୨୦ ବର୍ଷରେ ଟିକେ ବି ବଦଳି ନାହାନ୍ତି ୪୦ ବର୍ଷର ଏହି ହିରୋଇନ, ୧୯୯୯ ଓ ୨୦୧୯ର ଫଟୋରେ ଦେଖାଗଲେ ସେମ ଟୁ ସେମ

ପ୍ରକୃତିର ଏକ ବଡ ନିୟମ ଅଛି । ଯେମିତି ଯେମିତି ଆପଣଙ୍କର ବୟସ ବଢିଥାଏ, ସେମିତି ସେମିତି ଆପଣଙ୍କର ଶରୀର ବୁଦ୍ଧାବସ୍ଥାକୁ ଚାଲିଯାଏ । ଆପଣ ୨୦ ବର୍ଷରେ ଯେମିତି ଦେଖା ଯାଆନ୍ତି ୪୦ ବର୍ଷ ପରେ ସେହିପରି ଦେଖା ଯାଆନ୍ତି ନାହିଁ । କିନ୍ତୁ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯିଏ ନିଜର ବୟସ ଉପରେ ଲଗାମ ଲଗାଇଛନ୍ତି । ସେ ୪୦ ବର୍ଷର ହେବା ସତ୍ତ୍ୱେ ବି  ୨୦ ବର୍ଷର ଦେଖା ଯାଆନ୍ତି ।

ଆମେ ଆଜି ବଲୀଉଡର ଅଭିନେତ୍ରୀ ଓ ମଡେଲ ଗୁଲପନାଗଙ୍କ ବିଷୟରେ କଥା ହେଉଛୁ । ଗୁଲପନାଗ ବର୍ତ୍ତମାନ ଫିଲ୍ମ ସ୍ଟୂଡେଂଟ ଅଫ ଦ ଇୟର ଓ ୱେବ ସୀରିଜ ଦ ଫ୍ୟାମିଲୀ ମ୍ୟାନରେ ନଜର ଆସିଥିଲେ । ଗୁଲପନାଗ କିଛି ଦିନ ତଳେ ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଦୁଇଟି ଫଟୋ ଏକା ସହିତ ଶେୟାର କରିଥିଲେ । ଏହି ଦୁଇଟି ଫଟୋରେ ସେ ୱକ ସ୍ୱିମସୂଟ ପିନ୍ଧିଛନ୍ତି ।

ପ୍ରଥମ ଫଟୋ ୧୯୯୯ର ଅଟେ ଓ ଦ୍ଵିତୀୟ ଫଟୋଟି ୨୦୧୯ର ଅଟେ । ଦେଖିବାର କଥା ଏହା ଅଟେ କି ଏହି ଦୁଇଟି ଫଟୋରେ ଗୁଲପନାଗ ପୁରା ସମାନ ଲାଗୁଛନ୍ତି, ଅର୍ଥାତ ବଇକୁଲ ଜଣା ପଡୁ ନାହିଁ କି ଏହି ଦୁଇଟି ଫଟୋରେ ୨୦ ବର୍ଷର ଅନ୍ତର ଅଛି । ଏହି ୨୦ ବର୍ଷ ମଧ୍ୟରେ ଗୁଲପନାଗଙ୍କ ଫେସରୁ ନେଇ ତାଙ୍କର ଶରୀରର ଫିଟନେସ ପର୍ଯ୍ୟନ୍ତ କୌଣସି ଚେଞ୍ଜେସ ହୋଇ ନାହିଁ ।

ଆପଣଙ୍କୁ କହିଦେଉଛୁ କି ଗୁଲପନାଗ ନିଜର ଫିଟନେସକୁ ନେଇ ବହୁତ ସଜାଗ ରୁହନ୍ତି । ଯାହାର ପ୍ରମାଣ ଆପଣ ଏହି ଫଟୋରେ ଦେଖି ପାରିବେ । ଗୁଲପନାଗଙ୍କ ଫିଟନେସକୁ ନେଇ ଲୋକମାନେ ତାଙ୍କର ପ୍ରଶଂସା କରୁଛନ୍ତି । ଜଣେ ୟୁଜର କହିଲେ କି ଆପଣ ତ ବିପରୀତ ଦିଗରେ ବଢୁଛନ୍ତି । ମାନେ ଆପଣ ଜବାନି ଆଡକୁ ଯାଉଛନ୍ତି ।

ଆଉ ଜଣେ ୟୁଜର କହିଲେ କି ସେ କେବଳ ନିଜର ଶରୀରକୁ ୨୦ ବର୍ଷ ହେବ ମେଣ୍ଟେନ କରି ରଖିନାହାନ୍ତି, ନିଜର ସ୍ୱିମ ସୂଟକୁ ବି ୨୦ ବର୍ଷ ହେଲା ସାଇତି ରଖିଛନ୍ତି । ଏହିଭଳି ବହୁତ ଲୋକମାନେ ତାଙ୍କୁ କମେନ୍ଟ କରୁଛନ୍ତି ଓ ତାଙ୍କୁ ନିଜର ଆଇଡଲ ମାନୁଛନ୍ତି । ଯଦି ଆପଣ ନିଜର ଡାଇଟ ଓ ବ୍ୟାୟାମ ଉପରେ ଧ୍ୟାନ ଦେବେ ତେବେ ନିଜକୁ ଭଲ ଭାବରେ ମେଣ୍ଟେନ କରି ରଖି ପାରିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।