ବାଛନ୍ତୁ ନିଜ ପସନ୍ଦର କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ ଆପଣଙ୍କ ଲାଇଫ ରେ ବହୁତ ଜଲ୍ଦି କିଏ ଆସିବାକୁ ଯାଉଛନ୍ତି ? Love Quiz Game

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ନମ୍ବର କୁଇଜ ଗେମ। ବନ୍ଧୁଗଣ ଏହି ଗେମ ରେ ଆମେ ଆପଣଂକୁ ନମ୍ବର ଅନୁସାରେ କିଛି ହାର୍ଟ ର ଚିତ୍ର ଦେଖାଇବୁ ଏବଂ ଆପଣଂକୁ ଏହି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ନମ୍ବର କୁ ବାଛିବା କୁ ପଡ଼ିବ ଏବଂ ଏଥିପାଇଁ ଆପଣଂକୁ ୫ ସେକେଣ୍ଡ ର ସମୟ ଦିଆଯିବ। ସେହି ୫ସେକେଣ୍ଡ ମଧ୍ୟରେ ଆପଣଂକୁ ଯେକୌଣସି ଗୋଟିଏ ନମ୍ୱର ହାର୍ଟ କୁ ବାଛିବାକୁ ପଡ଼ିବ।

ବନ୍ଧୁଗଣ ଆପଣ ଯେ କୌଣସି ଗୋଟିଏ ନମ୍ବର ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଯେ ଆପଣଙ୍କ ଜୀବନରେ କେଉଁ ବ୍ୟକ୍ତି ର ଆଗମନ ହେବାକୁ ଯାଉଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଂକୁ କିଛି ହାର୍ଟ ର ଚିତ୍ର ଦେଖାଇବୁ ଏବଂ ଆପଣଂକୁ ୫ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ ହାର୍ଟ କୁ ବାଛିବା କୁ ପଡ଼ିବ।

ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ ନମ୍ବର ବାଛି ନେଇଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣ ବାଛିଥିବା ନମ୍ବର ଅନୁସାରେ ଆପଣଙ୍କ ଜୀବନରେ କାହାର ଆଗମନ ହେବାକୁ ଯାଉଛି। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ନମ୍ବର ୧ ସମ୍ବନ୍ଧରେ। ଯଦି ଆପଣ ନମ୍ବର ୧ ବାଛିଛନ୍ତି ତେବେ ଆପଣଙ୍କ ଜୀବନ ରେ କୌଣସି ଅଜଣା ବ୍ୟକ୍ତି ର ଆଗମନ ହେବାକୁ ଯାଉଛି।

୨. ବନ୍ଧୁଗଣ ଯଦି ଆପଣ ନମ୍ବର୨ ବାଛିଛନ୍ତି, ତେବେ ଆପଣଙ୍କ ଜୀବନରେ ଜଣେ ସତ ବନ୍ଧୁ ର ଆଗମନ ହେବାକୁ ଯାଉଛି।

୩. ବନ୍ଧୁଗଣ ଯଦି ଆପଣ ନମ୍ବର ୩ ବାଛିଛନ୍ତି, ତେବେ ଆପଣଙ୍କ ଜୀବନରେ ସତ ଭଲ ପାଇବା ର ଆଗମନ ହେବାକୁ ଯାଉଛି।

୪. ବନ୍ଧୁଗଣ ଯଦି ଆପଣ ନମ୍ବର ୪ ବାଛିଛନ୍ତି, ତେବେ ଆପଣଙ୍କ ଜୀବନରେ ଆପଣଙ୍କ ଜୀବନସାଥୀ ଙ୍କ ଆଗମନ ହେବାକୁ ଯାଉଛି।

୫. ବନ୍ଧୁଗଣ ଯଦି ଆପଣ ନମ୍ବର ୫ ବାଛିଛନ୍ତି, ତେବେ ଆପଣଙ୍କ ଜୀବନରେ ଯାହାକୁ ଆପଣ ନିଜ ଜୀବନ ଠାରୁ ମଧ୍ୟ ଅଧିକ ଭଲ ପାଆନ୍ତି ସେହି ବ୍ୟକ୍ତି ର ଆଗମନ ହେବାକୁ ଯାଉଛି।

୬. ବନ୍ଧୁଗଣ ଯଦି ଆପଣ ନମ୍ବର ୬ ବାଛିଛନ୍ତି ,ତେବେ ଆପଣଙ୍କ ଜୀବନରେ ଆପଣ ଯେଉଁ ବ୍ୟକ୍ତି ର ଅପେକ୍ଷା ରେ ଅଛନ୍ତି ସେହି ବ୍ୟକ୍ତି ର ଆଗମନ ହେବାକୁ ଯାଉଛି।

୭. ବନ୍ଧୁଗଣ ଯଦି ଆପଣ ନମ୍ବର ୭ ବାଛିଛନ୍ତି, ତେବେ ଆପଣଙ୍କ ଜୀବନରେ ଗାର୍ଲଫ୍ରେଣ୍ଡ/ ବଏଫ୍ରେଣ୍ଡ ର ଆଗମନ ହେବାକୁ ଯାଉଛି।

୮. ବନ୍ଧୁଗଣ ଯଦି ଆପଣ ନମ୍ବର ୮ ବାଛିଛନ୍ତି, ତେବେ ଆପଣଙ୍କ ଜୀବନରେ ଆପଣଙ୍କ କ୍ରସ୍ ର ଆଗମନ ହେବାକୁ ଯାଉଛି।

୯. ବନ୍ଧୁଗଣ ଯଦି ଆପଣ ନମ୍ବର ୯ ବାଛିଛନ୍ତି, ତେବେ ଆପଣଙ୍କ ଜୀବନରେ ହଜି ଯାଇଥିବା ଭଲ ପାଇବା ର ପୁଣିଥରେ ଆଗମନ ହେବାକୁ ଯାଉଛି।

୧୦. ବନ୍ଧୁଗଣ ଯଦି ଆପଣ ନମ୍ବର୧୦ ବାଛିଛନ୍ତି ,ତେବେ ଆପଣଙ୍କ ଜୀବନରେ ଆପଣଙ୍କ ସହକର୍ମୀ ଙ୍କ ଆଗମନ ହେବାକୁ ଯାଉଛି। ତେବେ ବନ୍ଧୁଗଣ ଏହା ଥିଲା ଆପଣଙ୍କ ପାଇଁ ଏକ ମଜାଦାର ନମ୍ବର କୁଇଜ ଗେମ। ଆଶା କରୁଛୁ ଯେ, ଆପଣ ମାନଙ୍କୁ ଏହି ନମ୍ବର କୁଇଜ ଗେମଟି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।