ସ୍ଵାମୀ ନିଜର ଚାକରାଣୀକୁ ବହୁତ ପ୍ରେମ କରୁ ଥିଲା, ଦିନେ ସେ ଲୁଚିକି ଚାକରାଣୀ ସହ ରୋମାନ୍ସ କରୁଥିଲା

ହସିବା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ । ଏହା ତ ସମସ୍ତ ଜାଣିଛନ୍ତି । ହସିବାର କୌଣସି ବି ଚାନ୍ସ କିଏ ବି ଛାଡିବାକୁ ଚାହେଁ ନାହିଁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହା ସହିତ ଆପଣଙ୍କ ସମସ୍ତ ସମସ୍ୟା ବି ଦୂର କରିଥାଏ । ଏହି ଛୋଟ ଜୀବନରେ ସମସ୍ତଙ୍କୁ ଖୁସିରେ ରଖିବା ବହୁତ ଜରୁରୀ ଅଟେ । କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଏହା ଆସୁଛି କି ଖୁସିରେ କେମିତି ରହିବେ ? ଯଦି ଆପଣ ଖୁସିରେ ରହିବାକୁ ଚାହୁଁଛନ୍ତି ତେବେ ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଜୋକ୍ସ ନେଇ ଆସିଛୁ ।

ପ୍ରଥମ ଜୋକ୍ସ

ଝିଅ – ଷ୍ଟେସନ ପର୍ଯ୍ୟନ୍ତ କେତେ ଟଙ୍କା ନେବେ ?

ରିକ୍ସାବାଲା – ମ୍ୟାଡମ ୨୦ ଟଙ୍କା

ଝିଅ (ଆଶ୍ଚର୍ଯ୍ୟ ହୋଇ ମୁହଁ କରି କହିଲା) – ଷ୍ଟେସନକୁ ୨୦ ଟଙ୍କା !

ରିକ୍ସାବାଲା – ହଁ ମ୍ୟାଡମ, ଷ୍ଟେସନ ପୁରା ଦୁଇ କିଲୋମିଟର ଦୂର ଅଟେ

ଝିଅ (ହାତରେ ଦେଖାଇ) – ଏଠି ତ ଷ୍ଟେସନ

ରିକ୍ସାବାଲା ଝିଅର ହାତକୁ ତଳକୁ କରି କହିଲା –

ମ୍ୟାଡମ ହାତ ପଛକୁ କରି ନିଅନ୍ତୁ ରେଳ ତଳକୁ ଆସିଯିବ

ଦ୍ଵିତୀୟ ଜୋକ୍ସ

ଶାଶୁ – ଜ୍ଵାଇଁ ଆସନ୍ତା ଜନ୍ମରେ କଣ ହେବ ?

ଜ୍ଵାଇଁ – ଅସରପା ହୋଇ ଜନ୍ମ ନେବି

ଶାଶୁ – କାହିଁକି?

ଜ୍ଵାଇଁ – କାରଣ ଆପଣଙ୍କ ଝିଅ କେବଳ ଅସରପାକୁ ହିଁ ଭୟ କରିଥାଏ

ତୃତୀୟ ଜୋକ୍ସ

ଇମରାନ ହାସମୀ ଏକ କସ୍ମେଟିକ ଦୋକାନକୁ ଗଲେ

ଓ ଦୋକାନୀକୁ କହିଲେ – ଭାଇ ଏକ ଲିପସ୍ଟିକ ଦିଅ

ଦୋକାନୀ – ସାର, କେଉଁ ରଙ୍ଗର ଦେବି ?

ଇମରାନ ହାଶମୀ – ଆରେ ରଙ୍ଗକୁ ଗୋଲି ମାର, କେବଳ ସ୍ଵାଦ ଭଲ ହେବା ଦରକାର

ଚତୁର୍ଥ ଜୋକ୍ସ

ସ୍ଵାମୀ – ପ୍ରିୟେ ମୁଁ ତୁମକୁ ବହୁତ ପ୍ରେମ କରୁଛି

ପତ୍ନୀ – ତ ମୁଁ କଣ ତୁମଙ୍କୁ ପ୍ରେମ କରୁ ନାହିଁ ?

ମୁଁ ତ ଆପଣଙ୍କ ପାଇଁ ପୁରା ଦୁନିଆ ସହ ଲଢିଯିବି ।

ସ୍ଵାମୀ – ତୁମେ ତ ସବୁବେଳେ ମୋ ସହିତ ଲଢୁଛ ।

ପତ୍ନୀ – ତୁମେ ହିଁ ତ ମୋର ଦୁନିଆ ଅଟ ।

ପଞ୍ଚମ ଜୋକ୍ସ

ଦିନେ ରୋମାଣ୍ଟିକ ବହି ପଢୁ ପଢୁ ସ୍ତ୍ରୀ ସ୍ଵାମୀକୁ ପଚାରିଲା

ପତ୍ନୀ – ଯଦି କୌଣସି ସୁନ୍ଦର ଯୁବକ ମୋତେ ଫେରାର କରି ନେଇ ଯାଉ ଥିବ

ଓ ତୁମେ ହଠାତ ତା ସାମ୍ନାକୁ ଆସିଯିବ ତେବେ ତୁମେ କଣ କରିବ ?

ସ୍ଵାମୀ ମୁଁ ତାକୁ କହିବି, ‘ଏ ଭଗବାନଙ୍କ ଦୂତ, ଫେରାର କରି ନେବାର କଣ ଆବଶ୍ୟକତା ଅଛି, ଆରାମ ସେ ନେଇ ଯାଅ ।

ପଞ୍ଚମ ଜୋକ୍ସ

ସ୍ଵାମୀ ନିଜ ଚାକରାଣୀକୁ ପ୍ରେମ କରୁଥିଲା

ଦିନେ ସେ ଚୁପଚାପ ରୋମାନ୍ସ କରୁଥିଲା

ସ୍ଵାମୀ – ତୁମେ ମୋର ପତ୍ନୀ ଠାରୁ ବି ସୁନ୍ଦର ଅଟ

ଚାକରାଣୀ – ମିଛ କୁହନ୍ତୁ ନାହିଁ ମାଲିକ

ସ୍ଵାମୀ – ନାହିଁ ସତ କହୁଛି

ଚାକରାଣୀ – କିନ୍ତୁ ଡ୍ରାଇଭର ତ କହୁଥିଲା କି

ମ୍ୟାଡମ ଅଧିକ ସୁନ୍ଦର ଅଟନ୍ତି

ସ୍ଵାମୀ ବେହୋସ

ଆପଣଙ୍କୁ ଆମର ଏହି ସବୁ ଜୋକ୍ସ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।