Terence Lewis ଏମିତି ଅଶ୍ଳୀଳ ଭାବରେ ଛୁଇଂଲେ Noraଙ୍କୁ? ନିଜେ କହିଲେ ଏହା ପଛର କଥା

ସୋମବାର ଠାରୁ କୋରିୟଗ୍ରାଫର ଟେରେନ୍ସ ଲୁଇ ଏବଂ ନୋରା ଫତେଲି ଙ୍କ ବିବାଦୀୟ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ରେ ଟେରେନ୍ସ ନୋରାଙ୍କୁ ପଛପଟୁ ଛୁଇଁବାର ଦେଖାଯାଉଛି । ସୋସିଆଲ ମିଡିଆରେ ଏହି ଫଟୋ ବହୁତ ଶୀଘ୍ର ଭାଇରାଲ ହୋଇଥିଲା ଆଊ ଟେରେନ୍ସ ଙ୍କ ଉପରେ ଆରୋପ ଲାଗିଥିଲା କି ନୋରା ଫତେଲି ଙ୍କୁ ସେ ଭୁଲ ବ୍ୟବହାର ଦେଖାଇ ତାଙ୍କୁ ଛୁଇଁ ଚନ୍ତି ।

ଏହି କଥାକୁ ନେଇ ଟେରେନ୍ସ ଙ୍କୁ ଟ୍ରୋଲ ର ଶିକାର ହେବାକୁ ପଡ଼ିଛି । ନୋରା ଙ୍କ ଫ୍ୟାନ ଟେରେନ୍ସ ଙ୍କୁ ବହୁତ ଗାଳି କରିଛନ୍ତି । ଏହା ସହିତ ତାଙ୍କ ଉପରେ ଆରୋପ ଲଗାଇଛନ୍ତି କି ସେ ନୋରା ଙ୍କୁ ଦୁର୍ବ୍ୟବହାର କରିଛନ୍ତି ଏବଂ ସେଥିପାଇଁ ତାଙ୍କୁ ନୋରା ଙ୍କୁ ଭୁଲ ମାଗିବା ଉଚିତ । ସୋସିଆଲ ମିଡିଆରେ ଟେରେନ୍ସ ଙ୍କୁ ବହୁତ ଲୋକ ବହୁତ ଖରାପ ଗାଳି ଦେଇଛନ୍ତି ।

ଲୋକ କହିଛନ୍ତି ଟେରେନ୍ସ ଙ୍କ ପରି ଏତେ ବଡ଼ ଲୋକ ଏତେ ବଡ଼ ମଞ୍ଚ ରେ ଏମିତି କାମ କେମିତି କରିପାରିଲେ । ଏହା ପରେ ନୋରା ଙ୍କ ବୟାନ ଆସିଛି ଏହି ମାମଲାରେ । ଅସଲ ରେ ଇଣ୍ଟର୍ନେଟ ଜମାନରେ ଷ୍ଟାର ମାନଙ୍କ ଫଟୋ ସହିତ ଓଲଟ ପାଲଟ କରିବା କିଛି ବଡ଼ କଥା ନୁହେଁ । ଫଟୋ କୁ ଭୁଲ ଭାବରେ ତିଆରି କରାଯାଇଛି ଏବଂ ଏହାର ଶିକାର ହୋଇଛନ୍ତି ନୋରା ଫତେଇ ଏବଂ ଟେରେନ୍ସ ଲୁଇସ ।

ଏହି କଥାର ବୟାନ ନିଜେ ନୋରା ଫତେଇ ଦେଇଛନ୍ତି । ଏବଂ କହିଛନ୍ତି କି ତାଙ୍କ ସହିତ ଟେରେନ୍ସ ଲୁଇସ କୌଣସି ପ୍ରକାରର ଦୁର୍ବ୍ୟବହାର କରିନାହାନ୍ତି । ଗୀତା ଏବଂ ଟେରେନ୍ସ ସବୁ ବେଳେ ତାଙ୍କ ସହିତ ବହୁତ ଭଲ ବ୍ୟବହାର କରିଛନ୍ତି ଏବଂ ସେଥିପାଇଁ ସେ ତାଙ୍କ ପାଖରେ ଚିର ରୁଣୀ ବୋଲି କହିଛନ୍ତି ନୋରା ଫତେଇ ।

ନୋରା ଙ୍କ ଏହି ପୋଷ୍ଟ ରେ ଟେରେନ୍ସ ମଧ୍ୟ କମ୍ମେନ୍ଟ କରିଥିଲେ ଏବଂ ସମସ୍ତଙ୍କ ମୁହଁ ବନ୍ଦ କରିଥିଲେ । ଏବେ ନୋରା ଫତେଇ ଏହି କଥା ର ସତ୍ୟତା ଜଣାଇ ଏହି ମାମଲାକୁ ଟ୍ରୋଲ ହେବାରୁ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି ।

ତେବେ ଟେରେନ୍ସ ଙ୍କୁ ନେଇ ଆପଣଙ୍କ ମତାମତ ଆମକୁ ଜାଣନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।