ନିର୍ଲଜତାର ସବୁ ସୀମା ଟପିଗଲେ Priyanka Chopra ଓ Nick Jonas, ବିନା ପ୍ଯାଣ୍ଟ ପିନ୍ଧି କରିଲେ କରିଲେ ଡ୍ୟାନ୍ସ, ଭିଡିଓ ହେଉଛି ଭାଇରାଲ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବା କୁ ଯାଉଛୁ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ହଲିଉଡ଼ ଅଭିନେତା ନିକ ଜୋନସ ଙ୍କ ଯୋଡି ବିଷୟରେ । ଯିଏ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆ ରେ ନିଜର ଏକ ଅଶ୍ଲୀଳ ଭିଡିଓ ସେୟାର କରିଥିଲେ । ବନ୍ଧୁଗଣ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ପ୍ରିୟଙ୍କା ନିଜର ଅଭିନୟ ମାଧ୍ୟମରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ସ୍ୱତନ୍ତ୍ର ପରିଚୟ ଏବଂ ଅସ୍ତିତ୍ବ ସୃଷ୍ଟି କରିଛନ୍ତି । ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରନ୍ତି ।

ପ୍ରିୟଙ୍କା ବଲିଉଡ ର ଜଣେ ନାମିଦାମୀ ସୀତାରା ଅଟନ୍ତି । ପ୍ରିୟଙ୍କା ଵିଵାହ କରିଛନ୍ତି ହଲିଉଡ଼ ଇଣ୍ଡଷ୍ଟ୍ରୀ ର ଅଭିନେତା ନିକ ଜୋନସ ଙ୍କୁ । ପ୍ରିୟଙ୍କା ନିକ ଜୋନସ ଙ୍କ ଠାରୁ ବୟସରେ ବଡ଼ ଅଟନ୍ତି । ପ୍ରିୟଙ୍କା ଏବଂ ନିକ ଜୋନସ ଙ୍କ ଏହି ଯୋଡି ସମ୍ବନ୍ଧରେ ରେ ବହୁତ ଚର୍ଚ୍ଚା ଶୁଣିବାକୁ ମିଳେ । ଏହି ଯୋଡିଙ୍କ ଚର୍ଚ୍ଚା ମିଡ଼ିଆ ରେ ପ୍ରାୟତଃ ଦେଖିବାକୁ ଏବଂ ଶୁଣିବାକୁ ମିଳିଥାଏ ।

ଏହି ଯୋଡି ସୋସିଆଲ ମିଡ଼ିଆ ରେ ନିଜର ଫଟୋ ଏବଂ ଭିଡିଓ କୁ ସେୟାର କରିବାର ଦେଖାଯାଏ । ଟିକଟକ ରେ ଏହି ଯୋଡିଙ୍କ ଏକ ଭିଡିଓ ଭାଇରାଲ ହେବାର ଦେଖିବାକୁ ମିଳିଥିଲା । ଏହି ଭିଡିଓ ରେ ପ୍ରିୟଙ୍କା ପ୍ୟାଣ୍ଟଲେସ ଅବସ୍ଥାରେ ଥିଲେ । ଅର୍ଥାତ ସେ କେବଳ ଏକ ଧଳା ରଙ୍ଗ ର ଟି-ସାର୍ଟ ପିନ୍ଧିବାର ଦେଖିବାକୁ ମିଳିଥିଲା ଏବଂ ନିକ ଜୋନସ ଙ୍କୁ ମଧ୍ୟ ପ୍ୟାଣ୍ଟଲେସ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏହି ଭିଡିଓ କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଥିଲେ ।

