ପ୍ରତିଦିନ ରାତିରେ ସ୍ତ୍ରୀ ମାନେ ନିଶ୍ଚୟ ଛୁଅନ୍ତୁ ସ୍ଵାମୀଙ୍କର ଏହି ଅଙ୍ଗ, ପୁରା ଘର ହେଇଯିବ କୋଟିପତି- Chanakya Niti

ଚାଣକ୍ୟଙ୍କ ନୀତି ଚାଣକ୍ୟଙ୍କ  ଦ୍ୱାରା ଲିଖିତ ଏକ ନୀତି ଗ୍ରନ୍ଥ ଅଟେ । ଏଥିରେ ଜୀବନକୁ ସୁଖ ମେ କରିବା ପାଇଁ ବହୁତ ବିଚାର ଦିଆଯାଇଛି । ଏହି ନୀତି ଦ୍ୱାରା ଚାଣକ୍ୟ ଚନ୍ଦ୍ରଗୁପ୍ତ ମୋର୍ଯ୍ୟ ଙ୍କୁ ରାଜା କରାଇଥିଲେ । ଆସନ୍ତୁ ଜାଣିବା ଚାଣକ୍ୟଙ୍କର ଏପରି କିଛି ନୀତି ବିଷୟରେ ଯାହାକି ଆପଣଙ୍କୁ ଜୀବନରେ କୌଣସି ନା କୌଣସି ପରିସ୍ଥିତିରେ ଆବଶ୍ୟକ ପଡି ପାରେ । ଆଜି ଆମେ ଚାଣକ୍ୟ ନୀତି ଅନୁସାରେ ଜାଣିବା  ରାତିରେ ସ୍ବାମିର କେଉଁ ଅଙ୍ଗକୁ ସ୍ତ୍ରୀ ନିଶ୍ଚିତ ଭାବରେ ଛୁଇଁବା ଉଚିତ । ଯାହାଦ୍ବାରାକି ଗୃହରେ ସୁଖ ଶାନ୍ତି ଓ ଧନର ବର୍ଷା ହୋଇଥାଏ ।

କିନ୍ତୁ ଏହା ପୂର୍ବରୁ ଚାଣକ୍ୟ ନୀତି ଅନୁସାରେ  ଜାଣିବା ସବୁ ବିବାହିତ ସ୍ତ୍ରୀ ନିଜ ସ୍ୱାମୀକୁ ଏହି ଚାରି ଗୁପ୍ତ କଥା ଲୁଚାଇ ଥାଏ । ଜଣେ ବ୍ୟକ୍ତି ବହୁତ ପ୍ରକାରର ସମ୍ପର୍କରେ ବାନ୍ଧି ହୋଇରହିଥାଏ । ଏଥି ମଧ୍ୟରୁ ସ୍ୱାମୀ ସ୍ତ୍ରୀର ପବିତ୍ର ସମ୍ପର୍କ ଯାହାକି ପରସ୍ପରକୁ ଓ ନିଜ ପରିବାରକୁ ଏକ ସୂତ୍ରରେ ବାନ୍ଧି ରଖିଥାଏ ।

କୌଣସି ସମ୍ପର୍କରେ ଦୃଢତା ସେତେବେଳେ ଆସେ ଯେତେବେଳେ ଏହି ସମ୍ପର୍କରେ ନିବିଡ଼  ବିଶ୍ୱାସ ଥାଏ । ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିଶ୍ୱାସର ଅଭାବ ରୁହେ ତେବେ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ସବୁବେଳେ ସ୍ୱାମୀ ସ୍ତ୍ରୀ ପରସ୍ପର ମଧ୍ୟରେ ନିଜ ଦୁଃଖ ବାଣ୍ଟି ଥାଆନ୍ତି । କିନ୍ତୁ ବେଳେ ବେଳେ ଏମିତି ହୁଏ ଯାହାକି ନିଜର ଦୁଃଖ ପରସ୍ପରକୁ କହି ପାରନ୍ତି ନାହିଁ । ଏଥିପାଇଁ ଦୁଇଜଣଙ୍କ ସଂମ୍ପର୍କ ରେ ଦୂରତା ଆସିଥାଏ । ସେଥିପାଇଁ ନିଜ ଜୀବନ ସାଥି ସହ କୌଣସି କଥା ଲୁଚାଇ ରଖିବା ଉଚିତ ନୁହେଁ ।

