୧୨ ବର୍ଷ ପୁରୁଣା ଅଟେ ଏହି ଦୁଇ ଅଭିନେତ୍ରୀଙ୍କ ଶତ୍ରୁତା, କିନ୍ତୁ କ’ଣ ପାଇଁ ! ଜାଣନ୍ତୁ

ବଲୀଉଡ ଫିଲ୍ମ ଜଗତରେ ଛୋଟ ମୋଟ ବିବାଦ ସାଧାରଣ କଥା ହୋଇ ଯାଇଛି । ସବୁଦିନ କୌଣସି ନା କୌଣସି ଅଭିନେତ୍ରୀଙ୍କ ମଧ୍ୟରେ କୌଣସି ବି କଥାକୁ ନେଇ ବିବାଦ ହୋଇ ଯାଏ । କିନ୍ତୁ ଏମିତି କିଛି ଯୋଡି ଅଛନ୍ତି ଯେଉଁମାନେ ବହୁ ବର୍ଷର ପୁରୁଣା ବିବାଦକୁ ନେଇ ଆଜି ବି ପରସ୍ପରର ଶତୃ ହୋଇ ରହି ଛନ୍ତି । ଏମିତି ତ ସଲମାନ ଓ ଶାହରୁଖଙ୍କ ମଧ୍ୟରେ ଅଧିକ ବିବାଦ ଦେଖା ଦେଇ ଥିଲା କିନ୍ତୁ ବର୍ତ୍ତମାନ ଦୁଇ ଜଣ ବନ୍ଧୁ ହୋଇ ଯାଇଛନ୍ତି ।

Image courtesy: Google

ଆପଣଙ୍କୁ କହିଦେଉଛୁ କି ଏହିପରି ଐଶ୍ୱର୍ୟା ରାୟ ବଚ୍ଚନ ଓ କରିଶ୍ମା କପୁରଙ୍କର ସମ୍ପର୍କ ଅଟେ । ଦୁଇ ଜଣଙ୍କ ମଧ୍ୟରେ ବିବାଦ ୧୨ ବର୍ଷ ପୁରୁଣା ଅଟେ ଓ ଯାହା ପାଇଁ ଏହି ଦୁଇ ଜଣ ଆଜି ବି କଥାବାର୍ତ୍ତା କରନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଏହି ଦୁଇ ଜଣଙ୍କ ବିଷୟରେ କହିବାକୁ ଯାଉଛୁ ।

Image courtesy: Google

ଆପଣଙ୍କୁ କହିଦେଉଛୁ କି ଗୋଟିଏ ସମୟରେ କରିଶ୍ମା ବଚ୍ଚନ ପରିବାରର ବୋହୁ ହୋଇଥାନ୍ତେ କିନ୍ତୁ କିଛି କାରଣରୁ ଅଭିଷେକ ଓ କରିଶ୍ମାଙ୍କର ବିବାହ ଭାଙ୍ଗିଗଲା । ଏହା ପରେ ଅଭିଷେକ ବଚ୍ଚନଙ୍କର ବିବାହ ଐଶ୍ୱର୍ୟାଙ୍କ ସହିତ ହୋଇଗଲା । ଏମିତିରେ ଐଶ୍ୱର୍ୟା କରିଶ୍ମାଙ୍କର ପ୍ରେମ ଛଡାଇ ନେଲେ । ଏହି କାରଣରୁ ଦୁଇ ଜଣଙ୍କର କଥାବାର୍ତ୍ତା ବି ବନ୍ଦ ହୋଇଗଲା ।

Image courtesy: Google

ଏହା ସହିତ ଖବର ଏହା ମଧ୍ୟ ଥିଲା କି ଐଶ୍ୱର୍ୟାଙ୍କ ପୁର୍ବରୁ କରିଶ୍ମା କପୁର ଅଭିଷେକ ବଚ୍ଚନଙ୍କର ଗର୍ଲଫ୍ରେଣ୍ଡ ଥିଲେ । କରିଶ୍ମା କପୁର ଅଭିଷେକ ବଚ୍ଚନଙ୍କର ନିର୍ବନ୍ଧ ବି ହୋଇ ସାରିଥିଲା । ବିବାହ ପରେ କରିଶ୍ମା କପୁର ଗୋଟିଏ ଅଲଗା ଘରେ ରହିବାକୁ ଚାହୁଁଥିଲେ । କିନ୍ତୁ ଅଭିଷେକ ଏହି କଥା ପାଇଁ ପ୍ରସ୍ତୁତ ନ ଥିଲେ । ଏମିତି କିଛି କାରଣ ପାଇଁ ଦୁଇ ଜଣଙ୍କର ସମ୍ପର୍କ ଭାଙ୍ଗିଗଲା । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।