ଏହି ଭିଡିଓ ଟି ଏକ ମ୍ୟୁସିକ ଭିଡିଓ ସଂଗ ‘ହାଲିୟା’ ର ଥିଲା । ଯାହା ଜୋନସ ବ୍ରଦରସ ଙ୍କ ନୂଆ ସଂଗ ଥିଲା । ଏହି ଭିଡିଓ କୁ ବହୁତ ମାତ୍ରାରେ ସୋସିଆଲ ମିଡ଼ିଆ ରେ ସେୟାର ହେବାର ଦେଖାଯାଇଥିଲା । ଏହି ଭିଡିଓ ସହ ଟିକଟକ ରେ ଡୁଏଟ ମଧ୍ୟ ପ୍ରାୟ ଟିକଟକର କରିଥିଲେ । ଏହି ଭିଡିଓ ରେ ବହୁତ ମାତ୍ରା ରେ ଦର୍ଶକ ମାନଙ୍କ ଭଲ ପାଇବା ମିଳିଥିଲା ଏବଂ ଦର୍ଶକ ମାନେ ଏହି ଯୋଡିର ରୋମାନ୍ସ କୁ ମଧ୍ୟ ବହୁତ ମାତ୍ରା ରେ ପସନ୍ଦ କରିଥିଲେ ।

ନିକ ଜୋନସ ଏବଂ ପ୍ରିୟଙ୍କା ଙ୍କ ଯୋଡି କୁ ବହୁତ ମାତ୍ରା ରେ ଦର୍ଶକ ମାନେ ପସନ୍ଦ କରୁଛନ୍ତି । କେଵଳ ସୋସିଆଲ ମିଡ଼ିଆ ରେ ହିଁ ନୁହେଁ ବ୍ୟକ୍ତିଗତ ଜୀଵନ ରେ ମଧ୍ୟ ଏହି ଯୋଡି ପରସ୍ପର ସହ ବହୁତ ଖୁସି ରେ ଅଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରୀ ରେ ପ୍ରିୟଙ୍କା ନିକ ଙ୍କ ସାଥ ଦେବାରେ ଦେଖାଯାଏ ନାହିଁ ବରଂ ନିକ ପ୍ରିୟଙ୍କା ଙ୍କୁ ବହୁତ ମାତ୍ରା ରେ ସାଥ ଦେଇଥାନ୍ତି । ନିକ ଜୋନସ ଏବଂ ପ୍ରିୟଙ୍କା କେବେ ନିଜ ସମ୍ପର୍କ ରେ ଭୁଲ ବୁଝାମଣା ରଖନ୍ତି ନାହିଁ ।

ନିକଙ୍କ ଆଚାର ଏବଂ ବ୍ୟବହାର ଦେଖିଲେ କେହି କହିବେ ନାହିଁ ଯେ, ସେ ହଲିଉଡ଼ ଇଣ୍ଡଷ୍ଟ୍ରୀ ର ଜଣେ ପ୍ରସିଦ୍ଧ ଅଭିନେତା ଅଟନ୍ତି । ଏହି ଯୋଡି ଙ୍କୁ ସୋସିଆଲ ମିଡ଼ିଆ ହେଉ ଅଥବା ବଲିଉଡ ଇଣ୍ଡଷ୍ଟ୍ରୀ ସବୁଆଡେ ବହୁତ ମାତ୍ରା ରେ ପସନ୍ଦ କରାଯାଉଛି । ଏହି ଯୋଡି ପରସ୍ପର ସହ କରୁଥିବା ମ୍ୟୁସିକ ଭିଡିଓ ବହୁତ ମାତ୍ରାରେ ସୋସିଆଲ ମିଡ଼ିଆ ରେ ସେୟାର କରାଯାଉଛି ।

ଏହି ଯୋଡି ର ସମସ୍ତ ଵୋଲଡ଼ ଏବଂ ହଟ ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆ ରେ ବହୁତ ମାତ୍ରା ରେ ସେୟାର କରାଯାଉଛି । ଦେଖିବାକୁ ଗଲେ ଏହି ଯୋଡି ନିଜର ହଟନେସ ଏବଂ ଵୋଲଡ଼ନେସ ପାଇଁ ବହୁତ ଚର୍ଚ୍ଚା ରେ ଆସୁଛନ୍ତି । ତେବେ ବନ୍ଧୁଗଣ ଆଶା କରୁଛୁ ଏହି ସମ୍ବନ୍ଧରେ ଜାଣି ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।