୧୦ଟି ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଯେମିତିକି ଆପଣ ମାନେ ଜାଣିଛନ୍ତି ବର୍ତ୍ତମାନ ଲକଡାଉନ ଚାଲିଛି ଓ ପିଲା ମାନଙ୍କର ପଢା ପଢୀ ବନ୍ଦ ଅଛି । ଆପଣ ମାନେ ମଧ୍ୟ ଘରେ ବସି ବୋର ନିଶ୍ଚିନ୍ତ ହେଉଥିବେ । ତେଣେ ସେଥି ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଏଭଳି ମଜାଦାର ପ୍ରଶ୍ନ ନେଇ ଆସିଛୁ ଯାହା ଆପଣଙ୍କ ବୋରିଙ୍ଗ ସମୟକୁ ମଜାଦାର କରିଦେବ । ଏହା ସହ ଆପଣ ନିଜ ପିଲାମାନଙ୍କୁ କିଛି ଶିକ୍ଷା ମଧ୍ୟ ଦେଇ ପାରିବେ ।

ପ୍ରଶ୍ନ;- ସେ କିଏ ଯାହାକୁ କିଛି ଖାଇବାକୁ ଦେଲେ ସେ ବଞ୍ଚି ଥାଏ, ପ । ଣି ପିଇବାକୁ ଦେଲେ ସେ ମରି ଯାଇଥାଏ

ଉତ୍ତର;- ନିଆଁ

ପ୍ରଶ୍ନ;- ଗୋଟିଏ ଗଛର ଫଳର ଦୁଇଟି ନାମ କଞ୍ଚା ଥିଲେ ଗୋଟିଏ ନାମ ଏବଂ ପାଚିଲେ ଆଉ ଗୋଟିଏ ନାମ ।

ଉତ୍ତର;- ନଡିଆ ଓ ପଇଡ

ପ୍ରଶ୍ନ;- ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ, ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ, ଲାଞ୍ଜଧରି ତାର ଖେଳନ୍ତି ସମସ୍ତେ ତଥାପି କାନ୍ଦେନୀ କୁହ ସେ କିଏ ?

ଉତ୍ତର;- ବେଲୁନ

ପ୍ରଶ୍ନ;-ଖାଇଲେ ଫଳ, ଡାକିଲେ ଝିଅ, ଆଙ୍କିଲେ ରଙ୍ଗ, ମୁ କିଏ କୁହ ?

ଉତ୍ତର;- କମଳା

ପ୍ରଶ୍ନ;- ବର୍ଷା ଦିନେ କାନ୍ଦେ, ଶିତ ଦିନେ ଶୁଏ, ଖରା ହେଲେ ଛାଇ ସଭିଙ୍କୁ ମୁ ଦିଏ, ରଙ୍ଗ ବିରଙ୍ଗର କପଡା ମୁ ପିନ୍ଧେ ବୁଦ୍ଧି ଅଛି ଯଦି କୁହ ମୁ କିଏ ?

ଉତ୍ତର;- ଛତା

ପ୍ରଶ୍ନ;- ପଥର ହେଲେବି ମୁ ପାଣି ?

ଉତ୍ତର;- ବରଫ ବା କୁଆ ପଥର

ପ୍ରଶ୍ନ;- ବାବାଜୀ ନୁହେଁ ତାର ବଢିଛି ଦାଢି, ପ । ଦ ତଳ ଯାଏ ଆସିଛି ମାଡି, ପିଲାଏ ଖେଳନ୍ତି ଦ । ଢୀରେ ଦୋଳି, ପକ୍ଷୀ ଏ ଖାଅ । ନ୍ତି ତ ନାଲି କୋଳି ?

ଉତ୍ତର;- ବାର ଗଛ

ପ୍ରଶ୍ନ;- ଧରିଲେ ଧରା ଦିଏ ନ । ହିଁ, ଦେଖିଲେ ଦେଖା ଦିଏ, ଯୁଆଡେ ଗଲେ ଯାଏ ସିଏ କହ କ’ଣ ସିଏ ?

ଉତ୍ତର;- ନିଜର ଛାଇ

ପ୍ରଶ୍ନ;- ସେଇଟା କେଉଁ ଜିନିଷ ଯାହାକୁ ସବୁ ଛୋଟ ପିଲା ଖାଉଛନ୍ତି କିନ୍ତୁ କେହି ପସନ୍ଦ କରୁ ନାହାନ୍ତି ?

ଉତ୍ତର;- ପୋଲିଓ

ପ୍ରଶ୍ନ;- ଏମିତି ବାଘ ସେ ଛ । ଡେନି ଘର, ଖାଏନି ମଣିଷ ପିଏ ସେ କ୍ଷୀର, ମା ଦେଖିଲେ ମାଉସୀ ଦେଖଲୋ କୁକୁରକୁ ତାର ପ୍ରବଳ ଡର ?

ଉତ୍ତର;- ବିଲେଇ

ଆଶା କରୁଛୁ ଅପନାମାନଙ୍କୁ ଆମର ଏହି ଢଗଢମାଳି ପସନ୍ଦ ଆସିଥିବ, ପସନ୍ଦ ଆସିଥିଲେ ନିଜ ସାଙ୍ଗ ମାନକ ସହ ଶେୟାର କରନ୍ତୁ ଓ ଆଗକୁ ଏହିଭଳି ମଜାଦାର ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।