ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଟପ 5 ଫେମସ ବାପ ପୁଅଙ୍କ ଯୋଡି

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଗୋଟିଏ ଫିଲ୍ମରେ ହିରୋ ଓ ହିରୋଇନ ଛଡା ଜଣେ ପିତା ବି ମୁଖ୍ୟ ଭୂମିକାରେ ଥାନ୍ତି । ଯିଏ ଫିଲ୍ମରେ ନିଜର ଝିଅ କିମ୍ବା ପୁଅ ସହିତ ଗୋଟିଏ ଭଲ ବଣ୍ଡ ଶେୟାର କରିଥାନ୍ତି । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଫିଲ୍ମ ଭଳି ଅସଲ ଜୀବନରେ ବି ସାଉଥ ଇଣ୍ଡଟ୍ରିରେ ଏମିତି ବହୁତ ବାପା ଓ ପୁଅ ଯୋଡି ଅଛନ୍ତି ଯାହାଙ୍କ ମଧ୍ୟରେ ଅଳ୍ପ ମତଭେଦ ଓ ବହୁତ ଭଲ ପାଇବା ସବୁକିଛି ଥାଏ । ସେଥିପାଇଁ ତ ସେମାନେ ଆଜି ମୋସ୍ଟ ପପୁଳାର ବାପା ଓ ପୁଅ ଯୋଡିଙ୍କ ମଧ୍ୟରେ ସାମିଲ ଅଛନ୍ତି । ଆଜି ଆମେ ଆପଣଙ୍କୁ ସେହି ଟପ ୫ ବାପା ଓ ପୁଅ ଯୋଡିଙ୍କ ବିଷୟରେ କହିବୁ ଯେଉଁମାନେ ପରସ୍ପରକୁ ବହୁତ ଭଲ ପାଆନ୍ତି ।

ଜୁନିୟର ଏନଟିଆର

ତେଲୁଗୁ ଫିଲ୍ମରେ ନିଜର ଦମଦାର ଆକ୍ସନ ଓ ଅଭିନୟ ପାଇଁ ପ୍ରସିଦ୍ଧ ଅଟନ୍ତି ଅଭିନେତା ନନ୍ଦମୂରି ତାରକ ରାମାରାୱ । ଯାହାଙ୍କୁ ଜୁନିୟର ଏନଟିଆର ନାମ ଦ୍ଵାରା ଜଣାଯାଏ । ଯଦି ତାଙ୍କର ପିତାଙ୍କ ବିଷୟରେ କହିବା ତେବେ ତାଙ୍କର ପିତାଙ୍କ ନାମ ନନ୍ଦମୂରି ହେରେକ୍ରୀଷ୍ଣା ଅଟେ । ଯିଏକି ଜଣେ ଅଭିନେତା ଓ ରାଜନେତା ଥିଲେ । ସେ ବହୁତ ଜବରଦସ୍ତ ଫିଲ୍ମରେ ଅଭିନୟ କରିଛନ୍ତି । କିନ୍ତୁ ନନ୍ଦମୂରି ହେରେକ୍ରୀଷ୍ଣାଙ୍କ ଦେହାନ୍ତ ହୋଇ ଯାଇଛି । କିନ୍ତୁ ଯେତେ ଦିନ ପର୍ଯ୍ୟନ୍ତ ସେ ବଞ୍ଚି ଥିଲେ ତେବେ ସେ ନିଜର ପୁଅର ସମସ୍ତ ସ୍ଵପ୍ନକୁ ପୁରା କରିଛନ୍ତି ।

ରାମ ପୋଥିନେନୀ

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣା ଶୁଣା ଷ୍ଟାର ଅଟନ୍ତି ରାମ ପୋଥିନେନୀ । ସେ ନିଜର ପ୍ରୋଫେସନାଲ ଲାଇଫରେ ଯେତେ ସଫଳ ଅଟନ୍ତି ସେତିକି ନିଜର ପର୍ସନାଳ ଲାଇଫରେ ବି ସଫଳ ଅଟନ୍ତି । କହିବାକୁ ଗଲେ ସେ ନିଜର ପିତାଙ୍କ ସହିତ ଭଲ ସମ୍ପର୍କ ରଖିଛନ୍ତି । ଆପଣଙ୍କୁ କହିଦେଉଛୁ କି ତାଙ୍କ ପିତାଙ୍କ ନାମ ମୂରଲୀ ପୋଥିନେନୀ ଅଟେ ।

ବିକ୍ରମ

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁତ ବଳ୍କ ବାଷ୍ଟର ଫିଲ୍ମରେ ଅଭିନୟ କରି ବିକ୍ରମ ସାଉଥ ଇଣ୍ଡଷ୍ଟ୍ରିର ସବୁଠୁ ଲୋକପ୍ରିୟ ଅଭିନେତା ହୋଇଯାଇଛନ୍ତି । ଯାହାଙ୍କର ପିତା ଆଜି ଏହି ଦୁନିଆରେ ନାହାନ୍ତି । କିନ୍ତୁ ପିତାଙ୍କ ସହ ବିକ୍ରମଙ୍କର ଭଲ ସମ୍ପର୍କ ଥିଲା । ଆପଣଙ୍କୁ କହିଦେଉଛୁ କି ତାଙ୍କ ପିତାଙ୍କ ନାମ ବିନୋଦ ରାଜ ଅଟେ । ଯିଏକି ଜଣେ ଅଭିନେତା ଅଟନ୍ତି ।

ପ୍ରଭାସ

ବାହୁବଳି ଫିଲ୍ମ ପରେ ଏମିତି କୌଣସି ବ୍ୟକ୍ତି ନାହାନ୍ତି ଯିଏକି ପ୍ରଭାସକୁ ଜାଣି ନାହାନ୍ତି । କିନ୍ତୁ ପ୍ରଭାସ ବାହୁବଳି ଫିଲ୍ମ ପୂର୍ବରୁ ବି ବହୁତ ଫେମସ ଥିଲେ । ଆଦି ତାଙ୍କର ପିତାଙ୍କ ବିଷୟରେ କହିବା ତେବେ ତାଙ୍କର ପିତାଙ୍କ ନାମ ସୂର୍ୟନାରାୟଣ ରାଜୁ ଅଟେ । ଯିଏକି ତେଲୁଗୁ ଫିଲ୍ମ ଗୁଡିକର ପ୍ରଡ୍ୟୁସର ଅଟେ । କିନ୍ତୁ ଆପଣଙ୍କୁ କହିଦେଉଛୁ କି ତାଙ୍କର ପିତା ୨୦୧୦ରେ ଦେହାନ୍ତ ହୋଇଯାଇଛି । କିନ୍ତୁ ସବୁବେଳେ ହିଁ ସେ ନିଜର ପିତାଙ୍କ ସହିତ ଭଲ ସମ୍ପର୍କ ରଖିଛନ୍ତି ।

ରାମଚରଣ

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁତ ସୁପରହିଟ ଫିଲ୍ମ ଦେଇଥିବା ଅଭିନେତା ରାମ ଚରଣଙ୍କ ପିତାଙ୍କ ନାମ ଚିରଞ୍ଜିବୀ ଅଟେ । ଯିଏକି ବର୍ତ୍ତମାନ ସମୟରେ ସମସ୍ତଙ୍କର ପସନ୍ଦିତା ଅଭିନେତାମାନଙ୍କ ମଧ୍ୟରେ ଜଣେ ଅଟନ୍ତି । ରାମାଚାରଣ ଓ ତାଙ୍କର ପିତା ଚିରଞ୍ଜିବୀଙ୍କ ଅମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।