ଦୁଇ ଜଣ ଅନ୍ଧ ନିଜ ଭିତରେ ଝଗଡା କରୁଥିଲେ, ମୁଁ ଜୋରରେ ଚିତ୍କାର କରି କହିଲି, ଛୁରି ଧରିଥିବା ଲୋକ ଜିତିବ, ଆଊ ତା ପରେ…

ଆପଣ ଜାଣିଛନ୍ତି କି ହସିବା ସ୍ୱାସ୍ଥ୍ୟ ପାଇଁ କେତେ ଭଲ ଅଟେ ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଜୋକ ନେଇ ଆସିଛୁ । କହିବାକୁ ଗଲେ ଜୋକ ପଡିବା ଦ୍ଵାରା କିଛି ସମୟ ପାଇଁ ବ୍ୟକ୍ତିର ଚେହେରାରେ ଖୁସି ଚାଲି ଆସେ ଓ ସେ ନିଜର ସମସ୍ତ ଚିନ୍ତାକୁ ଭୁଲିଯାଏ । ଏମତିରେ ଯଦି ଆପଣ କୌଣସି କଥାକୁ ନେଇ ଅଧିକ ଚିନ୍ତିତ ଅଛନ୍ତି ତେବେ ସେହି ଚିନ୍ତାକୁ ଭୁଲିବା ପାଇଁ ଆପଣଙ୍କୁ ଜୋକ ପଢିବା ଆବଶ୍ୟକ ।

ପ୍ରଥମ ଜୋକ

ଆଜିକାଲି ଜମାନାରେ ସବୁଠୁ ଅଧିକ ଚାଲାଖ ସେହି ବ୍ୟକ୍ତି ଅଟେ

ଯିଏ ହୋଟେଲ ବିଲ ଦେବା ସମୟରେ ହାତ ଧୋଇବାକୁ ଚାଲିଯାଏ

ଏହା ପରେ ଆସି କୁହେ

ଆରେ ରହ ମୁଁ ଦେଇ ଦଉଛି

ଦ୍ଵିତୀୟ ଜୋକ

ପ୍ରିୟ ଝିଅମାନେ

ତୁମେ ମାନେ କେତେ ବି

ସଜବାଜ ହୁଅ ନା କାହିଁକି

ଆଜିକାଲି ପୁଅମାନେ

ତୁମକୁ ଗୋଟିଏ ନଜରରେ ଦେଖି କହିଦେବେ କି

ତୁମକୁ ଦିଦି କହିବାର ଅଛି ନା ଆଣ୍ଟି………

ତୃତୀୟ ଜୋକ

ଜାପାନୀ ଭାବନା :

ଯଦି ସିଏ କରିପାରିବ

ତେବେ ମୁଁ କରି ପାରିବି

ଯଦି କେହି ବି କରି ପାରୁ ନାହାନ୍ତି

ତେବେ ନିଶ୍ଚିତ ଭାବରେ ମୁଁ କରିବି ।

ଭାରତୀୟ ଭାବନା :

ଯଦି ସିଏ କରିଦେଉଛି

ତେବେ ତାକୁ କରିବାକୁ ଦିଅ

ଯଦି କେହି କରିପାରୁ ନାହାନ୍ତି

ତେବେ ମୁଁ କଣ ଜେମ୍ସ ବଣ୍ଡ ଅଟେ

ଚତୁର୍ଥ ଜୋକ

ଜେଜେବାପା : ପୁଅ ଘରୁ ମୋର ଦାନ୍ତ ଆଣିଲୁ

ନାତି : କିନ୍ତୁ ରୁଟି ହୋଇ ନାହିଁ

ଜେଜେବାପା : ଆରେ ରୁଟିକୁ ଛାଡ

ସାମ୍ନାରେ ଗୋଟିଏ ବୁଢୀ ସ୍ମାଇଲ ଦେଉଛି….

ପଞ୍ଚମ ଜୋକ

ଜଣା ନାହିଁ କେମିତି ଫିଲ୍ମରେ

ଟକ୍କର ହେବା ଦ୍ଵାରା ପ୍ରେମ ହୋଇଯାଏ

ମୁଁ ଟକ୍କର ଦେଲି କିନ୍ତୁ

ସେ କହିଲା କି

ଅନ୍ଧ ଦେଖା ଯାଉ ନାହିଁ……..

ଷଷ୍ଠ ଜୋକ

ଦୁଇ ଜଣ ଅନ୍ଧ ନିଜ ଭିତରେ ଝଗଡା କରୁଥିଲେ

ମୁଁ ଜୋରରେ ଚିତ୍କାର କରି କହିଲି

ଛୁରି ଧରିଥିବା ଲୋକ ଜିତିବ

ଦୁଇ ଜଣ ଝଗଡା ଛାଡି ଚାଲି ଗଲେ

ସପ୍ତମ ଜୋକ

ଶିକ୍ଷକ : ଯଦି ଦୁନିଆରେ ବିଜୁଳି ନ ଥାନ୍ତା ତେବେ ଟିଭି କେମିତି ଦେଖିଥାନ୍ତ

ପପୁ : ମହମବତୀ ଜଳାଇ

ଆପଣଙ୍କୁ ଆମର ଏହି ସବୁ ଜୋକ୍ସ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।