ଏମାନେ ହେଲେ ଟପ 10 ଧନୀ ଓଡିଆ ଫିଲ୍ମ ହିରୋଇନ, ଦେଖନ୍ତୁ କାହା ପାଖରେ ଅଛି କେତେ କୋଟି ଟଙ୍କାର ସମ୍ପତି

ଓଲିଉଡ ହେଉଛି ଏକ ଏଭଳି  ଦୁନିଆ ଏଥିରେ ଥରେ ଯିଏ ଆଗକୁ ଯାଇଛି ସେ କେବବେବି ପଛକୁ  ଫେରି ଚାହିଁନି। ଅନେକ ଅଭିନେତା  ଓ ଅଭିନେତ୍ରୀ ସୃଷ୍ଟି କରିଛି ଏହି ଦୁନିଆ  । ତେବେ ଆମେ ଆଜି ଆପଣ ମାନଙ୍କୁ କେବଳ ଅଭିନେତ୍ରୀ ମାନଙ୍କ ବିଷୟରେ କିଛି କହିବାକୁ ଯାଉଛୁ  ଆସନ୍ତୁ ଜାଣିବା ଏହା କଣ ଅଟେ । ଓଲିଉଡର ଅଭିନେତ୍ରୀ ମାନେ ଅନ୍ୟ କାହା ଠାରୁ ପଛରେ ନାହାଁନ୍ତି । ନିଜର କଳାର ଯାଦୁରେ ସେ ଦର୍ଶକ ମାନଙ୍କୁ ଠିକ ସେହି ଭଳି  ବାନ୍ଧି ରଖିଛନ୍ତି ଜେଭଳି ବଲିଉଡ ର ଅଭିନେତ୍ରୀ ମାନେ । ତେବେ ଆପଣ ମାନେ କଣ ଜାଣିଛନ୍ତି କି

କେତେ କେତେ ଟଙ୍କା କିମ୍ବା ସମ୍ପତି ଅର୍ଜନ କରିବାରେ ସକ୍ଷମ ହୋଇ ପାରିଛନ୍ତି ଆମର ଏହି ସୁନ୍ଦରୀ ଅଭିନେତ୍ରୀ ମାନେ  । ତେବେ ସେମାନେ କେତେ ଧନୀ ଓ କଣ ତାଙ୍କର ମୁଭୀର ଚାର୍ଜ ଆସନ୍ତୁ ଜାଣିବା । ପ୍ରଥମେ ହେଉଛନ୍ତି  ପୂର୍ଣମିଶ୍ର ସେ ଅନେକ ମୁଭି କରିଛନ୍ତି । ଏହାଙ୍କ ପୂରା ସମ୍ପତି ହେଉଛି ୫ କୋଟି  ଟଙ୍କାର ।

ତେବେ  ଏହା ପରେ ଅଛନ୍ତି ଶିବାନୀ । ସେ ଜଣେ ଶିଶୁ କଳାକାର ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ତେବେ ତାଙ୍କ ସମ୍ପତି ହେଉଛି ୫ କୋଟି ଟଙ୍କା ।

ରିୟା ଏହାଙ୍କୁ କିଏ ନ ଜାଣେ ସେ ସବୁଙ୍କ  ମନରେ ରାଜ କରୁଛନ୍ତି ରଜ କୁଇନ ମାଧ୍ୟମରେ ।  ତାଙ୍କର ସବୁ ସମ୍ପତି ହେଉଛି  ୬ କୋଟି ଟଙ୍କାର ।

ଶୀତଳ ପାତ୍ର ସେ ଜଣେ ଚୂଲବୁଲି ଅଭିନେତ୍ରୀ ଭାବେ ପରିଚିତ ସେ ତାଙ୍କର ସମ୍ପତି ବିଷୟରେ କହିଛନ୍ତି ସେ ୭ କୋଟି ର ମାଲିକିଆଣୀ ଅଟନ୍ତି।

ଭୂମିକା ସେ ଜଣେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ ବାର୍ତ୍ତମାନ ତାଙ୍କର ସବବୁ  ସମ୍ପତି ୮ କୋଟି ଟଙ୍କା ।

ଏହା ପରେ ଏବର ଅଭିନେତ୍ରୀ ଏଲିନା ସାମନ୍ତରାୟ । ସେ ଜଣେ ଖୁବ କମ ସମୟରେ ନିଜକୁ  ଉପରକୁ ଉଠେଇ ଥିବା ଅଭିନେତ୍ରୀ ଅଟନ୍ତି । ଯଦି ଆମେ ତାଙ୍କ ସମ୍ପତି ଆକଳନ କରିବା ତେବେ ସେ ୧୨ କୋଟି ଟଙ୍କା ହେବ ।

ଏବେ ଆସୁଛନ୍ତି ସବୁଙ୍କର ପ୍ରିୟ ଅଭିନେତ୍ରୀ ଝିଲିକ ଯିଏ କି ଜଣେ ବିଧାୟକଙ୍କ ପତ୍ନୀ ମଧ୍ୟ ଅଟନ୍ତି । ଏହାଙ୍କର ଯଦି ସମ୍ପତି ଆକଳନ କରାଯାଏ ତେବେ ସେ ୧୫ କୋଟି ର ମାଲିକିଆଣୀ ଅଟନ୍ତି ।

ତା ପରେ ଆସନ୍ତି ପ୍ରକୃତି ମିଶ୍ର ସେ ଜଣେ ଓଲିଉଡ ଅଭିନେତ୍ରୀ ନୁହେଁ ବରଂ ସେ ବଲିଉଡରେ ମଧ୍ୟ କାମ କରିଛନ୍ତି ସିରିୟଲରେ । ତାଙ୍କର ସମ୍ପତି ଆକଳନ କଲେ ୨୦ କୋଟି ଅଟେ ।

ବର୍ଷା ପ୍ରିୟଦର୍ଶନୀ ସେ ଓଲିଉଡରେ ଅନେକ ଚଳଚିତ୍ର କରିଛନ୍ତି । ତା ସହ ସେ ଅନେକ ଆଡ ରେ ମଧ୍ୟ କାମ କରିଛନ୍ତି । ତେବେ ସେ ତାଙ୍କର ସମୁଦାୟ ସମ୍ପତି ୪୦ କୋଟି ବୋଲି କହିଛନ୍ତି ।

ଶେଷରେ ଆସୁଛନ୍ତି ଅର୍ଚ୍ଚିତା ସାହୂ । ସେ ସୁନ୍ଦର ଅଭିନୟ ସହ ମିସ ଇଣ୍ଡିଆ ର ରନର୍ସ ଅପ ମଧ୍ୟ ଅଟନ୍ତି  ସେ ତାଙ୍କର ସମ୍ପତି ୪୫ କୋଟି ଅଟେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।