BJP ରେ ଶାମିଲ ହେଲେ ବଙ୍ଗାଲ ର ସବୁଠାରୁ ସୁନ୍ଦର ଆଉ ହଟ ଅଭିନେତ୍ରୀ, ଦିନେ ଯିଏ କେବଳ ଫୋଟିଏ ଫଟୋ ପାଇଁ କରିଥିଲେ ହଙ୍ଗାମା

ରାଜ ନୈତିକ ଦଳ ମାନେ ଜନତାଙ୍କର ସମର୍ଥନ ହାସଲ କରିବା ପାଇଁ ବିଭିର୍ଣ୍ଣ ପ୍ରକାରର କୌଶଳ ଆପଣାଇଥାନ୍ତି । ଏଥିରୁ ଗୋଟିଏ କୌଶଳ ହେଲା ବିଭିର୍ଣ ଫିଲ୍ମ କଳାକାରଙ୍କୁ ନିଜ ଦଳରେ ସାମିଲ କରି ତାଙ୍କର ସମର୍ଥକଙ୍କୁ ନିଜ ଦଳର ସମର୍ଥନ ହାସଲ କରିଥାନ୍ତି । କଂଗ୍ରେସ ଦଳ ହେଉ କି ବିଜେପି ଦଳ କି ଆପ ଦଳ ହେଉ । ଏହି ଦଳ ଗୁଡିକରେ କୌଣସି ନା କୌଣସି ଫିଲ୍ମ କଳାକାର ସାମିଲ ଥିବାର ଦେଖିବାକୁ ମିଳିବ । ଏହି ଧାରାରେ ବଙ୍ଗାଲ ଫିଲ୍ମର ସୁନ୍ଦରି ଫିଲ୍ମ ଅଭିନେତ୍ରୀ ପାୟାଲ ବିଜେପିରେ ସାମିଲ ହୋଇଛନ୍ତି ।

ଗୁରୁବାର ଦିନ ବେଙ୍ଗଲ ବିଜେପି ପ୍ରଦେଶ ଦିଲୀପ ଘୋସ ଏବଂ ବିଜେପି ରାଷ୍ଟ୍ରୀୟ ଅଧକ୍ଷ୍ୟା ଜେପି ନଡ୍ଡାଙ୍କ ଉପସ୍ଥିତିରେ ପାୟଲ ବିଜେପି ଦଳରେ ସାମିଲ ହେବାର ଶପଥ ନେଇଛନ୍ତି । ଟଲିଉଡର ଏହି ଅଭିନେତ୍ରୀ ମିର୍ଚ ୩ ଓ ହେଚହି ଭଳି ଫିଲ୍ମ ରେ ଅଭିନୟ କରିବାର ଦେଖିଛନ୍ତି ।

ବଙ୍ଗାଲର ପ୍ରସିଦ୍ଧ ମାଗାଜିନ ଉନିସ କୁରିର କଭର ପେଜରେ ଜାଗା ବନାଇ ସାରିଛନ୍ତି । ପାୟଲଙ୍କୁ ଲେ ଚକ୍କା ଫିଲ୍ମ ପାଇଁ ତାଙ୍କୁ ୨୦୧୦ ରେ ଆନନ୍ଦଲୋକ ଆୱାର୍ଡ ମିଳିସାରିଛି । ୨୦୧୬ ରେ ଜୋମର ରାଜା ଦିଲୋ ବୋର ନାମକ ଫିଲ୍ମ ପାଇଁ ବେଷ୍ଟ ଆକଟ୍ରେସ ଆୱାର୍ଡ ମିଳିଥିଲା । ପାୟଲ ନିଜ ଫିଲ୍ମ କ୍ୟାରିୟର୨୦୦୪ ରେ ଆରମ୍ଭ କରିଥିଲେ ।

ସେ କଲେଜ ରେ ଥିବାବେଳେ ତେଲି ଫିଲ୍ମ ରେ କାମ କରିଥିଲେ । ସେ ତାଙ୍କର ଅଭିନୟର ଜାଦୁ ପ୍ରଶିଦ୍ଧ ଫିଲ୍ମ ନିର୍ଦେଶକ ଅନୁରାଗ ବାଶୁଙ୍କର ହିନ୍ଦୀ ସିରିଏଲ ଲଭ ଷ୍ଟୋରି, ବକ୍ତ ଓ ଲେଡିଜ ସ୍ପେଶଲ ରେ ଦେଖାଇ ସାରିଛନ୍ତି । ବିଜେପି ଅଧକ୍ଷ ଜେପି ନଡ୍ଡା ଦ୍ଵାରା ବିଜେପିର ମିସନ ସୋନାର ବାଙ୍ଗଲା ମୋର୍ଚା ଆରମ୍ଭ କରିଥିଲେ ।

ଏହି ମିସନ ଦ୍ଵାରା ୨ କୋଟି ଲୋକଙ୍କ ପାଖରେ ପହଞ୍ଚାଯାଇ ପାରିବ । ଏହି ସମୟରେ ପାଯଲଙ୍କୁ ବିଜେପିରେ ମିଶିବା ପାଇଁ ସୁଯୋଗ ମିଳିଥିଲା । ଫିଲ୍ମ ଛଡା ପାୟଲ ସୋସିଆଲ ମିଡିଆରେ ମଧ୍ୟ ବହୁତ ଲୋକ ପ୍ରିୟ ହୋଇଛନ୍ତି । ତାଙ୍କର ବୋଲ୍ଡ ଓ ହଟ ଫଟୋ କୁ ଲୋକ ବହୁତ ପସନ୍ଦ କରିଥାନ୍ତି ।

ପୂର୍ବ ବର୍ଷ ସେ ଧଳା ସାର୍ଟ ପିନ୍ଧିଥିବା ବୋଲ୍ଡ ଚିତ୍ରକୁ ବହୁତ କମେଣ୍ଟ କରିଥିଲେ । ଏହି ପରିଧାନକୁ ଲକ୍ଷ୍ୟ କରି ଲୋକମାନେ କହିଥିଲେ କି ପାୟଲଙ୍କୁ ମହିଳାଙ୍କ ମର୍ଯ୍ୟାଦା ପ୍ରତି କିଛିଟା ଧ୍ୟାନ ରଖିବା ଉଚିତ । କିନ୍ତୁ ପାୟଲ ଏହି କଥା ବିଷୟରେ ଆଜି ପର୍ଯ୍ୟନ୍ତ କିଛି କହିନାହାନ୍ତି । ଏବେ ବାସ ଦେଖିବାର ରହିଲାକି ବିଜେପିରେ ସାମିଲ ହେବା ପରେ ଦଳକୁ କେତେ ଲାଭ ମିଳୁଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।