ଆଜିର ରାଶିଫଳ, 19 ମାର୍ଚ୍ଚ 2021, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜଙ୍କୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୮ ମାର୍ଚ୍ଚ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଅଚାନକ ଧନ ଆମଦାନୀର ଯୋଗ ହେଉଛି । ଦିନର ପ୍ରାରମ୍ଭ ଭଲ ହେବ । ସନ୍ତାନ ପକ୍ଷ ତରଫରୁ ଶୁଭ ସମାଚାର ମିଳିବ । ଆର୍ଥିକ ରୂପରେ ଲାଭବାନ ହେବ । କୌଣସି କାମରେ ମିଳିଥିବା ଅସଫଲତା କାରଣରୁ ଚିନ୍ତିତ ରହି ପାରନ୍ତି । ଏମିତିରେ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ଜରୁରୀ ଅଟେ । ଯେଉଁମାନଙ୍କର ବିବାହର ବୟସ ହୋଇ ଯାଇଛି ସେମାନଙ୍କର ବିବାହ ହୋଇଯିବ । ନିର୍ବନ୍ଧ କିମ୍ବା ପ୍ରେମ ପାଇଁ ସମୟ ଅନୁକୂଳ ଅଛି । ବିବାହିତ ଲୋକମାନଙ୍କ ପାଇଁ ସମୟ ଉତ୍ତମ ଅଛି ।

ବୃଷ

ବ୍ୟବସାୟ ପାଇଁ ଦୂର ସ୍ଥାନକୁ ଯାଇ ପାରନ୍ତି । କିନ୍ତୁ ସବୁବେଳେ ସବୁ କାମରେ ସାବଧାନ ହୋଇ ରୁହନ୍ତୁ । ଆପଣଙ୍କ ଶିକ୍ଷା ପୁରା ହୋଇପାରେ । ଆପଣଙ୍କର ଆମଦାନୀ ନିରନ୍ତର ବଢି ଚାଲିବ । କୌଣସି ବ୍ୟାପାର କିମ୍ବା ବ୍ୟବସାୟ ଆରମ୍ଭ କରିବା ଦ୍ଵାରା ଖର୍ଚ ବଢିପାରେ । ଆପଣ ଜୀବନସାଥିଙ୍କ ସହିତ ଏହି ସମୟର ଭରପୁର ଆନନ୍ଦ ଉଠାଇବେ । ଏହା ସହିତ ନିଜ ପ୍ରେମୀ ସହ କେଉଁ ସ୍ଥାନକୁ ବୁଲିବାକୁ ଯାଇ ପାରଣତି । ପରିବାର ସହିତ ପିକିନିକ ଯାଇ ପାରନ୍ତି । ଦୁର୍ଘଟଣାକୁ ନେଇ ସଚେତନ ରୁହନ୍ତୁ ।

ମିଥୁନ

ପରିବାରର କୌଣସି ସ୍ତ୍ରୀ ସହ ମତଭେଦ ହୋଇପାରେ । ଅଥବା ସମ୍ପର୍କ ଖରାପ ହୋଇପାରେ । ଆପଣଙ୍କ ପାଇଁ ଆଜିର ଦିନ ଚ୍ୟାଲେଞ୍ଜ ପୂର୍ଣ ରହିବ । କିନ୍ତୁ ଗୁପ୍ତ ରୂପରେ କିଛି ଖର୍ଚ ବଢିପାରେ । ଆପଣଙ୍କୁ ସମସ୍ତ ସୁଖ ସୁବିଧା ଭୋଗ କରିବେ । କୌଣସି ଅନୁଭବି ବ୍ୟକ୍ତି ସହ ସାକ୍ଷାତ ହୋଇପାରେ । ନିଜର କାମକୁ ପୁରା କରିବା ପାଇଁ ଆପଣଙ୍କ ମଧ୍ୟରେ ପ୍ରଚୁର ଉତ୍ସାହ ଓ ବିଶ୍ଵାସ ରହିବେ । ଆପଣ ସମ୍ମାନ ପ୍ରାପ୍ତ କରିବେ । ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ । ସେଭିଙ୍ଗ କରିବା ଉପରେ ବି ଆପଣ ସଫଳ ରହିବେ ।

