WWE ରେଷ୍ଟଲର Roman Reigns ଙ୍କ ଲାଇଫ ଷ୍ଟାଇଲ, ଇନକମ, ଘର ଓ କେତେ ସମ୍ପତ୍ତି ଅଛି ତାଙ୍କ ପାଖରେ ଦେଖନ୍ତୁ

ରୋମାନ ରେନ୍ସ WWE ର ସବୁଠୁ ପ୍ରସିଦ୍ଧ ଖେଳାଳି ଅଟନ୍ତି । ସେ ଏହି WWE ଖେଳ ଜଗତରେ ବହୁତ କମ ଦିନରେ ବହୁତ ସଫଳତା ହାସଲ କରିଛନ୍ତି । ରୋମାନ ରେନ୍ସ ଆମେରିକାର ଏକ ରେଶଲର ହେବ ସହ ଜଣେ ଭଲ କଳାକାର ଓ ଭଲ ଫୁଟବଲ ଖେଳାଳି ଅଟନ୍ତି । ରୋମାନ ରେନ୍ସ WWE ଜେଜେଲର ରିଙ୍ଗକୁ ଆସିବା ମାତ୍ରେ ଦର୍ଶକଙ୍କ ମଧ୍ୟରେ ରୋମାଂଚ ଭରିଯାଏ । ରୋମାନ ରେନ୍ସ ପ୍ରଥମେ ନିଜ କ୍ୟାରିୟର ଫୁଟବଲ ଖେଳରୁ ଆରମ୍ଭ କରିଥିଲେ ।

କିନ୍ତୁ ସେ ପରେ ରେସଳିଙ୍ଗ ଦିଗକୁ ମନ ବଳାଇଥିଲେ । ତେବେ ଆଜି ଆସନ୍ତୁ ଜାଣିବା ଏହି ରୋମାନ ରେନ୍ସଙ୍କ ଜୀବନ ବିଷୟରେ ଲିଛି ତଥ୍ୟ ବା ତାଙ୍କ ପରିବାର, ଗାଡି, ସଂମ୍ପତ୍ତି, ଘର ଇତ୍ୟାଦି ବିଷୟରେ ଜାଣିବା ।

ରୋମାନ ରେନ୍ସଙ୍କ ପୁରା ନାମ ଲିଏଟି ଜଶେଫ ଏନଆ ଅଟେ । ଏବଂ ତାଙ୍କୁ ଜୋ ନାମରେ ମଧ୍ୟ ଜଣାଯାଏ । ରୋମାନ ରେନ୍ସ WWE ରେ ଗୋଟେ ପରେ ଗୋଟେ ରେଶ ଜିତି ଚାଲିଛନ୍ତି । ରୋମାନଙ୍କର ଜନ୍ମ ୨୫ ମେ ୧୯୮୫ରେ ଫ୍ଲୋରିଡା ର ପେନସାକଲାରେ ହୋଇଥିଲଲ । ସେ ତାଙ୍କର ପାଠପଢ଼ା ପେନସାକଳାର ଲେଥଙ୍କ ସ୍କୁଲରେ ହୋଇଥିଲା । ସେ ସ୍କୁଲ ସମୟରୁ ହିଁ ଫୁଟବଲ ଖେଳ ପ୍ରତି ଆକର୍ଷଣ ହୋଇଥିଲେ । ରୋମାନ ୩ ବର୍ଷ ପର୍ଯ୍ୟନ୍ତ ନିଜ ସ୍କୁଲ ତରଫରୁ ଫୁଟବଲ ଖେଳରେ ପ୍ରତିନିଧିତ୍ଵ କରୁଥିଲେ ।

୨୦୦୮ ରେ ସେ କନାଡିଅନ ଫୁଟବଲ ଲିଗରେ ଭାଗ ନେଇଥିଲେ । ଏହି ଖେଳରେ ସେ ୯୯ ନମ୍ବର ଜର୍ଷି ପିନ୍ଧି ଖେଳୁଥିଲେ । କିଛିଦିନ ପରେ ତାଙ୍କୁ ଏହି ଦଳରୁ ମୁକ୍ତ କରିଦିଆଯାଇଥିଲା । ଏହାପପରେ ସେ ରେଶଲିଙ୍ଗ ଖେଳ ପାଇଁ ୨୦୧୦ ରେ WWE ସହ ଅନୁବନ୍ଧିତ ହୋଇଥିଲେ । ସେ ୨୦୧୨ ରେ ସେଥ ରାଲିଙ୍ଗ ଡି ଆମ୍ବରସଙ୍କ ସହ ଦ ଶୀଲଡ ନାମକ ଏକ ଦଳ ଗଠନ କରିଥିଲେ । କିନ୍ତୁ ତାଙ୍କର ଏହି ଦଳ ବହୁତ ଦିନ ଚାଲି ନଥିଲା । ୨୦୧୪ ରେ ତାଙ୍କର ଏବି ସାଙ୍ଗ ମାନେ ଏହି ଦଳରୁ ଅଲଗା ହୋଇଯାଇଥିଲେ । ଏହାପରେ ସେ ଏକାକୀ ଖେଳ ଜାରି ରଖିଥିଲେ ।

