ଆଲିୟା ଭଟ୍ଟ ନିଜର ଡ୍ରାଇଭର ଓ ଚାକରକୁ ଦେଲେ ଏତେ ବଡ ଦାମୀ ଉପହାର, ସବୁ ଜାଗାରେ ହେଉଛି ତାଙ୍କ ପ୍ରଶଂସା

ଆଲିୟା ଭଟ୍ଟ କିଛି ବର୍ଷ ମଧ୍ୟରେ ହିଁ ଇଣ୍ଡଷ୍ଟ୍ରିରେ ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ହୋଇ ଯାଇ ଛନ୍ତି । ସେ ହାଈୱେ, ଡିୟର ଜିଂଦଗୀ, ହଂପଟୀ ଶର୍ମା କୀ ଦୁଲ୍ହନିୟା, ରାଜୀ, ଗଲୀ ବୟ ଓ କଲଂକ ଭିଳି ଫିଲ୍ମରେ କମାଲ ଅଭିୟ କରିଛନ୍ତି । ଏହା ଛଡା ସେ ବର୍ତ୍ତମାନ ରଣବୀର କପୂରଙ୍କୁ ଡେଟ କରୁଛନ୍ତି ଓ ଖବର ଆସୁଛି କି ଦୁଇ ଜଣ ଜଲ୍ଦି ହିଁ ବିବାହ କରି ପାରନ୍ତି ।

ସଫଳ ହେବା ସତ୍ବେ ବି ମାଟି ସହ ଜଡିତ ଅଛନ୍ତି ଆଲିୟା

ଆଜି ଆଲିୟା ଭଟ୍ଟ ସଫଳତାର ଶୀର୍ଷରେ ଅଛନ୍ତି କିନ୍ତୁ ତଥାପି ସେ ଡାଉନ ଟୂ ଅର୍ଥ ଅଟନ୍ତି । ସେ ସବୁବେଳେ ଲୋକମାନଙ୍କର ସାହାର୍ଯ୍ୟ କରିବାରେ ବିଶ୍ଵାସ ରଖନ୍ତି ।

ଆଲିୟା ଭଟ୍ଟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ଯେଉଁମାନେ ନିଜେ ସଫଳ ହେବା ସହିତ ନିଜ ଆଖପାଖରେ ଥିବା ଲୋକମାନଙ୍କର ଜୀବନକୁ ସୁଧାରିବାରେ ବିଶ୍ଵାସ ରଖନ୍ତି । ସେଥିପାଇଁ ତ ବର୍ତ୍ତମାନ ହିଁ ଆଲିୟା ନିଜର ଡ୍ରାଇଭର ଓ ଚାକରକୁ କିଛି ଏମିତି ଉପହାର ଦେଇଛନ୍ତି, ଯାହାକୁ ସେ ଜୀବନ ସାରା ମନେ ରଖିଥିବେ ।

ଏହି ଭଳି କମ କରି ହେଉଛନ୍ତି ପ୍ରଶଂସିତ

ମିଡିୟା ରିପୋର୍ଟ ଅନୁସାରେ ବର୍ତ୍ତମାନ ହିଁ ଆଲିୟା ନିଜର ଡ୍ରାଇଭର ଓ ଚାକରକୁ ୫୦ – ୫୦ ଲକ୍ଷ ଟଙ୍କା ଦେଇଛନ୍ତି । କହିଦେଉଛୁ ଯେ ନିଜର ଜନ୍ମଦିନ ସମୟରେ ଆଲିୟା ନଜିର ଡ୍ରାଇଭର ସୁନୀଲ ଓ ହେଲ୍ପର ଅନମୋଲଙ୍କୁ ମୁମ୍ବାଇରେ ନିଜର ଘର କିଣିବା ପାଇଁ ଟଙ୍କା ଦେଇଛନ୍ତି । କାହାର ବି ଜୀବନରେ ୫୦ ଲକ୍ଷ ଟଙ୍କା ବହୁତ ମହତ୍ଵ ରଖିଥାଏ । ବର୍ତ୍ତମାନ ଏହିଭଳି କାମ କରି ଆଲିୟା କୋଟି କୋଟି ଲୋକମାନଙ୍କର ଆଶୀର୍ବାଦ ନିଜ ନାମରେ କରି ଦେଇଛନ୍ତି ।

କହିବାକୁ ଗଲେ ଆଲିୟା ନିଜ ଘରେ କାମ କରୁଥିବା ଲୋକମାନଙ୍କର ବହୁତ ଧ୍ୟାନ ରଖିଥାନ୍ତି । ସେ ପ୍ରାୟତଃ ସେମାନଙ୍କର ସାହାର୍ଯ୍ୟ କରିଥାନ୍ତି । ଯିଏ ବି ତାଙ୍କର ଏହି କାମ ବିଷୟରେ ଶୁଣିଛି, ସେ ତାଙ୍କର ପ୍ରଶଂସା ନ କରି ରହି ପାରୁ ନାହିଁ । ଯଦି ଫିଲ୍ମର କଥା କହିବା ତେବେ ଜଲ୍ଦି ହିଁ ଆଲିୟା ଭଟ୍ଟ କରଣ ଜୌହରଙ୍କର ଆସନ୍ତା ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।