କର୍କଟ

ସମ୍ପର୍କରେ ପବିତ୍ରତା ଓ ବିଶ୍ଵାସ ଥିବା ଦ୍ଵାରା କିଛି ସମ୍ପର୍କ ଭାଙ୍ଗି ନ ପାରେ । ଛୋଟ ମୋଟ ରୋଗ ମାନସିକ ଶାନ୍ତି ଭଙ୍ଗ କରିପାରେ । କିଛି ଘରେଲୁ ମାମଲାରେ ବ୍ୟସ୍ତ ରହିବେ । ଯଦି ଆପଣ କୌଣସି ଶିକ୍ଷା ଗ୍ରହଣ କରୁଛନ୍ତି ତେବେ ସେଥିରେ ସଫଳତା ମିଳିବାର ଆଶା ଅଛି । ଆପଣଙ୍କ ପାଇଁ ଆଜିର ଦିନ ମନୋରଞ୍ଜନ ଭରା ରହିବ । ଭାଇ ଭଉଣୀଙ୍କ ସହ ସମସ୍ୟା ହୋଇପାରେ ।

ସିଂହ

ଘରେଲୁ ବାତାବରଣ ଭଲ ରହିବ । ବିଦେଶୀ ଲୋକମାନେ ଆପଣଙ୍କ ବ୍ୟବସାୟରେ ସହଯୋଗ କରି ପାରନ୍ତି । ଆପଣ କୌଣସି ନୂଆ କାମ ବି ଆରମ୍ଭ କରି ପାରନ୍ତି । ଆପଣଙ୍କ ପାଇଁ ଆଜିର ଦିନ ମିଶ୍ରିତ ପରିଣାମ ନେଇ ଆସିବ । ଆପଣ ନିଜର ଲକ୍ଷ ପ୍ରାପ୍ତି ପାଇଁ କଠିନ ପରିଶ୍ରମ କରିବେ । ଯେଉଁ ଲୋକମାନେ ଅନ୍ୟ ଦେଶରେ ପଢିବାକୁ ଚାହୁଁଛନ୍ତି ସେମାନଙ୍କ ସ୍ଵପ୍ନ ପୁରା ହୋଇପାରେ । ନିଜର ଉତ୍ସାହର ସଂଚାର କରିବେ । ନିଜ ସ୍ୱାସ୍ଥ୍ୟକୁ ଭଲ ରଖିବାକୁ ଚେଷ୍ଟା କରନ୍ତୁ । ଜୀବନସାଥିଙ୍କ ସହିତ ଭ୍ରମଣ କରିବାର ଅବସର ମିଳିବ ।

କନ୍ୟା

ଯଦି ଆପଣଙ୍କର ଟଙ୍କା କୌଣସି ସ୍ଥାନରେ ଅଟକି ରହିଛି ତେବେ ତାହା ପ୍ରାପ୍ତି ହୋଇପାରେ । ମହତ୍ଵପୂର୍ଣ କାମରେ ସଫଳତା ମିଳିବ । ସମୟ ଅନୁକୂଳ ଥିବାରୁ କିଛି ଖରାପ କାମ ବି ହୋଇଯିବ । ଘର ମାଲିକ ସହ ବିବାଦ ହୋଇପାରେ । ସ୍ୱାସ୍ଥ୍ୟ ମାମଲାରେ ସମୟ ଆପଣଙ୍କର ଭଲ ରହିବ । ଆପଣଙ୍କ ପାଇଁ ଆଜିର ଦିନ ପ୍ରେମ ଭରା ରହିବ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ସୁଖ ଆସିବ ଓ ଜୀବନସାଥିଙ୍କ ସହ ମିଶି ପରିବାରର ସମସ୍ତ ଭାର ଉଠାଇବେ । ଯଦି କୌଣସି କାମରେ ପ୍ରସ୍ତାବ ଆସୁଛି ତେବେ ତାକୁ ସାବଧାନ ହୋଇ କରନ୍ତୁ ।

