ଏହି ଅଭିନେତ୍ରୀ ପିଲା ମାନଙ୍କ ପାଇଁ ନିଜର ସଫଳ କ୍ୟାରିୟର ମଧ୍ୟ ଛାଡି ଦେଲେ, କିନ୍ତୁ ସ୍ଵାମୀ କରିଥାଏ ଟିଭିରେ ରାଜ

ଆମେ ଯେଉଁ ଟିଭି ଜଗତର ଅଭିନେତ୍ରୀଙ୍କ ବିଷୟରେ କଥା ହେଉଛୁ, ତାଙ୍କୁ କାଂଚୀ କୌଲ ନାମରେ ଜଣାଯାଏ । କାଂଚୀ କୌଲ ଗୋଟିଏ ସମୟରେ ଟିଭି ଜଗତର ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ଜଣେ ଥିଲେ । କିନ୍ତୁ ସିରିୟଲରେ କାମ କରୁ କରୁ ତାଙ୍କୁ ଶବ୍ବୀର ଅହଲୂବାଲିୟାଙ୍କ ସହ ପ୍ରେମ ହୋଇଗଲା । ଏହା ପରେ ଦୁଇ ଜଣ ବିବାହ କରିବା ପାଇଁ ନିଷ୍ପତି ନେଲେ ।

ବିବାହ ପରେ କାଂଚୀ କୌଲ ଦୁଇଟି ଜାଁଳା ପିଲାଙ୍କର ମା ହୋଇଗଲେ । ପିଲାମାନଙ୍କ ପାଳନ ପୋଷଣ ହିଁ କାଂଚୀ କୌଲଙ୍କ ଜୀବନର ମୂଳ ଲକ୍ଷ ହୋଇଗଲା । ଏହି କାରଣରୁ କାଂଚୀ କୌଲ ନିଜର ସଫଳ କ୍ୟାରିୟରକୁ ଛାଡି ଦେଲେ । କାଂଚୀ କୌଲ ହିଁ ନୁହେଁ ଅଥବା ଅନ୍ୟ କେତେକ ଅଭିନେତ୍ରୀମାନେ ବି ମା ସୁଖ ପାଇବା ପାଇଁ ନିଜର କ୍ୟାରିୟରକୁ ଛାଡିବା ପାଇଁ ବାଧ୍ୟ ହୋଇଛନ୍ତି ।

ଅନ୍ୟ ପଟେ କାଂଚୀ କୌଲଙ୍କ ସ୍ଵାମୀ ଶବ୍ବୀର ଆହଲୂବାଲିୟା ଲୋକପ୍ରିୟ ଶୋ କୁମକୁମ ଭାଗ୍ୟରେ ଦ ରକସ୍ଟାରର ଚରିତ୍ରରେ ନଜର ଆସୁଛନ୍ତି । ଶବ୍ବୀର ଆହଲୂବାଲିୟାଙ୍କ ଶୋ କୁ ବହୁତ ପସନ୍ଦ ବି କରାଯାଉଛି । ଅନ୍ୟ ପଟେ ତାଙ୍କର ପତ୍ନୀ କାଁଚୀ ନିଜର ଦୁଇ ସନ୍ତାନଙ୍କ ସହ ବହୁତ ଖୁସିରେ ଅଛନ୍ତି ।

ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।