ଏମାନେ ହେଲେ South ର ସବୁଠୁ ଧନୀ ମେଗା ଷ୍ଟାର, ଯାହାଙ୍କର ମୋଟ ସମ୍ପତି କେତେ ଜାଣିଲେ ଆପଣଙ୍କ ମୁଣ୍ଡ ବୁଲେଇବ, ଜାଣନ୍ତୁ ନମ୍ବର 1 ରେ ଅଛନ୍ତି କେଉଁ ଷ୍ଟାର ?

ନମସ୍କାର ବନ୍ଧୁଗଣ ଆଜି କାଲି ବଲିଉଡ ଠାରୁ ଅଧିକ ଲୋକ ମାନେ ଏବେ ସାଉଥ ଜଗତ କୁ ଅଧିକ ଭଲ ପାଉଛନ୍ତି ଏବଂ ଅଧିକ ପସନ୍ଦ କରୁଛନ୍ତି। ଟିଭିରେ ମଧ୍ୟ ସାଉଥ ର ସିନେମା ହିଁ ଅଧିକ ପ୍ରସାରିତ ହେଉଛି। କିନ୍ତୁ ବଲିଉଡ ର ଦର୍ଶକ ମାନଙ୍କୁ ସାଉଥ ଜଗତ ବିଷୟରେ ବହୁତ କମ ସୂଚନା ରହିଥାଏ। କିନ୍ତୁ ସାଉଥ ର ଦେଖି ଥିବା ସମସ୍ତ ସିନେମା ଏବଂ ସାଉଥ ର ଅଭିନେତା ଅଭିନେତ୍ରୀ ମାନେ ବେଶ ଭଲରେ ମନ ରହିଥାନ୍ତି। ଦର୍ଶକ ମାନେ ସେମାନଙ୍କ ର ଅଭିନୟ କୁ ମଧ୍ୟ ବହୁତ ପସନ୍ଦ କରନ୍ତି।

ଏବଂ ହିନ୍ଦୀ ସିନେମା ଅପେକ୍ଷା ଏବେ ସାଉଥ ର ସମସ୍ତ ସିନେମା କୁ ବେଶୀ ଅଧିକ ପସନ୍ଦ କରୁଛନ୍ତି। ଏବଂ ଏବେ ବଲିଉଡ ସାଉଥ ର ସିନେମା କୁ କପି କରି ନିଜେ ହିନ୍ଦୀ ସିନେମା ପ୍ରସ୍ତୁତ କରୁଛନ୍ତି। ଏବଂ ତାଛଡା ବଲିଉଡ ର ଅନେକ ଅଭିନେତା ଏବଂ ଅଭିନେତ୍ରୀ ବଲିଉଡ ଅପେକ୍ଷା ସାଉଥ ସିନେମାରେ କାମ କରିବାକୁ ବେଶୀ ପସନ୍ଦ କରୁଛନ୍ତି।

ଏବଂ ସାଉଥ ର ଅଭିନେତା ଅଭିନେତ୍ରୀ ସିନେମା ଆଦି ପାଇଁ ଲୋକ ମାନଙ୍କ ମନରେ ଏବେ ଅଲଗା କ୍ରେଜ ରହିଛି। ଏବଂ ବଲିଉଡ ଭଳି ସାଉଥ ର ଅଭିନେତା  ଏବଂ ଅଭିନେତ୍ରୀ ମାନେ କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି।

ଆଜି ଆମେ ସେହି ସାଉଥ ର ଅଭିନେତା ମାନେ କେତେ ଧନୀ ଅଛନ୍ତି ସେ ବିଷୟରେ ଆଲୋଚନା କରିବା। ତେବେ ଚାଲନ୍ତୁ ଜାଣିନେବା କେଉଁ ଅଭିନେତା ଅଧିକ ଧନୀ। ଏବଂ ତାଙ୍କ ସମ୍ପତ୍ତି ବିଷୟରେ ମଧ୍ୟ ଆଲୋଚନା କରିବା।

