Saif Ali Khan ଓ Amrita ଙ୍କ ଡିଭୋର୍ସ ପରେ କିପରି ବିତିଥିଲା ସାରାଙ୍କ ପିଲା ଦିନ, ଜାଣନ୍ତୁ Sara Ali Khan ଙ୍କ ବିଷୟରେ କିଛି ଅଜଣା କଥା

କେଉଁ ଲୋକମାନେ ତାଙ୍କର ସୁନ୍ଦରତା ଦେଖି ତାଙ୍କୁ ବହୁତ ପସନ୍ଦ କରନ୍ତି ତ କେଉଁ ମାନେ ତାଙ୍କ ବହୁତ ଭଲ ଷ୍ଟାଇଲ ଦେଖି ପସନ୍ଦ କରନ୍ତି । କେହି କେହି ଲୋକ ତାଙ୍କୁ ବହୁତ ସୁନ୍ଦର ସହିତ ବହୁତ ବୃଦ୍ଧିମତି ମଧ୍ୟ କୁହାଯାଏ । ସେ ହେଉଛନ୍ତି ପଟେଲ ପରିବାରର ଅଟନ୍ତି । ଆମେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁ କି ଅମରତା ସିଂହଙ୍କ ଝିଅ ସାରା ଅଲିଖାନ ଅଟନ୍ତି ।

ସେ ତାଙ୍କର ପ୍ରଥମ ଚଳଚିତ୍ର ବଦ୍ରିନାଥରୁ ଆରମ୍ଭ କରିଥିଲେ ସେ ସେଥିରେ ବହୁତ ଭଲ ଅଭିନୟ କରିଥିଲେ । ଯାହା ଦ୍ଵାରା ଲୋକେ ତାଙ୍କୁ ବହୁତ ପସନ୍ଦ ମଧ୍ୟ କରିଥିଲେ । ତାଙ୍କର ଅଭିନୟ ଓ ବହୁତ ସୁନ୍ଦରତା ଦେଖି ବହୁତ ଦର୍ଶକ ତାଙ୍କୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି । ଚଳଚିତ୍ରରେ ଅଭିନୟ କରିଥିବା ସାରା ଅଲିଖାନଙ୍କ ଜନ୍ମ ମୁମ୍ବାଇର ମହାରାଷ୍ଟ୍ର ସହରରେ ହୋଇଥିଲା ।

 

ସେ ୧୨ ଆଗଷ୍ଟ ୧୯୯୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସାରଙ୍କର ପିତାଙ୍କ ନାମ ହେଉଛି  ଶେଫ ଅଲିଖାନ । ତାଙ୍କ ବାପା ମଧ୍ୟ ବଲିଉଡର ନାମ ଦାମୀ କଳାକାର ଅଟନ୍ତି । ସାରା ଅଲି ଛୋଟ ବେଳୁ ବହୁତ ଦୃଷ୍ଟ ଥିଲେ । ସେ ବେଶନ୍ତ ମୋଣ୍ଟେସ୍ଶୋରୀ ବିଦ୍ୟାଳୟରେ ପାଠ ପଡୁଥିଲେ । ଯେଉଁ ସମୟରେ ତାଙ୍କର ବିଦ୍ୟାଳୟରେ ନାମ ଲେଖା ହେବାକୁ ନିଆଗଲା ସେହି ସମୟରେ ତାଙ୍କୁ କିଛି ପ୍ରଶ୍ନ ପଚରା ଗଲା ସେ ସେହି ସମୟରେ ଏକ ଗୀତ ଗାଇ ଥିଲେ ।