ସେ ଏହି ଖେଳକୁ ରୋମାନ କି ନାମରେ ପ୍ରବେଶ କରିଥିଲେ । ସେ ଏହି ମ୍ୟାଚରେ ରିଛି ଷ୍ଟିମ ବୋତଙ୍କ ପାଖରୁ ହାରି ଯାଇଥିଲେ । ସେ ବହୁତ ବାର ହାରିଲା ପରେ ଥରେ ଜିତିଥିଲେ । ସେ ବର୍ଷ ୨୦୧୧ ରେ ରୋମ ରେନ୍ସ ଡାନି ମାର୍ବଳ ସହ ମିଶି ଏକ ଦଳ ଗଠନ କରିଥିଲେ । ଏହାପରେ ସେ କେଲବୀନ ରେନ୍ସ ଓ ବିଗି ଲେନ୍ସକୁ FCW ଚ୍ୟାପିଅନଶିପରେ ଖେଳି ହାରିଯାଇଥିଲେ । କିନ୍ତୁ ସେ ୨୦୧୨ ପରେ ଭଲ ଖେଳି ଜିତିବା ଆରମ୍ଭ କରିଥିଲେ ।

ତାଙ୍କୁ ୨୦୧୪ ରେ WWE ଯେତେବେଳେ ନିଜ ନାମ FCW ର ନାମ ବଦଳାଇ WWNXT ରଖିଲେ ଏହି ସମୟରେ ରୋମାନ ଲିକେ ନିଜ ନାମ ବଦଳାଇ ରୋମାନ ରେନ୍ସ ରଖିଲେ । ଏହାପରେ ସେ ୩୧ ଅକ୍ଟୋବରରେ ଏକ ମ୍ୟାଚ ବିଜୟ ହୋଇଥିଲେ । ସେ ଏହାପରେ ବହୁତ ଫିଲ୍ମ ରେ ଅଭିନେସ କରିଥିଲେ । ସେ ୨୦୧୬ ରେ ଫିଲ୍ମ କାଉଣ୍ଟ ଡାଉନ ରେ କାମ କରିଥିଲେ ।

୨୦୧୯ ରେ ଦ ରକ ସହ ଏକ ଫିଲ୍ମରେ ଅଭିନୟ କରିଥିଲେ । ତାଙ୍କୁ ୨୦୧୪ ରେ ଶୁପର୍ ଷ୍ଟାର ଆୱାର୍ଡ ମିଳୁଥିଲା । ରୋମାନ ରେନ୍ସ ବର୍ଷକୁ ୧୫ ରୁ ୨୦ କୋଟି ଟଙ୍କା ରୋଜଗାର କରନ୍ତି । ସେ ରେଶଲିଙ୍ଗ ଓ ବିଜ୍ଞାପଣରୁ ରୋଜଗାର କରିଥାନ୍ତି । ତାଙ୍କର ଏକଲକ ସୁରମ୍ୟ ଅଟାଳିକା ଅଛି । ଏହି ଘରର ମୂଲ୍ୟ ୫୦ କୋଟି ଅଟେ ।

ତାଙ୍କ ପାଖରେ ୬ କୋଟି ଟଙ୍କାର ଲେମ୍ବରଗିନୀ, ଦେଢ଼ କୋଟିର ମରସିଡିଜେ, ୪୦ ଲକ୍ଷ ଟଙ୍କାର ଫ୍ରଚୁନାର, ୩ କୋଟିର ରେଞ୍ଜ ରୋବର ଭଳି ଦାମୀକିଆ କର ଅଛି । ତାଙ୍କ ପରିବାରରେ ପିତାଙ୍କ ନାମ ସିକା ଏନଇ ଓ ମାତାଙ୍କର ନାମ ପେତ୍ରିକା ଏନୀ ଓ ଭାଇ ରେସି ଏନଇ ଓ ଭଉଣୀ ଭେନେସ ଏନଇ ଓ ସ୍ତ୍ରୀଙ୍କ ନାମ ଗେଲିନା ବେକାର ଅଟେ । ତାଙ୍କର ଏକ ଝିଅ ଅଛି ଯାହାର ନାମ ଯାଇଲଲ ଏନଇ ଓ ତାଙ୍କର ୨୦୧୬ ରେ ଯାଆଁଳ ପୁଅ ଜନ୍ମ ହୋଇଥିଲେ ।