ବଲୀଉଡର ଏହି 6 ଜଣ ହିରୋ ସବୁବେଳେ ମାନିଥାନ୍ତି ସ୍ତ୍ରୀର କଥା, 4ନଂ କୁ ଦେଖିଲେ ତ ବିଶ୍ବାସ ହେବ ନାହିଁ

ବଲୀଉଡ ଫିଲ୍ମରେ ରୋମାଣ୍ଟିକ ଫିଲ୍ମର ଡାଇଲାଗ ଓ ରିୟଲ ଲାଇଫ ଲଭ ଷ୍ଟୋରି ସମସ୍ତଙ୍କୁ ବହୁତ ପସନ୍ଦ ଆସିଥାଏ । ଅନ୍ୟ ପଟେ ବଲୀଉଡରେ ଏମିତି ବି କିଛି ଷ୍ଟାର ଅଛନ୍ତି ଯେଉଁମାନେ ନିଜର ଫିଲ୍ମ ଦୁନିଆରୁ ଅଲଗା ନିଜର ଅସଲ ଜୀବନରେ ନିଜର ପାର୍ଟନରକୁ ବହୁତ ଭଲ ପାଆନ୍ତି । ଆଜି ଆମେ ଆପଣଙ୍କୁ ଏହିଭଳି କିଛି ଦମ୍ପତ୍ତିଙ୍କ ବିଷୟରେ କହିବୁ ଯେଉଁମାନେ ନିଜର ଅସଲ ଜୀବନରେ ନିଜର ପତ୍ନୀଙ୍କ ଗୁଲାମ ଅଟନ୍ତି ।

ଶାହାରୁଖ ଖାନ

ଶାହାରୁଖ ଖାନ ଓ ତାଙ୍କର ପତ୍ନୀ ଗୌରି ଖାନଙ୍କ ଲଭ ଷ୍ଟୋରି ବିଷୟରେ ସମସ୍ତଙ୍କୁ ଜଣା ଅଛି । ଆପଣଙ୍କୁ କହିଦେଉଛୁ କି ଶାହାରୁଖ ଖାନ ଗୌରିଙ୍କୁ ବିବାହ କରିବା ପାଇଁ ବଲୀଉଡରେ ବହୁତ ଷ୍ଟ୍ରଗଳ ବି କରିଛନ୍ତି ଓ ବଲୀଉଡରେ ଜଣେ ସଫଳ ଅଭିନେତା ହେବା ପରେ ହିଁ ସେ ଗୌରି ଖାନଙ୍କୁ ୧୯୯୧ରେ ବିବାହ କରିଥିଲେ । ଏହା ଛଡା ଶାହାରୁଖ ଖାନ ଗୌରି ଖାନଙ୍କ ପିତା ମାତାଙ୍କୁ ଏହି ବିବାହ ପାଇଁ ରାଜି କରିବା ପାଇଁ ବହୁତ ପରିଶ୍ରମ ବି କରିଥିଲେ । କାରଣ ଦୁଇ ଜଣଙ୍କ ଧର୍ମ ଅଲଗା ହେବା କାରଣରୁ ଦୁଇ ଜଣଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡି ଥିଲା । ଶାହାରୁଖ ଖାନ କେବଳ ଫିଲ୍ମରେ ନୁହେଁ ନିଜର ଅସଲ ଜୀବନରେ ବି ରୋମାନ୍ସର ବାଦଶାହା ଅଟନ୍ତି ।

ରଣବୀର ସିଂହ

ରଣବୀର ସିଂହ ଓ ଦୀପିକା ପାଦୁକୋଣଙ୍କ ସହ ୨୦୧୮ରେ ବିବାହ କରିଛନ୍ତି । ବିବାହ ପରେ ରଣବୀର ସିଂହ ସବୁବେଳେ ଦୀପିକାଙ୍କୁ ଅଧିକ ମହତ୍ଵ ଦେଇଛନ୍ତି ଓ ସବୁବେଳେ ଏମାନେ ସୋସିଆଲ ମିଡିଆରେ ନିଜର ରୋମାଣ୍ଟିକ ଫଟୋ ପାଇଁ ଚର୍ଚାରେ ଥାନ୍ତି ।

