ପ୍ଲାସ୍ଟିକ ସର୍ଜରୀ କରିବା ପରେ ବଦଳି ଯାଇଛି ଏମାନଙ୍କ ପରିଚୟ – ନମ୍ବର ୩ ତ ଲାଗୁଛି ବିଲକୁଲ ଅଲଗା

ବଲୀଉଡରେ ଗୋଟିଏ ରୁ ବଳି ଗୋଟିଏ ସୁନ୍ଦର ଅଭିନେତ୍ରୀମାନେ ଅଛନ୍ତି, ଯେଉଁମାନଙ୍କ ସୁନ୍ଦତାର ଚର୍ଚ୍ଚା ପୁରା ଦୁନିଆରେ ହୋଇଥାଏ । କିନ୍ତୁ କେତେକ ଅଭିନେତ୍ରୀମାନେ ବହୁତ ସୁନ୍ଦର ଦେଖା ଯାଆନ୍ତି । କିନ୍ତୁ ନିଜର ସୁନ୍ଦର ଚେହେରାକୁ ଆହୁରି ସୁନ୍ଦର କରିବା ପାଇଁ ପ୍ଲାସ୍ଟିକ ସର୍ଜରୀ କରାଇଥାନ୍ତି ଓ ଏହି ପ୍ଲାସ୍ଟିକ ସର୍ଜରୀ ଦ୍ଵାରା କେତେକ ଅଭିନେତ୍ରୀ ଆହୁରି ଭଲ ଦେଖା ଯାଆନ୍ତି ତ କେତେକ ଅଭିନେତ୍ରୀଙ୍କ ଚେହେରା ପୂର୍ବ ଅପେକ୍ଷା ଆହୁରି ଖରାପ ହୋଇଯାଏ ।

ଏହି ଆଧାରରେ ଆଜି ଆମେ ଆପଣଙ୍କୁ କିଛି ଏମିତି ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ପ୍ଲାସ୍ଟିକ ସର୍ଜରୀ କରି ନିଜର ଚେହେରାକୁ ଖରାପ କରି ନେଇଛନ୍ତି ।

୧. ସୋନାରିକା ଭଦୋରିୟା

ସୋନାରିକା ଭଦୋରିୟା ଲାଇଫ ଓକେ ରେ ଆସୁଥିବା ଲୋକପ୍ରିୟ ଟିଭି ସିରିୟଲ ‘ଦେବୋଂ କେ ଦେବ ମହାଦେବ’ରେ ପାର୍ବତୀଙ୍କ ଭୂମିକା କରିଥିଲେ । ଏହି ଟିଭି ସିରିୟଲ ମାଧ୍ୟମରେ ସେ ବହୁତ ହିଁ ଲୋକପ୍ରିୟତା ହାସଲ କରିଥିଲେ । ଆପଣଙ୍କୁ କହିଦେଉଛୁ କି ସୋନାରିକା ଭଦୋରିୟା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । କିନ୍ତୁ ଏହା ସତ୍ତ୍ୱେ ବି ସେ ନିଜର ଚେହେରାକୁ ପ୍ଲାସ୍ଟିକ ସର୍ଜରୀ କରାଇଛନ୍ତି ଓ ନିଜ ଚେହରାକୁ ଖରାପ କରି ଦେଇଛନ୍ତି ।

୨. ମୌନୀ ରୟ

ମୌନୀ ରୟ ବି ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ବର୍ତ୍ତମାନ ସେ ବଲୀଉଡ ଫିଲ୍ମରେ ବି କାମ କରିବା ଆରମ୍ଭ କରି ଦେଇଛନ୍ତି । ବର୍ତ୍ତମାନ ହିଁ ସେ ଫିଲ୍ମ ‘ମେଡ ଇନ ଚାଇନା’ରେ ନଜର ଆସିଥିଲେ । ସେ ପ୍ରାୟତଃ ନିଜର ଚେହେରାର ସର୍ଜରୀ କରାଇଛନ୍ତି, ଯେଉଁ କାରଣରୁ ତାଙ୍କର ଓଠ ବହୁତ ମୋଟା ହୋଇ ଯାଇଛି, ଯାହା ଦେଖିବାକୁ ବିଲକୁଲ ବି ଭଲ ଲାଗୁ ନାହିଁ ।

୩. ଆୟଶା ଟାକିୟା

ଆୟଶା ଟାକିୟା ବଲୀଉଡର ଲୋକପ୍ରିୟ ଅଭିନେତ୍ରୀ ରହିସାରିଛନ୍ତି, ଆପଣଙ୍କୁ କହିଦେଉଛୁ କି ବର୍ତ୍ତମାନ ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବିଦାୟ କହିସାରିଛନ୍ତି । ସେ ବି ନିଜ ଚେହେରାର ପ୍ରାୟତଃ ପ୍ଲାସ୍ଟିକ ସର୍ଜରୀ କରାଇଛନ୍ତି, ଯେଉଁ କାରଣରୁ ତାଙ୍କର ଚେହେରା ବର୍ତ୍ତମାନ ବିଲକୁଲ ବି ସୁନ୍ଦର ଲାଗୁ ନାହିଁ, କିନ୍ତୁ ସେ ପୂର୍ବରୁ ବହୁତ ସୁନ୍ଦର ନଜର ଆସୁଥିଲେ ।

୪. ସାରା ଖାନ

ସାରା ଖାନ ଟିଭି ଜଗତର ଜଣା ଶୁଣା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି, ଆପଣଙ୍କ ଜାଣିବା ନିମନ୍ତେ କହିଦେଉଛୁ କି ପୂର୍ବରୁ ଏହି ଅଭିନେତ୍ରୀ ବହୁତ ହିଁ ଅଧିକ ସୁନ୍ଦର ଦେଖା ଯାଉଥିଲେ । କିନ୍ତୁ ସେ ନିଜର ପ୍ଲାସ୍ଟିକ ସର୍ଜରୀ କରି ନିଜର ଚେହେରାର ସୁନ୍ଦରତାକୁ କମ କରିଦେଇଛନ୍ତି ।