ବହୁତ ସୁନ୍ଦର ଅଟନ୍ତି ରାମାୟଣର ଏହି ୫ ଜଣ କଳାକାରଙ୍କ ଝିଅମାନେ, ସିତାଙ୍କ ଝିଅଙ୍କୁ ଦେଖିଲେତ ଆଶ୍ଚର୍ଯ୍ୟ ହେଇଯିବେ

କହିବାକୁ ଗଲେ ବର୍ତ୍ତମାନ ଦିନରେ ସମସ୍ତେ ଦୂରଦର୍ଶନ ଉପରେ ପୁନଃ ପ୍ରସାରଣ ହୋଇଥିବା ୧୯୮୭ର ରାମାୟଣ ସିରିୟଲର ବହୁତ ଦିବାନା ହୋଇ ଯାଇଛନ୍ତି । କାରଣ ଲକଡାଉନ ମଧ୍ୟରେ ଲୋକମାନେ ଘରେ ଅଛନ୍ତି ଓ ସମସ୍ତେ ଏହି ଶୋର ଭରପୁର ମଜା ଉଠାଇଛନ୍ତି । କିନ୍ତୁ ବର୍ତ୍ତମାନ ଦିନରେ ଏହି ସିରିୟଲ ଦୂରଦର୍ଶନ ଉପରେ ସମାପ୍ତ ଶେଷ ହୋଇ ଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ଏହି ଶୋର କିଛି କଳାକାର ଚର୍ଚାର ବିଷୟ ହୋଇ ରହିଛନ୍ତି । ଆଜି ଆମେ ଆପଣଙ୍କୁ ଏହି ଶୋ ର କିଛି କଳାକାରମାନଙ୍କ ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ ।

ଅରୁଣ ଗୋବିଲ

ରାମାୟଣ ସିରିୟଲର ମୁଖ୍ୟ ଭୂମିକା ରାମଙ୍କ ଅଭିନୟ କରୁଥିବା ଅରୁଣ ଗୋବିଲ ତାଙ୍କର କିରଦାର କାରଣରୁ ଆଜି ବି ତାଙ୍କୁ ମନେ ପକାଯାଏ । କହିବାକୁ ଗଲେ ଅରୁଣ ଗୋବିଲଙ୍କ ଝିଅ ସୋନିକା ଗୋବିଲ ଅଟନ୍ତି । ଆପଣଙ୍କୁ କହିଦେଉଛୁ କି ସୋନିକା ଗୋବିଲ ବହୁତ ହିଁ ସୁନ୍ଦର ନଜର ଆସନ୍ତି ।

ଦୀପିକା ଚିଖଲିୟା

ଦୀପିକା ଚିଖଲିୟା ସିରିୟଲ ରାମାୟଣରେ ସୀତାଙ୍କ ରୋଲ କରିଥିଲେ । ଆପଣଙ୍କୁ କହିଦେଉଛୁ କି ବର୍ତ୍ତମାନ ହିଁ ଦୀପିକା ଚିଖଲିୟାଙ୍କୁ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ବାଳ’ରେ ଅଭିନୟ କରୁଥୁବାର ନଜର ଆସିଥିଲେ । ଦୀପିକା ଚିଖଲିୟାଙ୍କ ଦୁଇ ଝିଅ ଜୁହୀ ଓ ନିଧି ଅଛନ୍ତି । ଯେଉଁମାନେ କି ବହୁତ ସୁନ୍ଦର ଅଟନ୍ତି ।

ଦାରା ସିଂହ

ଦାରା ସିଂହ ରାମାୟଣ, ମହାଭାରତ ଓ ବଜରଙ୍ଗବଲି ଭଳି ଶୋରେ ହନୁମାନଙ୍କ ଅଭିନୟ କରିଥିଲେ । ବର୍ଷ ୨୦୧୨ରେ ତାଙ୍କର ନିଧନ ହୋଇ ଯାଇଛି । କିନ୍ତୁ ତାଙ୍କ ଦ୍ଵାରା ଅଭିନୀତ ଏହି ଫିଲ୍ମ ଅମର ହୋଇ ଯାଇଛି । ଆପଣଙ୍କୁ କହିଦେଉଛୁ କି ଦାରା ସିଂହଙ୍କ ତିନୋଟି ଝିଅ ଅଛି । ଯାହାଙ୍କ ନାମ ଲଭଳିନ, କମଳ ଓ ଦୀପା ଅଟେ ।

ପଦ୍ମା ଖନ୍ନା

ପଦ୍ମା ଖନ୍ନା ରାମାୟଣ ସିରିୟଲରେ ରାଜା ଦଶରଥଙ୍କ ତୃତୀୟ ପତ୍ନୀ ଓ ଭରତଙ୍କ ମା କୈକେଇଙ୍କ ଅଭିନୟ କରିଥିଲେ । ସେ ଅନ୍ୟ କେତେକ ସିରିୟଲ ଓ ଫିଲ୍ମରେ ବି କାମ କରିଛନ୍ତି । ପଦ୍ମା ଖନ୍ନାଙ୍କ ଝିଅଙ୍କ ନାମ ନେହା ସିଦାନା ଅଟେ ।

ମୂଳରାଜ ରାଜଦା

ସିରିୟଲ ରାମାୟଣରେ ମୂଳରାଜ ରାଜଦା ସୀତାଙ୍କ ପିତା ରାଜା ଜନକଙ୍କ ଭୂମିକାରେ ଥିଲେ । ମୂଳରାଜ ରାଜଦାଙ୍କ ଝିଅଙ୍କ ନାମ ବୀଜଳ ରାଜଦା ଅଟେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।