ଯାହାଫଳରେ କି ଆପଣଙ୍କ ସମ୍ପର୍କରେ କୌଣସି ଦୂରତା ଆସିବ । ଏବେ ଆସନ୍ତୁ ଜାଣିବା ସେହି ଚାରୋଟି କଥା ଯାହାକି ସବୁ  ସ୍ତ୍ରୀ ନିଜ ସ୍ୱାମୀକୁ ଲୁଚାଇଥାଏ ।

୧- ବିତାଯାଇଥିବା କାଲି

ଆମେ ଆମ ଜୀବନରେ ଅତୀତର ଏମିତି କିଛି କଥା ଚାହିଁଲେ ବି ଭୁଲି ପାରୁନା । ମହିଳା ମାନେ ନିଜ ପ୍ରଥମ ପ୍ରେମକୁ ନିଜ ସ୍ୱାମୀଠାରୁ ଲୁଚାଇ ରଖିଥାଆନ୍ତି । ଏହାର କାରଣ ଅତୀତ କଥା ମନେ ପକାଇ ବର୍ତ୍ତମାନ ଖୁସି ଜୀବନରେ ଅଶାନ୍ତି ସୃଷ୍ଟି କରିବାକୁ ଚାହେଁ ନାହିଁ ।

୨ – ଜଟିଳ ରୋଗ ବିଷୟରେ

ମହିଳା ମାନେ ନିଜ ଭିତରେ ବହୁତ ଦୁଃଖ ଲୁଚାଇ ରଖିଥାଆନ୍ତି । ମହିଳାମାନେ ନିଜର କୌଣସି ରୋଗ ବିଷୟରେ ସ୍ୱାମୀ ଠାରୁ ଲୁଚାଇ ଥାଆନ୍ତି । କାହିଁକି ନା ସେମାନେ ତାଙ୍କ ରୋଗ ପାଇଁ ସ୍ୱାମୀକୁ ଚିନ୍ତାରେ ପକାଇବା ଚାହାନ୍ତି ନାହିଁ ।

୩ – ସିକ୍ରେଟ ଲଭ

କୋୖଣସି ମହିଳା ନିଜର ସିକ୍ରେଟ ଲଭ ବିଷୟରେ ନିଜ ସ୍ୱାମୀକୁ ଜାଣନ୍ତି ନାହିଁ । କାହିଁକି ନା ସେମାନେ ଚାହାନ୍ତି ନାହିଁ କି ଏଥିପାଇଁ ନିଜ ସ୍ୱାମୀ ସହ କୌଣସି ମାନମାଳିନ୍ୟ ହେଉ ।

୪ – ଟଙ୍କା ଲୁଚାଇବା

ସବୁ ମହିଳା ମାନେ ନିଜ ସ୍ୱାମୀଠାରୁ କିଛି ଟଙ୍କା ଲୁଚାଇ ରଖିଥାଆନ୍ତି । କାହିଁକି ନା ଅସମୟରେ ଏହି ଟଙ୍କାର ଠିକ ଉପଯୋଗ କରିପାରିବେ ଓ ନିଜ ସ୍ୱାମୀକୁ କୌଣସି ସମସ୍ୟାରୁ ରକ୍ଷା କରି ପାରିବେ ।

ଏବେ ଆସନ୍ତୁ ଜାଣିବା ତାର ସ୍ବାମିର କେଉଁ ଅଙ୍ଗକୁ ଛୁଇଁବା ଆବଶ୍ୟକ । ସକାଳୁ ଉଠି ସ୍ବାମିର ଗୋଡ଼ ଛୁଇଁ ଆଶୀର୍ବାଦ ନେବା ଉଚିତ ଓ ସନ୍ଧ୍ୟା ବେଳେ ମଧ୍ୟ । ଏହା ଦ୍ୱାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ  ପ୍ରେମ ଭାବନା ଅତୁଟ ରହି ଥାଏ ।