୧- ପ୍ରଥମ ଅଭିନେତା ହେଉଛନ୍ତି ସାଉଥ ର ସୁପରଷ୍ଟାର କିମ୍ବା ସାଉଥ ର ଭଗବାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ହେଉଛନ୍ତି ରଜନୀ କାନ୍ତ। ରଜନୀକାନ୍ତ ନିଜ ର ଅଭିନୟ ରେ ଲୋକମାନଙ୍କ ହୃଦୟ ରେ ନିଜର ଏକ ସ୍ଥାନ ଗଢି ପାରିଛନ୍ତି। ତାଙ୍କ ର ଅଭିନୟ ଏବଂ ସିନେମା କୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥାନ୍ତି। ରଜନୀକାନ୍ତ କମ ରୁ କମ ୪୨୯ କୋଟି ର ସମ୍ପତ୍ତି ର ମାଲିକ ସେ।

୨- ଦ୍ଵିତୀୟ ଅଭିନେତା ହେଉଛନ୍ତି ନନ୍ଦମୁରି ବାଳକୃଷ୍ଣ। ଏ ମଧ୍ୟ ସାଉଥ ର ଜଣେ ସଫଳ ଏବଂ ଲୋକ ପ୍ରିୟ ଅଭିନେତା ସେ ନିଜର ଅଭିନୟ ରେ ସମସ୍ତଙ୍କ ହୃଦୟ ଜିଣିବା ରେ ସଫଳ ହୋଇ ଛନ୍ତି। ତାଙ୍କର ସିନେମା ପାଇଁ ଲୋକମାନେ ବହୁତ ଅପେକ୍ଷା କରି ରହିଥାନ୍ତି କି କେବେ ଆସିବ। ସେ ୮୫୯ କୋଟି ଟଙ୍କାର ସମ୍ପତ୍ତି ଅଛି। ୩- ତୃତୀୟ ଅଭିନେତା ହେଉଛନ୍ତି ଚିରଞ୍ଜିବି। ଚିରଞ୍ଜିବି ସାଉଥ ଜଗତ ସହିତ ବଲିଉଡ ରେ ମଧ୍ୟ ବହୁତ ଲୋକ ପ୍ରିୟ ଅଭିନେତା। ଏବଂ ଜଣେ ପ୍ରସିଦ୍ଧ ଏବଂ ଲୋକପ୍ରିୟ ଅଭିନେତା। ସେ ନିଜର ନୂତନ ପ୍ରକାର ର ଅଭିନୟ ରେ ସମସ୍ତ ଙ୍କୁ ନିଜ ପ୍ରତି ଆକର୍ଷିତ କରିଛନ୍ତି। ଏବଂ ଲୋକ ମାନଙ୍କ ହୃଦୟ ରେ ଘର ମଧ୍ୟ କରିଛନ୍ତି। ଏବଂ ସେ ନିଜର ନୃତ୍ୟ ପାଇଁ ମଧ୍ୟ ପରିଚିତ।ସେ ୧୫୪୩ କୋଟି ଟଙ୍କାର ସମ୍ପତ୍ତି ରହିଛି।

୪- ଚତୁର୍ଥ ଅଭିନେତା ହେଉଛନ୍ତି ନାଗାର୍ଜୁନ। ନାଗାର୍ଜୁନ ସାଉଥ ସିନେମା ସହିତ ବଲିଉଡ ରେ ହିନ୍ଦୀ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି। ସେ ନିଜର ସୁନ୍ଦର ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ ଜିଣିବା ରେ ସଫଳ ହୋଇଛନ୍ତି। ଏବଂ ଏବେ ତାଙ୍କୁ କୌଣସି ପରିଚୟ ର ଆବଶ୍ୟକତା ନାହିଁ।ତାଙ୍କୁ ମାଶ ସିନେମା ପର ଠାରୁ ଅଧିକ ଲୋକପ୍ରିୟତା ମିଳିଥିଲା। ସେ ୨୮୪୯ କୋଟି ଟଙ୍କାର ସମ୍ପତ୍ତି ର ମାଲିକ ଏବଂ ସାଉଥ ର ସବୁଠୁ ଧନୀ ଅଭିନେତା ମଧ୍ୟ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।