ତୁଳା

ସେଭିଙ୍ଗରେ ପରିବାର ଲୋକମାନେ ସହଯୋଗ କରିବେ । ଯଦି ସନ୍ତାନକୁ ନେଇ ଆପଣଙ୍କ ହୃଦୟରେ କିଛି ଚିନ୍ତା ଅଛି ତେବେ ତାହା ଦୂର ହୋଇଯିବ । ଚେଷ୍ଟା କରନ୍ତୁ ନିଜ କାମକୁ ସଠିକ କରିବା ପାଇଁ । ବିପରୀତ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । ଯଦି ଆପଣ ସାମାଜିକ କାମ କରୁଛନ୍ତି ତେବେ ଆପଣଙ୍କୁ କିଛି ବ୍ୟକ୍ତିର ସାହାର୍ଯ୍ୟ ମିଳିପାଏ । ମାତା ପିତାଙ୍କ ସ୍ଵାସ୍ଥ୍ୟର ଧ୍ୟାନ ରଖିବା ଜରୁରୀ ଅଟେ । ଏହି ଅବଧିରେ ଆଖି ଯନ୍ତ୍ରଣା ହୋଇପାରେ । କାମରେ ମନ ଲାଗିବ । ମାତା ପିତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ବିଚ୍ଛା

ଯେଉଁ ଲୋକମାନଙ୍କ ଜୀବନରେ ବାଧା ଓ ଅସୁବିଧା ଆସୁଛି ସେହି ସମସ୍ତ ବାଧା ଦୂର ହୋଇଯିବ । ଆପଣଙ୍କୁ ପ୍ରେମ ମିଳିପାରେ । କୌଣସି କଥାକୁ ନେଇ ରାଗି ଯାଇ ପାରନ୍ତି । ଦାମ୍ପତ୍ୟ ଜୀବନରେ ଚିନ୍ତା ବଢିପାରେ । ଆପଣଙ୍କୁ ନିଜର ଜୀବନସାଥିଙ୍କ ମନାଇବା ପାଇଁ ଚେଷ୍ଟା କରିବାକୁ ପଡିବ । ଚାକିରିରେ ସୁଧାର ଆସିବ । ନୂଆ ପରିବର୍ତ୍ତନ ଅଥବା ନୂଆ କାମ ଆରମ୍ଭ କରିବେ । କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ ବିଶ୍ଲେଷଣ ଜରୁରୀ ଅଟେ । ଯେଉଁ ଲୋକମାନେ ବିଦେଶ କିମ୍ବା ଦୂର ସ୍ଥାକୁ ଯିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସମୟ ଅନୁକୂଳ ଅଟେ ।

ଧନୁ

ଆପଣଙ୍କ ଆତ୍ମବିଶ୍ଵାସ ମଜବୁତ ହେବ । ଯଦି ଆପଣ କୌଣସି ପରୀକ୍ଷାରେ ଭାଗ ନେଉଛନ୍ତି ତେବେ ସେଥିରେ ସଫଳ ନିଶ୍ଚିତ ରୂପରେ ହେବେ । ପରିବାରରେ କୌଣସି ମଙ୍ଗଲ କାର୍ଯ୍ୟ ସମ୍ପନ୍ନ ହେବାର ଯୋଗ ଅଛି । ବ୍ୟାପାର ଓ ବ୍ୟବସାୟ ସହ ଜଡିତ ଲୋକମାନଙ୍କ ସମୟ ଭଲ ରହିବ । ଚାକିରି କରୁଥିବା ଲୋକମାନଙ୍କୁ ତାଙ୍କର ଅନୁରୂପ ପରିଣାମ କାମ ମିଳିବ । ଜଲ୍ଦି ଜଲ୍ଦିରେ ଆପଣ କୌଣସି ଭୁଲ ନିଷ୍ପତି ନେଇ ପାରନ୍ତି । ଆପଣଙ୍କର ସ୍ୱାସ୍ଥ୍ୟ କମଜୋର ରହିବ କିମ୍ବା ଆଘାତ ଲାଗି ପାରେ । ସେଥିପାଇଁ ସାବଧାନ ରୁହନ୍ତୁ ।

