ସବୁଠୁ ଅଧିକ ସୁନ୍ଦର ଆଉ ବୋଲ୍ଡ ନଜର ଆସନ୍ତି TV ର ଏହି 5 ଜଣ Actress, ଯାହାଙ୍କ ଆଗରେ Bollywood ହିରୋଇନ ବି ଲାଗନ୍ତି ଫିକା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡ ନୁହେଁ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଟିଭି ଇଣ୍ଡଷ୍ଟ୍ରିରେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ବୋଲ୍ଡନେସରେ ବଲିଉଡ ଅଭିନେତ୍ରୀ ମାନଙ୍କୁ ଟକ୍କର ଦେଇଦେବେ । ଏହି ଅଭିନେତ୍ରୀ ମାନଙ୍କ ବୋଲ୍ଡ ଅବତାର ସୋସିଆଲ ମିଡିଆରେ ବହୁତ ଭାଇରାଲ ହୁଏ  ।  ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ସାରା ଖାନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭିର ଫେମସ ଅବିନେତ୍ରୀ ସାରା ଖାନ । ଆପଣ ମାନେ ସମସ୍ତେ ସାରାଙ୍କୁ କେତେକ ଲୋକପ୍ରିୟ ସିରିଏଲରେ ନିଶ୍ଚୟ ଦେଖିଥିବେ । ସାରା ନିଜ ଅଭିନୟ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ସାରା କେତେକ ସିରିଏଲରେ ଏକ ସଂସ୍କାରୀ ବୋହୁ ବା ଝିଅର ଭୂମିକା ପଦର୍ଶନ କରିଛନ୍ତି କିନ୍ତୁ ଅସଲ ଜୀବନରେ ସାରା ବହୁତ ବୋଲ୍ଡ ଓ ଷ୍ଟାଇଲିସ ଅଟନ୍ତି । ସେ କେତେକ ୱେବ ସିରିଜରେ ବୋଲ୍ଡ ସିନ୍ସ ଦେଇଛନ୍ତି ।

ନିଆ ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ନିଆ ଶର୍ମା । ନିଆ କେତେକ ଲୋକପ୍ରିୟ ଟିଭି ସିରିଏଲରେ କମ କରି ପ୍ରସିଦ୍ଧି ହାସଲ କରିଛନ୍ତି ଓ ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ବନ୍ଧୁଗଣ ନିଆ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର କେତେକ ବୋଲ୍ଡ ଫଟୋସ ସେୟାର କରନ୍ତି ଯାହାକୁ ତାଙ୍କ ଫ୍ୟାନ୍ସ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ନିଆଙ୍କ ବୋଲ୍ଡ ଅବତାରକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବେ ।

କବିତା କୌଶିକ- ଏମିତି ତ ଅଜିନେତ୍ରୀ କବିତା କୌଶିକ ଅନେକ ଧାରାବାହିକ ରେ କାମ କରିସାରିଛନ୍ତି ହେଲେ ସେ ଫେମସ ହୋଇଥିଲେ Sab T.V ର ଧାରାବାହିକ F.I.R ରୁ । ଯେଉଁଥିରେ ସେ ଲେଡି ପୋଲିସ ହିସାବ ରେ ଅନେକ ଲୋକଙ୍କୁ ପସନ୍ଦ ଆସିଛନ୍ତି । ଏହି ଅଭିନେତ୍ରୀ ପ୍ରାୟତଃ ନିଜ instagram ରେ ନିଜର ବୋଲ୍ଡ ଫଟୋ ସେୟାର କରିଥାନ୍ତି।

ସୋନାରିକା ଭଦୋରିଆ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଟିଭି ଅଭିନେତ୍ରୀ ସୋନାରିକା ଭଦୋରିଆ । ଟିଭି ଧାରାବାହିକ ‘ଦେବୋ କେ ଦେବ ମହାଦେବ’ରେ ପାର୍ବତୀଙ୍କ ଭୂମିକା ପଦର୍ଶନ କରିଥିବା ସୋନାରିକା ଅସଲ ଜୀବନରେ ବହୁତ ବୋଲ୍ଡ ଓ ଷ୍ଟାଇଲିସ ଅଟନ୍ତି । ଏହି କିଛି ଦିନ ତଳେ ସେ ନିଜର ଇନ୍ସ୍ଟାଗ୍ରାମ ଆକାଉଣ୍ଟରେ ନିଜର ବିକିନୀ ଫଟୋ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।

ଜେନିଫର ବିଙ୍ଗେଟ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଟିଭି ଅଭିନେତ୍ରୀ ଜେନିଫର ବିଙ୍ଗେଟ । ଜେନିଫର ନିଜର ହଟ୍ଟ ଓ ବୋଲ୍ଡ ଅବତାରକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ତାଙ୍କର ସୁନ୍ଦରତାକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ସେ ଟିଭି ଇଣ୍ଡଷ୍ଟ୍ରିର କେତେକ ଲୋକପ୍ରିୟ ସିରିଏଲରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।