କଣ ଆପଣ ଜାଣିଛନ୍ତି ଆପଣଙ୍କ ଆଙ୍ଗୁଠି ରେ ହିଁ ଲେଖା ଅଛି ଆପଣଙ୍କ ଜୀବନ ସାଥିଙ୍କ ନାମ ?

ଆଜିକାଲି ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ଶାନ୍ତିରେ ଜୀବନ ଅତିବାହିତ କରିବା ପାଇଁ ଚାହିଁଥାଏ । କିନ୍ତୁ ସବୁ ବ୍ୟକ୍ତିଙ୍କର ଜୀବନରେ ତାହା ସମ୍ଭବ ହୋଇନଥାଏ । ଏହାର ମୁଖ୍ୟ କାରଣ ହେଉଛି ଧନ ଓ ଘରର ପରିବେଶ । ଗୋଟିଏ ବ୍ୟକ୍ତି ଜୀବନରେ ଖୁସିରେ ଜୀବନ ଅତିବାହିତ କରିବା ପାଇଁ ମୁଖ୍ୟତଃ ଗୋଟିଏ ଭଲ ଜୀବନସାଥିଟିଏ ଆବଶ୍ୟକ କରିଥାଏ । କିନ୍ତୁ ସମସ୍ତଙ୍କ ଜୀବନରେ ଏହା ମିଳିନଥାଏ ।

ଯଦି ଜୀବନସାଥୀ ଭଲ ହୋଇନଥାଏ ତେବେ ବ୍ୟକ୍ତିକୁ  ସମାଜରେ ଏକ ପ୍ରତିଷ୍ଠିତ ଜୀବନ ବଞ୍ଚିବାରେ ଦୁର୍ବିସହ ହୋଇଯାଏ । ଆପଣମାନେ ସମସ୍ତେ ଜାଣିଥିବେ କି ଜୀବନସାଥିଙ୍କ ଯୋଡି ତ ଉପରୁ ଭଗବାନ ତିଆରି କରି ଛାଡ଼ିଥାନ୍ତି ।

କିନ୍ତୁ ଏହା ସେ ପର୍ଯ୍ୟନ୍ତ ଶୀଧ ହୋଇନଥାଏ ଯେ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଆପଣଙ୍କ ଜୀବନରେ ଜୀବନ ସାଥି ହୋଇ ନ ଆସିଛି । କିନ୍ତୁ ଏହା ଏକ ଆଶ୍ଚର୍ଯ୍ୟ କଥା କି ଆପଣମାନେ କେହି ଜାଣିନଥିବେକି ଏହି ଜୀବନ ସାଥିର ନାମର ପ୍ରଥମ ଅକ୍ଷରର ଆପଣଙ୍କ ଜନ୍ମ ବେଳେ ହିଁ ଆପଣଙ୍କର ବୁଢା ଆଙ୍ଗୁଳିରେ ଲେଖା ହୋଇଯାଇଥାଏ । ଏହାର ପ୍ରମୁଖ କାରଣ ଏହି କି ଯେ ଆପଣଙ୍କର ବୁଢା ଆଙ୍ଗୁଳିକୁ ଅନ୍ୟ ଆଙ୍ଗୁଳି ଅପେକ୍ଷା ଅଧିକ ଗୁରୁତ୍ୱ ଦିଆଯାଇଥାଏ ।

କାହିଁକି ନା ବୁଢା ଆଙ୍ଗୁଳିକୁ କର୍ମଠତାର କାରକ ମନାଯାଇଛି । ତେବେ ଆସନ୍ତୁ ଜାଣିବା ଆପଣଙ୍କର ବୁଢା ଅଙ୍ଗୁଳିର କେଉଁ ସ୍ଥାନରେ ଲେଖା ଅଛି ଆପଣଙ୍କର ଜୀବନ ସାଥୀର ନାମ । ଆପଣ ଆପଣଙ୍କ ବୁଢା ଆଙ୍ଗୁଳିକୁ ସିଧା କରି ବା ସାମାନ୍ୟ ଆଗକୁ ମୋଡ଼ି ଦେଖନ୍ତୁ କି ନିଶ୍ଚିତ ଆପଣଙ୍କର ଜୀବନ ସାଥୀର ନାମର ପ୍ରଥମ ଅକ୍ଷର ଦେଖାଯିବ ।

କିନ୍ତୁ ଏହା ସ୍ପଷ୍ଟ ଦେଖାଯିବା ଆବଶ୍ୟକ ହୋଇନଥାଏ କିନ୍ତୁ ନିଶ୍ଚିତ ଦେଖାଯିବ । ଏଠାରେ ଆମେ କହିରଖୁଛୁ କି ଯଦି କୌଣସି ମହିଳା ଏହାକୁ ଦେଖିବାକୁ ଚାହୁଛନ୍ତି ତ ନିଜର ବାମ ହାତର ଆଙ୍ଗୁଳିରେ ଏହାକୁ ଦେଖନ୍ତୁ । ଯଦି କୌଣସି ପୁରୁଷ ଏହାକୁ ଦେଖିବାକୁ ଚାହୁଁଛନ୍ତି ତେବେ ନିଜର ଡାହାଣ ହାତର ଆଙ୍ଗୁଳିକୁ ଦେଖନ୍ତୁ । କିନ୍ତୁ ଏହା ଧ୍ୟାନ ରଖନ୍ତୁ କି ଆପଣଙ୍କର ପୁରୁଷ ବନ୍ଧୁ କିମ୍ବା ମହିଳା ବନ୍ଧୁଙ୍କର ନାଁ ଦେଖା ଯିବ ନାହିଁ ହଁ ଯଦି ସେ ଆପଣଙ୍କର ଜୀବନ ସାଥି ହେବାର ଥିବ ତେବେ ତାଙ୍କର ନାମ ନିଶ୍ଚିତ ଦେଖାଯିବ ।

ଯେଉଁ ମାନେ ବିବାହ ହୋଇସାରିଛି ସେମାନେ ମଧ୍ୟ ନିଜ ଜୀବନସାଥୀଙ୍କର ନାମର ପ୍ରଥମ ଅକ୍ଷର ନିଜର ବୁଢା ଆଙ୍ଗୁଳିରେ ଦେଖିପାରିବେ । ଏହା ଆପଣଙ୍କୁ ସ୍ପଷ୍ଟ ଦେଖା ନ ଗଲେ ବି ଆପଣ ଏହାକୁ ନିରୀକ୍ଷ କରି ଦେଖିଲେ ଏହି ନାମକୁ ଦେଖି ପାରିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।