ମକର

ପ୍ରେମ ପ୍ରସଙ୍ଗରେ ଏହି ସମୟ ଅନୁକୂଳ ରହିବ ନାହିଁ । ଯଦି କୌଣସି କାରଣ ବଶତଃ ଆପଣ ଅସୁସ୍ଥ ହେଉଛନ୍ତି ତେବେ ଆଜି ଆପଣ ଠିକ ହୋଇଯିବେ । ଭାଇ ଭଉଣୀଙ୍କ ଉନ୍ନତି ପଛରେ ଆପଣଙ୍କ ହାତ ରହିବ । ଆଜି ଆପଣ ପୂରାପୂରି ଖୁସି ନଜର ଆସିବେ । ଟଙ୍କା ମାମଲାରେ ଆପଣଙ୍କ ଦିନ ଭଲ ରହିବ । ଦାମ୍ପତ୍ୟ ଜୀବନରେ ଖୁସି ରହିବ । ପ୍ରେମ ଜୀବନରେ ଆପଣଙ୍କ ପ୍ରେମିକା ଆପଣଙ୍କୁ ପ୍ରେମ କରିବେ । ଆର୍ଥିକ ରୂପରେ ଆପଣ ଲାଭଦାୟକ ରହିବେ ।

କୁମ୍ଭ

ଅଚାନକ କୌଣସି କାମ ପୁରା ହେବା ଦ୍ଵାରା ଆପଣଙ୍କୁ ଟଙ୍କା ମିଳିପାରେ । କୌଣସି ଯାତ୍ରା ଉପରେ ଯାଇ ପାରନ୍ତି । ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । କାର୍ଯ୍ୟ କ୍ଷେତ୍ରରେ ଆପଣକୁ ବହୁତ ପରିଶ୍ରମ କରିବାକୁ ପଡିବ ତେବେ ଯାଇ ଆପଣଙ୍କ ପ୍ରଶଂସା ହେବ । ଲାଭ କରିବାରେ ଛୋଟ ଭାଇ କିମ୍ବା ମିତ୍ର ସହାୟକ କରିବେ । କିଛି ବିଷମ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ । ବିପରୀତ ପରିସ୍ଥିତିକୁ ବୁଦ୍ଧିମତା ସହ ସାମ୍ନା କରିବାକୁ ଚେଷ୍ଟା କରନ୍ତୁ । ଅନ୍ୟଥା ସ୍ଥିତି ଖରାପ ହୋଇପାରେ ।

ମୀନ

ଯଦି ଆପଣଙ୍କ ପାଖରେ କୌଣସି ପୁରୁଣା କରଜ ଅଛି ତେବେ ଆପଣଙ୍କୁ ସେଥିରୁ ମୁକ୍ତି ମିଳିପାରେ । କୌଣସି ଯାତ୍ରା କରିବା ଦ୍ଵାରା ଧନ ଖର୍ଚ ହୋଇପାରେ । ପରିବାରର କୌଣସି ବ୍ୟକ୍ତିର ସ୍ୱାସ୍ଥ୍ୟ ଖରାପ ହୋଇପାରେ । ତାଙ୍କ ପଛରେ ଅତ୍ୟଧିକ ଟଙ୍କା ଖର୍ଚ କରିବାକୁ ପଡିପାରେ । ପ୍ରେମ ଜୀବନରେ ଚିନ୍ତା ବଢିବ । କିନ୍ତୁ ମାମୁଁଙ୍କ ଠାରୁ ଲାଭ ମିଳିପାରେ । ଆପଣଙ୍କ ଖର୍ଚ ବଢିପାରେ ଓ କୌଣସି ନୂଆ ଜିନିଷ କ୍ରୟ କରି ପାରନ୍ତି । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।