ସେ ଦମାଦମ ମସକଲଣ୍ଡର ଗୀତ ଗାଇ ଥିଲେ । କିନ୍ତୁ ତାଙ୍କ ମା ଆଗରୁ କହିଥିଲେ କି ସେଠାରେ କିଛି ହେଲେ ଅସୁବିଧା ନକରିବା ପାଇଁ ସବୁ ଠିକ ଭାବରେ ଉତ୍ତର ଦେବା ପାଇଁ କହିଥିଲେ । ତାଙ୍କ ମାତା ଓ ପିତା ସେଠାରେ ବହୁତ ରାଗି ଯାଇଥିଲେ । ସାରାଙ୍କୁ ଛୋଟ ବେଳୁ ନାଚରେ ବହୁତ ରୁଚି ଥିଲା ଓ ନୂଆ ଡ୍ରେସ ପିନ୍ଧିବାରେ ବହୁତ ସଉକ ଥିଲା ।

ଛୋଟ ବେଳୁ ହିଁ ତାଙ୍କ ଭିତରେ ଅଭିନେତ୍ରୀ ହେବାର ସବୁ ଲକ୍ଷଣ ଦେଖା ଯାଉଥିଲା । ସାରାଙ୍କର ବହୁତ ହସ ଖୁସିରେ ଜୀବନ କଟୁଥିଲା କିନ୍ତୁ ତାଙ୍କ ଜୀବନରେ ଏପରି କିଛି   ହୋଇଥିଲା ଯାହା ହେବାର ନଥିଲା । ବିଭାଘରର ୧୩ ବର୍ଷ ଭିତରେ ତାଙ୍କ ଘରେ କିଛି ସମସ୍ୟା ଦେଖା ଦେଇଥିଲା । ଏହାପରେ ସେ ନିଜେ ଏକ ନିସ୍ପତି ନେଲେ ଓ ଭାବିଲେ ନିଜ ପାଖରେ ତାଙ୍କ ଝିଅ ସାରାଙ୍କୁ ନିଜ ପାଖରେ ରଖିବେ ଓ ସାରାଙ୍କର ମଧ୍ୟ ଏହାହିଁ ଇଛା ଥିଲା ।

ଏହାର କିଛି ଦିନ ପରେ ସେ ଅଭିନୟ କରିବା ବନ୍ଦ କରିଥିଲେ । ସେ ଏଥିପାଇଁ ବନ୍ଦ କରିଥିଲେ କି ତାଙ୍କ ରକ୍ଷଣା ବେକ୍ଷଣା ସେ ନିଜେ କରିବାକୁ ଚାହୁଥିଲେ । ଯାହା ଦ୍ଵାରାକି ତାଙ୍କର ବହୁତ ଭଲ ଭାବରେ ବଢିଲେ । ସେ ତାଙ୍କ ବାପାଙ୍କ ସହ ବହୁତ ପାଖରେ ରହୁଥିଲେ । ସେଥିପାଇଁ ସେ ସାରା କେବେ ହେଲେ ତାଙ୍କ ପିତାଙ୍କ ସହ ଖରାପ ବ୍ୟବହାର କରି ନାହାନ୍ତି ।

ତାଙ୍କ ସହ ଭଲରେ କଥା ହେବା ସହ ସେ ତାଙ୍କ ସହ ବହୁତ ଭଲ ଭାବରେ ମିଶନ୍ତି । ସେ ତାଙ୍କ ମାଙ୍କ ସହ ମିଶି ଏକ ପେପରରେ ଆସିଥିଲେ । ଏହାପରେ ତାଙ୍କୁ ବହୁତ ଅଭିନୟ ଓ ମୋଡେଲିଙ୍ଗ କରିବା ପାଇଁ ସୁଯୋଗ ଆସିଥିଲା । କିନ୍ତୁ ଅମ୍ରିତା ତାଙ୍କୁ ପ୍ରଥମେ ପାଠ ପଢିବା ପାଇଁ କହିଲେ । ସାରା ଏକ ବହୁତ ଭଲ ପାଠ ପଢୁଥିଲେ । ସେ ୨୦୧୬ ମସିହାରେ ନିଉୟର୍କ ରେ ଥିବା କଲମ୍ବିୟା ଇଉନିଭର୍ସିଟି ରେ ପାଠ ପଢୁଥିଲେ । ସେ ସେହି ସମୟରେ ବହୁତ ମୋଟା ଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।