ଅକ୍ଷୟ କୁମାର

କହିବାକୁ ଗଲେ ଅକ୍ଷୟ କୁମାରଙ୍କ ନାମ ଟ୍ୱିଂକଲ ଖନ୍ନାଙ୍କ ସହ ବିବାହ ପୂର୍ବରୁ ଅନ୍ୟ କେତେକ ବଲୀଉଡ ଅଭିନେତ୍ରୀଙ୍କ ସହ ରିଲେସନଶିପରେ ରହିସାରିଛନ୍ତି । କିନ୍ତୁ ବର୍ଷ ୨୦୦୧ରେ ଅକ୍ଷୟ କୁମାର ଅଭିନେତ୍ରୀ ଟ୍ୱିଂକଲ ଖନ୍ନାଙ୍କ ସହ ବିବାହ କରିଲେ ତାହା ପର ଠାରୁ ତାଙ୍କର ଏହି ଅଫେୟାରର ଚର୍ଚାରେ ବିରାମ ଲାଗିଗଲା । ବର୍ତ୍ତମାନ ଦୁଇ ଜଣ ପରସ୍ପର ସହ ବହୁତ ଖୁସିରେ ଅଛନ୍ତି ।

ଶାହିଦ କପୁର

ମୀରା ରାଜପୁତଙ୍କ ସହ ବିବାହ କରିବା ପୂର୍ବରୁ ଅଭିନେତା ଶାହିଦ କପୁର ଓ ଅଭିନେତ୍ରୀ କରିନା କପୁରଙ୍କ ଅଫେୟାର ଚାଲି ଥିଲା । କିନ୍ତୁ ମୀରା ରାଜପୁତଙ୍କ ସହ ବିବାହ କରିବା ପରେ ଶାହିଦ ମୀରାଙ୍କ ସୁନ୍ଦରତାରେ ଦିବାନା ହୋଇଗଲେ ।

ଅଭିଷେକ ବଚ୍ଚନ

କରିଶ୍ମା କପୁରଙ୍କ ସହ ନିର୍ବନ୍ଧ ଭାଙ୍ଗିବା ପରେ ଅଭିଷେକ ବଚ୍ଚନ ଅଭିନେତ୍ରୀ ଐଶ୍ୱର୍ଯା ରାୟଙ୍କୁ ବିବାହ କରିନେଲେ ଓ ଏହି ଦୁଇ ଜଣଙ୍କ ଯୋଡି ବଲୀଉଡର ସବୁଠୁ ପସନ୍ଦିତା ଯୋଡି ମଧ୍ୟରୁ ଗୋଟିଏ ଅଟେ ।

ରିତେଶ ଦେଶମୁଖ

ରିତେଶ ଦେଶମୁଖ ଓ ଜେନେଲିୟା ଡିସୁଜ଼ାଙ୍କ ଯୋଡି ବଲୀଉଡର ସବୁଠୁ କ୍ୟୁଟ ଯୋଡି ଅଟେ । ଦୁଇ ଜଣ ପରସ୍ପରକୁ ବହୁତ ସମୟ ପର୍ଯ୍ୟନ୍ତ ଡେଟ କରିବା ପରେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ । ରିତେଶ ଦେଶମୁଖ ପ୍ରାୟତଃ ସ୍ତ୍ରୀ ଜେନେଲିୟା ଡିସୁଜ଼ାଙ୍କୁ ଘର କାମରେ ସାହାର୍ଯ୍ୟ ଓ ପିଲାମାନଙ୍କ ଦେଖାଶୁଣା କରିବାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଅପଲୋଡ ବି କରିଥାନ୍ତି ।