ବୟସ ବଢିବା ସହିତ ଆହୁରି ଅଧିକ ସୁନ୍ଦର ଆଉ ବୋଲ୍ଡ ହେବାରେ ଲାଗିଛନ୍ତି TV ର ଏହି 6 ଜଣ ଅଭିନେତ୍ରୀ, ନମ୍ବର 4 ତ ଲାଗନ୍ତି ସବୁଠୁ ଅଧିକ ହଟ

ଅଭିନୟ ଦୁନିଆରେ ନିଜକୁ ସଫଳ କରିବା ପାଇଁ ଆପଣଙ୍କୁ ନାନା ପ୍ରକାର ପ୍ରୟାସ କରିବାକୁ ପଡିଥାଏ ଯଥା ନିଜର ସୁନ୍ଦରତା ଠାରୁ ଆରମ୍ଭ କରି ଶରୀରର ସନ୍ତୁଳନ କୁ ମଧ୍ୟ ସଠିକ ରଖିବାକୁ ହୋଇଥାଏ । ଯେଉଁ କଳାକାର ଏହି ସବୁକୁ ବଜାୟ  ରଖି ଅଭିନୟ କରିଥାଏ ସେ ଅନେକ ସଫଳତା ର ପାହାଚ ଅତିକ୍ରମ କରି ଆଗକୁ ବଢିଥାୟେ । ମନ୍ଦିରା ବେଦି-  ମନ୍ଦିରା ବେଦି ଙ୍କୁ ଆମେ ଅନେକ ଚଳଚିତ୍ର ରେ ଦେଖିବାକୁ ପାଇଛୁ ।

ଏହି  ସୁନ୍ଦରୀ ଅଭିନେତ୍ରୀ ଜଣକ ନିଜର ଫିଟନେସ ପାଇଁ ଆଜି ବି ଲୋକଙ୍କ ନଜରକୁ ଆସନ୍ତି । ସେ ଅଭିନୟ କରିଥିବା ଚଳଚିତ୍ର  “ଦିଲବାଲେ ଦୁଲହନିଆ ଲେ ଯାଏଙ୍ଗେ” ଠାରୁ ଆଜି ପର୍ଯ୍ୟନ୍ତ ମନ୍ଦିରା ବେଦି ନିଜର ସୁନ୍ଦରତା ଉପରେ ବୟସର ଛାପ ଆସିବାକୁ ଦେଇ  ନାହାନ୍ତି।


ଶ୍ଵେତା ତିୱାରି- ଶ୍ଵେତା ତିୱାରି ବହୁଚର୍ଚିତ ଅଭିନେତ୍ରୀ । ତାଙ୍କ ଅଭିନୀତ  ଲୋକପ୍ରିୟ ଧାରାବାହିକ “କସୋଟୀ ଜିନ୍ଦେ ଗିକି” ଘରେ ଘରେ ପରିଚିତ । ସେତେବେଳେ ଶ୍ଵେତାଙ୍କ ସୁନ୍ଦରତା ଯେଭଳି ଥିଲା ଆଜି ବି ସେ ଦୁଇଟି ପିଲାଙ୍କ ମାତୃତ୍ଵ ଲାଭ କାଲା ପରେ ବି ସେମିତି ସୁନ୍ଦରୀ ଓ ଫିଟ ଅଛନ୍ତି।ଏହି ଅଭିନେତ୍ରୀ ଙ୍କୁ ଦେଖି କେହି  ତାଙ୍କ ବୟସ କହିପାରିନି

ଅନିତା ହସନଦାନି – ଅନିତା ଟେଲିଭିଜନ ଦୁନିଆରା ପ୍ରକ୍ଷାତ ଚେହେରା ।  ଅନେକ ସିରିୟାଲ ଓ ମୁଭିରେ ତାଙ୍କ ସୁନ୍ଦରତା ଓ ସୁନ୍ଦର ଅଭିନୟର ପ୍ରମାଣ ଦେଇଛନ୍ତି। ଏହି କିଛି ଦିନ ତଳେ ହି  ସେ ମା ହୋଇଛନ୍ତି ମାତ୍ର ସେ ଆଜି ବି ସେତିକି ଆକର୍ଷଣିୟ ଦେଖା ଯାଉଛନ୍ତି।

ଜେନିଫର ୱିନଗେଟ -ଜେନିଫର ନିଜ  ସୁନ୍ଦରତା  ଓ ସୁନ୍ଦର ଅଭିନୟ ରେ ଅନେକ ଦର୍ଶକଙ୍କୁ ମୋହିତ କରିଛନ୍ତି ସେ ଜଣେ ଏଭଳି ଅଭିନେତ୍ରୀ ଯାହାଙ୍କୁ ଦର୍ଶକ ଉଭୟ ନାୟିକା ଓ ଖଳନାୟିକା ହିସାବରେ ପସନ୍ଦ କରିଛନ୍ତି। ଏହି ଅଭିନେତ୍ରୀ ଙ୍କୁ ଯଥେଷ୍ଟ ବୟସ ହେବା ପରେ ମଧ୍ୟ  ସେ ତାଙ୍କର ସୁନ୍ଦରତା ଓ ଫିଟନେସ ବଜାୟ ରଖିବାରେ ସଫଳ ହୋଇଛନ୍ତି।ଏବେ ବି ତାଙ୍କୁ ଅନେକ ସିରିଏଲ ର ଅଫର ଆସୁଛି ।

ଉର୍ବଶୀ ଢୋଲକିୟା- ଉର୍ବଶୀ ନିଜ ସଫଳତା ପାଇଥିଲେ କସୋଟୀ ” ଜିନ୍ଦେଗିକି ସିରିୟାଲ “ରୁ ମାତ୍ର ସେ ସେତେବେଳେ ଜେଭଳି କୋମଳିକ ଚରିତ୍ର ରେ ଦେଖା ଯାଉଥିଲେ ଆଜି ବି ସେ ସେମିତି ସୁନ୍ଦରି ଅଛନ୍ତି। ନିଜ ଖଳନାୟିକା ଚରିତ୍ରରେ ସେ ଲୋକଙ୍କ ପଖେ ଖୁବ ପ୍ରିୟ । କେହି କେବେ କୋମଳିକ ଙ୍କୁ ଭୁଲି ପରିବନହି। ଉର୍ବଶୀ ଙ୍କୁ ଅବି ୪୧ ବର୍ଷ ବୟସ । ସେ ଜଣେ ସ୍ତ୍ରୀ ଜଣେ ମା ହେଲା ପରେ ବି ସେଭଳି ଅଛନ୍ତି ଯେମିତି ଆମେ ତାଙ୍କୁ ଆଗରୁ ଦେଖିଥିଲୁ।

ଅଞ୍ଚିତ କୋର – ଅଞ୍ଚିତ ଜଣେ ଜଣାଶୁଣା ଅଭିନେତ୍ରୀ ଯିଏ କି ନିଜର ଅକର୍ଷଣିଅ ସୌନ୍ଦର୍ଜ୍ୟ ଦ୍ଵାରା ଅନେକ ଦର୍ଶକଙ୍କ ମନ କିଣି ପରିଛନ୍ତି ।ଏହି ଅଭିନେତ୍ରୀ ଜଣକ ନିଜର ସୁନ୍ଦରତା  ପାଇ ବି ପ୍ରସିଦ୍ଧ ନିଜର ଚରିତ୍ର କୁ ନିପୁଣ ଭାବରେ କରିପାରି ଏହି ଅଭିନେତ୍ରୀ ଅନେକ ଲୋକଙ୍କ ପାଖେରେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି ।