ଆଣ୍ଠୁ ଗଣ୍ଠି ବିନ୍ଧା ପରି ଶରୀରର ସବୁ କଷ୍ଟକୁ ସବୁଦିନ ପାଇଁ ମୂଳରୁ ଶେଷ କରିଦେବ ଏହି 5 ଟଙ୍କାର ଜିନିଷ

ଆଜି କାଲିର ସମୟରେ ମଣିଷ କାମ କାର୍ଯ୍ୟରେ ଏତେ ଥକି ଯାଉଛି କି ତାକୁ ନିଜ ପାଇଁ ଟିକେ ସମୟ ମିଳୁ ନାହିଁ ଏବଂ ସେ ନିଜ ଖାଦ୍ୟ ପେୟର ଧ୍ୟାନ ନେଉ ନାହିଁ । ଏହି କାରଣରୁ ତାଙ୍କ ମଧ୍ୟରେ ଦୁର୍ବଳତା ଆସି ଯାଉଛି ଓ ଏହା ପରେ ଶରୀରର ଅଙ୍ଗରେ ପୀଡା ଅନୁଭବ ହେଉଛି ଓ ଏଥିପାଇଁ ତାଙ୍କୁ ବହୁତ ସାରା ଔଷଧ ବ୍ୟବହାର କରିବାକୁ ପଡୁଛି । ଆଜିର ଏହି ଲେଖା ମାଧ୍ୟମରେ ଏମିତି ଏକ ଘରୋଇ ଉପାୟ ବିଷୟରେ ମୁଁ ଆପଣଙ୍କୁ କହିବି ଯାହାକୁ ବ୍ୟବହାର କରି ଆପଣ ନିଜର ସମସ୍ତ ପୀଡାକୁ ଅତି ସହଜରେ ଶେଷ କରି ପାରିବେ ।

ଆଜି ମୁଁ ଆପଣଙ୍କୁ ଯେଉଁ ଉପଚାର ବିଷୟରେ କହିବି ଏହାକୁ ବନାଇବା ପାଇଁ ଆପଣଙ୍କୁ ବାସ ଦୁଇଟି ସାମଗ୍ରୀର ଆବଶ୍ୟକତା ପଡିବ । ତାହା ହେଲା ସୋରିଷ ତେଲ ଓ ଯାଇ ଫଳ ।ଯାଇ ଫଳ ଆପଣ କୌଣସି ପୁଟୁଳି ବଣିଆ ଦୋକାନରୁ କିଣି ପାରିବେ ଯାହାର ମୂଲ୍ୟ ମାତ୍ର ୫ ଟଙ୍କା ।

ଏହି ଉପଚାରକୁ ବନାଇବା ପାଇଁ ଆପଣ ସର୍ବ ପ୍ରଥମେ ଏକ ଯାଇ ଫଳ ନିଅନ୍ତୁ ଓ ଏହାକୁ ପେଶୀ ତାହାର ପାଉଡର ବନାଇ ଦିଅନ୍ତୁ । ଆପଣଙ୍କୁ କହି ଦେଉଛୁ କି ଜାଇଫଳକୁ ଫଟାଇବା ପରେ ଏହା ଭିତରୁ ଏକ ମଞ୍ଜି ବାହାରିବ ଯାହାକୁ ଆପଣଙ୍କୁ ପେଷିବାର ଅଛି । ଏବେ ଆପଣ ଏହି ପାଉଡର ରୁ ୨ ଚାମଚ କୌଣସି ଏକ ବାଉଲ ରେ କାଢି ନିଅନ୍ତୁ ଓ ସେଥିରେ ୩ ଚାମଚ ସୋରିଷ ତେଲ ମିଶାଇ ଦିଅନ୍ତୁ ଓ ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ ।

ଭଲ ଭାବରେ ମିଶାଇବା ପରେ ଆପଣ ଏହି ପେଷ୍ଟ କୁ ନିଜର ପୀଡା ହେଉଥିବା ଜାଗାରେ ଲଗାନ୍ତୁ ଓ ଏମିତି ହିଁ ଏହାକୁ ଲଗାଇ ଛାଡି ଦିଅନ୍ତୁ । ଏହି ପେଷ୍ଟକୁ ଲଗାଇବା ଦ୍ଵାରା କିଛି ସମୟ ପରେ ଆପଣଙ୍କର ପୀଡା ଶେଷ ହୋଇଯିବ ।

ଯଦି ଆପଣଙ୍କୁ ପ୍ରତିଦିନ ପୀଡା ହେଉଛି ତେବେ ଏହି ପେଷ୍ଟ କୁ ଶୋଇବା ସମୟରେ ଲଗାନ୍ତୁ । ଏହି ପେଷ୍ଟକୁ ସବୁ ଦିନ ଲଗାଇବା ଦ୍ଵାରା କିଛି ଦିନରେ ହିଁ ଆପଣଙ୍କର କଷ୍ଟ ସବୁ ଦିନ ପାଇଁ ଶେଷ ହୋଇଯିବ । ଏହା ଆପଣଙ୍କୁ ଅଣ୍ଟା ବିନ୍ଧା, ଗୋଡ ବିନ୍ଧା, ଆଣ୍ଠୁ ବିନ୍ଧା ଓ ଅନ୍ୟ ସମସ୍ତ ପୀଡା ରୁ ସବୁଦିନ ପାଇଁ ଆରମ ଦେବ ।

ଯଦି ଆପଣ ବା ଆପଣଙ୍କ କୌଣସି ସମ୍ପର୍କୀୟ ଏହି ସମସ୍ୟାରେ ଅଛନ୍ତି ତେବେ ଆପଣ ଆମର ଏହି ଉପାୟକୁ କରି ଦେଖି ପାରିବେ । ଟିପ୍ସ ଟି ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ହିଁ କିଛି ନୂଆ ନୂଆ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହ ଯୋଡି ହୁଅନ୍ତୁ । ଧନ୍ୟବାଦ