିଥାନ୍ତି ବହୁତ ଲୋକ, କାରଣ ଅମିର ବହୁତ ଥର ନିର୍ଦେଶକଙ୍କ କଥାରେ ଚାଲନ୍ତି ନାହିଁ । ଏହା ସହିତ ନିର୍ଦେଶକଙ୍କୁ ଅମିର ନିଜ କଥା ଅନୁସାରେ ଚଲାଇ ଥାନ୍ତି ।

ସଲମାନ ଖାନ

ଆପଣ ମାନେ ନିଶ୍ଚୟ ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ତ ଜାଣିଥିବେ । ବଲିଉଡରେ ବହୁତ ସାରା ହିଟ ଫିଲ୍ମ କରିସାରିଛନ୍ତି ସଲମାନ । ବଲିଉଡ ରେ ତାଙ୍କର ଲୋକପ୍ରିୟତା ସବୁଠୁ ଅଧିକ ଅଟେ । ସଲମାନଙ୍କୁ ମଧ୍ୟ ଗର୍ବୀ ବୋଲି କୁହାଯାଏ କାରଣ କୌଣସି କାମ ଯେତେବେଳେ ସଲମାନଙ୍କ ଅନୁସାରେ ହୋଇନଥାଏ ସେ ବହୁତ ରାଗି ଯାଆନ୍ତି ଓ ଷ୍ଟାଫ ମାନଙ୍କ ଉପରେ ଚିଲାନ୍ତି ମଧ୍ୟ ।

ଶାହାରୁଖ ଖାନ

ବନ୍ଧୁଗଣ ବଲିଉଡର ବାଦସାହ ଶାହରୁଖ ଖାନଙ୍କୁ ତ ଆପଣ ମାନେ ସମସ୍ତେ ନିଶ୍ଚୟ ଜାଣିଥିବେ । ବଲିଉଡରେ ସଫଳତା ପାଇବା ପାଇଁ ଶାହରୁଖ ଖାନ ବହୁତ କଷ୍ଟ କରିଛନ୍ତି । ଇଣ୍ଡଷ୍ଟ୍ରି ର ସବୁଠାରୁ ଧନୀ ବ୍ୟକ୍ତିର ମାନ୍ୟତା ମଧ୍ୟ ଶାହରୁଖ ଖାନଙ୍କୁ ଦିଆଯାଇଛି । କିନ୍ତୁ ଶାହରୁଖ ଖାନଙ୍କୁ ମଧ୍ୟ ଗର୍ବୀ ବା ଅହଙ୍କାରୀ ବୋଲି କୁହାଯାଇଥାଏ । କାରଣ ଯେତେବେଳେ ଫିଲ୍ମର ନିର୍ଦେଶକ ମାନେ ଶାହରୁଖ ଖାନଙ୍କୁ ଡାକିଥାନ୍ତି ସେତେବେଳେ କେବେ ହେଲେ ଶାହରୁଖ ଠିକ ସମୟରେ ପହଞ୍ଚି ନଥାନ୍ତି । ତାଙ୍କ ପାଇଁ ବହୁତ ଥର ଶୁଟିଙ୍ଗ କୁ ବନ୍ଦ କରାଯାଇଛି ।

କପିଲ ଶର୍ମା

କପିଲା ଶର୍ମା ବଲିଉଡ ଏବଂ ରିଆଲିଟି ସୋର ନମ୍ବର ୧ କମେଡିଆନ ଅଟନ୍ତି । ତାଙ୍କ କମେଡି ସମସ୍ତଙ୍କୁ ଭଲ ଲାଗିଥାଏ । ୨୦୧୫ରେ କପିଲ ବଲିଉଡରେ ଡେବ୍ୟୁ କରିଥିଲେ । କପିଲଙ୍କୁ ଗର୍ବୀ ଏଥିପାଇଁ କୁହାଯାଏ କାରଣ ସେ ମଧ୍ୟ ବହୁତ ଅଧିକ ରାଗି ଯାଆନ୍ତି ।

ହ୍ରିତିକ ରୋସନ

ବଲିଉଡର ଲୋକପ୍ରିୟ ଅଭିନେତା ହ୍ରିତିକ ରୋସନଙ୍କୁ କିଏ ଅବା ନ ଜାଣେ । ବଲିଉଡରେ ବହୁତ କମ ଫିଲ୍ମ କରିଥିଲେ ମଧ୍ୟ ହ୍ରିତିକ, ତାଙ୍କର ସମସ୍ତ ଫିଲ୍ମ ସୁପର ହିଟ ହୋଇଛି । ହ୍ରିତିକଙ୍କୁ ମଧ୍ୟ ଗର୍ବୀ ବୋଲି କୁହାଯାଉଛି କାରଣ ତାଙ୍କୁ ଗୋଟିଏ ଫିଲ୍ମ ପାଇଁ ଯେତିକି ଟଙ୍କା ମିଳେ ସେ ସେତିକି ପରିମାଣର କାମ କରିଥାନ୍ତି । ହ୍ରିତିକଙ୍କ ମତରେ ସେ କେବଳ ଆଠ ଘଣ୍ଟା ପର୍ଯ୍ୟନ୍ତ ଶୁଟିଙ୍ଗ କରିପାରିବେ ଯଦି ଅଧିକ ସମୟ ହେଲା ତା ହେଲେ ତାଙ୍କୁ ଅଧିକ ଟଙ୍କା ଦେବାକୁ ହେବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।