ନିଜର ପ୍ରଥମ ମ୍ୟାରେଜ ଆନିଭର୍ସରୀ ପରିବାର ସହ କିପରି ପାଳନ କଲେ ଚନ୍ଦନ ଓ ମାହି

ଓଡିଆ ସିରିଏଲ ଜଗତର ଥିବା ଚଡନ ଓ ମାହି ଅଭିନେତା ଓ ଅଭିନେତ୍ରୀ ହିସାବରେ ବହୁତ ଚିହ୍ନା ଜଣା ଲୋକ ଅଟନ୍ତି । ଦୁଇଜଣ ଗୋଟିଏ ସିରିଏଲରେ ଅଭିନୟ କରି ସଫଳତା ଅର୍ଜନ କରିଛନ୍ତି । ତେଣୁ ଆମେ ତାଙ୍କୁ ଅଶେଷ ଶୁଭ କାମନା ଜଣାଉଛୁ । ଦୁଇ ଜଣ ପ୍ରେମ କରି ବିଭାହୀତ ମଧ୍ୟ ହୋଇଥିଲେ ।  ଦୁଇଜଣ ପ୍ରେମ ବିଭାହ କରିବା ପରେ ତାଙ୍କର ଗୋଟିଏ ସନ୍ତାନ ମଧ୍ୟ ହେଇଛି ।

ଏହାପରେ ସେ ଦୁହେଁ ମିଶି ବହୁତ ଧୁମ ଧାମରେ ପାଳନ କରିଛନ୍ତି ଓ ଏଥିରେ କିଛି ନାମୀ ଦାମୀ କଳାକାର ମଧ୍ୟ ଯୋଗ ଦେଇଥିଲେ ଯଥା ଚଳଚିତ୍ର ଜଗତରେ କାମ କରୁଥିବା କିଛି ଲୋକ ଏଠାକୁ ଆସିଥିଲେ ।

ସେହି ଦୁଇଜଣ ମିଶି ଘରେ ରୋଷେଇ କରି ଓ କେକ କାଟି ବହୁତ ମଜାରେ ସେମାନେ ନିଜର ପ୍ରଥମ ଆଣିଭଶ୍ରୀ ପାଳନ କରିଛନ୍ତି । ସେମାନେ ସବୁଠୁ ଅଧିକା ପପୁଳାର ଯୋଡି ଭାବରେ ପରିଚିତ । ସେମାନେ ଯେତେବେଳେ ପ୍ରଥମ ସିରିଏଲ ଆରମ୍ଭ କରିଥିଲେ ସେହି ସମୟରେ ଦୁହେଁଙ୍କର ଭଲ ପାଇବା ଆରମ୍ଭ ହୋଇଥିଲା ଓ ଏହାପରେ ଦୁହେଁ ୨୦୨୦ରେ ବିଭା ହୋଇଥିଲେ । 

ସେମାନଙ୍କର ଯୋଡି ଦର୍ଶକ ମାନେ ଦେଖି ବହୁତ ଖୁସି ମଧ୍ୟ ହୋଇଥାନ୍ତି । ସେ ମଧ୍ୟ ବହୁତ ଭଲ ଅଭିନୟ କରନ୍ତି । ତାଙ୍କର ଏହି ଅଭିନୟ ଦେଖି ବହୁତ ପ୍ରଶଂସା ମଧ୍ୟ କରନ୍ତି । ତାଙ୍କର ଏହି ସିରିଏଲ ବହୁତ ଲୋକ ପ୍ରିୟ ହୋଇଛି । ପ୍ରଥମ ବାର୍ଷିକ ଉତ୍ସବ ବହୁତ ଧୂମ ଧାମରେ ମାହିଙ୍କର ଭଉଣୀ ଓ ଭିଣୋଇଙ୍କ ସହ ପାଳନ କରୁଛନ୍ତି ଓ ତାଙ୍କ ଦୁଇ ଝିଅ ଏବଂ ମାହିଙ୍କର ଝିଅ ମିଶି ବହୁତ ମଜାକରି ନିଜ ଆନିବର୍ସରୀ ରେ ନଜରରେ ଆସିଥିଲେ ।

ନିଜ ପରିବାରର ଲୋକ ଚନ୍ଦନଙ୍କ ସାଙ୍ଗ ନଜରକୁ ଆସିଥିଲେ ବ୍ୟତିତ ମାହିଙ୍କ ସାଙ୍ଗ ମଧ୍ୟ ଏଥିରେ ନଜରକୁ ଆସିଥିଲେ । ଏଥିରେ ଚନ୍ଦନ ଓ ମାହି ଦୁଇ ଜଣ ଯାକ କେକ କାଟିବା ସହିତ ନିଜର ପ୍ରଥମ ବିଭାହ ଉତ୍ସବକୁ ବହୁତ ଧୂମ ଧାମରେ ପାଳନ କରିଥିଲେ । ଏହା ଛଡା ଭୋଜି ଭାତ କରି ବହୁତ ମଜା କରିଛନ୍ତି ବୋଲି ଶୁଣିବାକୁ ମିଳିଛି । ତେବେ ଏହି ଦୁଇଜଣ ସିରିଏଲ ଆରମ୍ଭରୁ ପ୍ରେମ କରି ବିଭାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଏବେ ଦୁଇଜଣ ନିଜ ଜୀବନରେ ବହୁତ ଭଲରେ ଦିନ କାଟୁଛନ୍ତି ଏବଂ ବହୁତ ଭଲରେ ଖୁସିରେ ଅତିବାହିତ କରୁଛନ୍ତି । ଏବେ ଚନ୍ଦନ କହୁଛନ୍ତି କି ଆମେ ସିନେମା ଜଗତକୁ କିଛି ଚଳଚିତ୍ର କରି ଆଉ କିଛି ଦିନ ଭିତରେ ସିରିଏଲ ଜଗତକୁ ଫେରିବୁ ଏବଂ ମାହି ମଧ୍ୟ ଖୁବ ଶୀଘ୍ର ଫେରିବେ ବୋଲି କହିଛନ୍ତି ।