Bollywood ଆକ୍ଟ୍ରେସ Somy Ali ଙ୍କ ବଡ ବୟାନ, Salman Khan ମତେ ୟୁଜ କଲେ ଓ ପୁଣି Aishwarya Rai ଙ୍କ ପାଇଁ ମତେ ଦେଲେ ଧୋକା

ବଲିଉଡ ଦୁନିଆର କଳାକାର ମାନେ ନିଜ ସୁନ୍ଦର ଅଭିନୟରେ ଦର୍ଶକ ମାନଙ୍କର ହୃଦୟରେ ନିଜ ପାଇନ ଜାଗା ସୃଷ୍ଟି କରି ପାରିଛନ୍ତି । ସେମାନେ ନିଜର କଠିନ ପରିଶ୍ରମରେ ଆଜିକା ଡେଟରେ ନମ୍ବର ୱାନ ସ୍ଥାନରେ ରହିଛନ୍ତି । କିଛି ଅଭିନେତା ମାନେ ବଲିଉଡର ଅଭିନେତ୍ରୀ ମାନଙ୍କୁ ପ୍ରେମ କରି ନିଜ ଲାଇଫ ସ୍ପେନ୍ଡ କରୁଛନ୍ତି ତ ଆଉ କିଛି ସେମାନଙ୍କୁ ଧୋକା ଦେଇ ଅନ୍ୟ ସହ ଡେଟ କରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଦୁନିଆର ଷ୍ଟାର ସଲମାନ ଖାନଙ୍କ ବିଷୟରେ କିଛି ନୂଆ କଥା କହିବାକୁ ଯାଉଛୁ ଯାହା କେହି କେବେ ଶୁଣି ନ ଥିବେ ।

ବଲିଉଡର ସୁପର ଷ୍ଟାର ସଲମାନ ଖାନଙ୍କୁ କିଏ ନ ଜାଣିଛନ୍ତି । ସେ ତାଙ୍କର ସାନଦାର ଅଭିନୟରେ ଫ୍ୟାନ୍ସ ମାନଙ୍କ ହୃଦୟରେ ରାଜ କରନ୍ତି । ସେ ତାଙ୍କର ଅନୋଖା ଅନ୍ଦାଜ, ଲୁକ, ଷ୍ଟାଇଲ ପାଇଁ ଖୁବ ଚର୍ଚ୍ଚାରେ ରହିଛନ୍ତି । ସୋସିଆଲ ଇଡିଆରେ ମଧ୍ୟ ସେ ତାଙ୍କର ସାନଦାର ପୋଜ ପାଇଁ ବହୁତ ଫ୍ୟାମସ ଅଛନ୍ତି । ସଲମାନ ଖାନ ଓ ଅଭିନେତ୍ରୀ ସୋମ୍ୟ ଅଲ୍ଲୀ ବହୁତ ଦିନ ତଳେ ଭଲ ରିଲେସନରେ ରହି ମିଡିଆ ନଜରରେ ଚର୍ଚ୍ଚାରେ ଥିଲେ ।

ଦୁହେ ପରସ୍ପରକୁ ଡେଟ ମଧ୍ୟ କରୁଥିଲେ । କିନ୍ତୁ ସୋମି ଅଲ୍ଲୀ ଏକ ଇଣ୍ଟରବିଉରେ କହିଛନ୍ତି ଯେ ସୁପର ଷ୍ଟାର ସଲମାନ ଖାନ ତାଙ୍କୁ ଧୋକା ଦେଇ ଅନ୍ୟ କାହା ସହ ଡେଟ କରୁଛନ୍ତି । ଯେତେବେଳେ ସୋମି ଅଲ୍ଲୀ ଏହି କଥାଟିକୁ ଜାଣିଲେ ସେତେବେଳେ ସେ ବଲିଉଡ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ । ତାଙ୍କ ସହ ପ୍ରେମ କରି ସଲମାନ ତାଙ୍କୁ ଧୋକା ଦେଇଛନ୍ତି ବୋଲି ସୋମି ଅଲ୍ଲୀ କହିଛନ୍ତି । ସଲମାନଙ୍କୁ ବିବାହ କରିବା ପାଇଁ ସେ ପାକିସ୍ତାନରୁ ଭାରତକୁ ଆସିଥିଲେ ।

କିନ୍ତୁ ତାଙ୍କର ଏହି ସମ୍ପର୍କ ଅଧିକ ଦିନ ଯାଏ ରହିଲା ନାହି । ସୋମି ଅଲ୍ଲୀ ନିଜ ପାଇଁ ଅଧିକ ସମୟ ସଲମାନଙ୍କ ଠାରୁ ଚାହୁଥିଲେ । କିନ୍ତୁ ଏହା ହୋଇ ନ ଥିଲା । ତାଙ୍କର ଏକ ଇଣ୍ଟରବିଉରେ ସେ କହିଥିଲେ ଯେ ସେ କେବଳ ଖାନଙ୍କ ପାଇଁ ବଲିଉଡ ଜଗତରେ ପାଦ ଦେଇଥିଲେ । କିନ୍ତୁ ଯେତେବେଳେ ସଲମାନ ତାଙ୍କୁ ପ୍ରେମରେ ଧୋକା ଦେଲେ ସେତେବେଳେ ସେ ବଲିଉଡ ଇଣ୍ଡଷ୍ଟ୍ରି ଛାଡି ଦେଇଥିଲେ । ତାଙ୍କ ମତରେ ବଲିଉଡର ମାନେ କେବଳ ସଲମାନ ଖାନ ହିଁ ଥିଲା ।

ସଲମାନ ଓ ସଂଗୀତା ବିଜଲାନିଙ୍କୁ ଏକା ସାଙ୍ଗରେ ଦେଖି ସୋମ୍ୟ ବହୁତ ଈର୍ଷା ଅନୁଭବ କରୁଥିଲେ । ସୋମ୍ୟ ବଲିଉଡକୁ ଆସିବା ପରେ ସଲମାନଙ୍କ ସହ ଡେଟ କରୁଥିଲେ । ସଲମାନଙ୍କୁ ବିବାହ କରିବା ତାଙ୍କର ମୁଖ୍ୟ ଲକ୍ଷ ରହିଥିଲା । କିନ୍ତୁ ତାଙ୍କର ଏହି ସ୍ଵପ୍ନ ପୂରଣ ହେଇ ପାରିଲା ନାହି । ବର୍ତ୍ତମାନ ସୋମୀ ଅଲ୍ଲୀ ବିଦେଶରେ ରହି ନିଜକୁ ଏକ ଏଞ୍ଜିଓ ସଂସ୍ଥାରେ ବ୍ୟସ୍ତ ରଖିଛନ୍ତି । ଏହି ସଂସ୍ଥାରେ ଗରିବ ମହିଳା ମାନଙ୍କୁ ସହ ଯୋଗ କରି ସେ ତାଙ୍କର ଟାଇମ ସ୍ପେନ୍ଡ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।