ବହୁତ ସୁନ୍ଦର ଦେଖିବାକୁ Bahubali ଫିଲ୍ମର କାଳକେୟର ସ୍ତ୍ରୀ, ଥରେ ଦେଖିଲେ ହଟାଇ ପାରିବେ ନାହିଁ ନଜର

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ୨୦୧୭ରେ ରିଲିଜ ହୋଇଥିବା ‘ବାହୁବଳି’ ଫିଲ୍ମ ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗି ଦେଇଥିଲା । ସାଉଥ ଇଣ୍ଡଷ୍ଟ୍ରିରେ ନିର୍ମିତ ହୋଇଥିବା ଏହି ଫିଲ୍ମକୁ ପୁରା ଭାରତର ଦର୍ଶକମାନେ ଦେଖିଲେ ଓ ପସନ୍ଦ ବି କରିଲେ । ବାହୁବଳି କେବଳ ଭାରତର ନୁହେଁ ବିଦେଶରେ ବି ବହୁତ ଭଲ ଆୟ କରିଥିଲା । ଏହି ଫିଲ୍ମରେ ଅଭିନୟ କରିଥିବା ମୁଖ୍ୟ କଳାକାରମାନଙ୍କ ଠାରୁ ନେଇ ଏହି ଫିଲ୍ମରେ ଖଳନାୟକ ରୂପରେ ନଜର ଆସିଥିବା ସବୁ କଳାକାର ବି ବହୁତ ଚର୍ଚିତ ଓ ପ୍ରଶଂସିତ ମଧ୍ୟ ହୋଇଥିଲେ ।

କିନ୍ତୁ ଯଦି ଏହି ଫିଲ୍ମର ମୁଖ୍ୟ ଖଳନାୟକ ବିଷୟରେ କହିବା ତେବେ ଏହି ଫିଲ୍ମରେ ଖଲାନାୟକ ଏକ ଅଦ୍ଭୁତ ଭାଷାରେ କଥା କହୁଥିଲେ । ସେ ବି ବହୁତ ଫେମସ ହୋଇଥିଲେ । ଆମେ କଥାବାର୍ତ୍ତା କରୁଛୁ କାଳକେୟ ବିଷୟରେ ।

କାଳକେୟ ବାହୁବଳି ଫିଲ୍ମର ପ୍ରଥମ ପାର୍ଟରେ ନଜର ଆସିଥିଲେ ଓ ସେ ଏହି ଫିଲ୍ମରେ ବାହୁବଳିର ରାଜ୍ୟ ଉପରେ ଆକ୍ରମଣ କରିଲେ । କିନ୍ତୁ ତାକୁ ଶେଷରେ ମାରି ଦିଆ ଯାଉଛି । କହିବାକୁ ଗଲେ ଏହି ଫିଲ୍ମରେ କାଳକେୟଙ୍କ ରୂପ ଭୟଙ୍କର ଥିଲା । ଯାହାକୁ ଯଦି କେହି ଛୋଟପିଲା ଦେଖିନବ ତେବେ ସେ ପୂରାପୂରି ଡରି ଯିବ । ଆପଣଙ୍କୁ କହିଦେଉଛୁ କି ବାହୁବଳି ଫିଲ୍ମର ଏହି ଭୟଙ୍କର ଖଲାନାୟକ କାଳକେୟକୁ ଅସଲ ଜୀବନରେ ଲୋକମାନେ ପ୍ରଭାକର ନାମରେ ଜାଣିଛନ୍ତି ।

ପ୍ରଭାକର ସାଉଥ ଇଣ୍ଡଷ୍ଟ୍ରିରେ ଜଣେ ଜଣା ଶୁଣା କଳାକାର ଅଟନ୍ତି । ପ୍ରଭାକାର ତେଲେଙ୍ଗାନା ରାଜ୍ୟର ମେହବୁବ ଜିଲ୍ଲାର ଏକ ଛୋଟ ଗ୍ରାମର ନିବାସୀ ଅଟନ୍ତି । ପ୍ରଭାକର ବିଷୟରେ କୁହାଯାଏ କି ସେ ଜଣେ କ୍ରିକେଟର ହେବାକୁ ଚାହୁଁଥିଲେ । କିନ୍ତୁ ତାଙ୍କର ଏହି ସ୍ଵପ୍ନ ପୁରା ହୋଇ ପାରିଲା ନାହିଁ । ପ୍ରଭାକରଙ୍କ ମାନିବା ଅଟେ କି ସେ ଆଜି ଯେଉଁ ସଫଳତାର ଶୀର୍ଷରେ ଅଛନ୍ତି ଏହାର ସବୁ ଶ୍ରେୟ ସେ ଏସଏସ ରାଜାମଉଲିଙ୍କୁ ଦିଅନ୍ତି ।

ଆଜି ଆମେ ତାଙ୍କର ପରିବାର ଓ ପିଲାମାନଙ୍କ ବିଷୟରେ କହିବାକୁ ଯାଉଛୁ । ଆପଣଙ୍କୁ କହିଦେଉଛୁ କି ଫିଲ୍ମରେ ଖଳନାୟକର ଅଭିନୟ କରୁଥିବା ପ୍ରଭାକର ଅସଲ ଜୀବନରେ ବହୁତ ଲଜ୍ୟା କରନ୍ତି । ପ୍ରଭାକରଙ୍କ ଜଣେ ସୁନ୍ଦର ପତ୍ନୀ ଅଛନ୍ତି ଯାହାଙ୍କ ନାମ ରାଜଲକ୍ଷ୍ମୀ ଅଟେ । ତାଙ୍କର ପତ୍ନୀ ଜଣେ ଗୃହିଣୀ ଅଟନ୍ତି ଓ ସେ ଘରେ ରହି ପିଲାମାନଙ୍କର ଦେଖାଶୁଣା କରନ୍ତି । ଆପଣଙ୍କୁ କହିଦେଉଛୁ କି ପ୍ରଭାକର ଓ ତାଙ୍କର ପତ୍ନୀ ବହୁତ ସାଧାରଣ ଜୀବନ ଯାପନ କରନ୍ତି ।

ପ୍ରଭାକରଙ୍କ ଦୁଇଟି ପୁଅ ଅଛି, ଶ୍ରୀରାମ ରାଜାମଉଳି ଓ ଋତ୍ଵିକ ପ୍ରୀତମ । ସେ ତାଙ୍କ ପୁଅଙ୍କ ନାମ ରାଜାମଉଳି ଏଥିପାଇଁ ରଖିଛନ୍ତି କାରଣ ସେ ଆଜି ଯେଉଁ ସ୍ଥାନରେ ଅଛନ୍ତି ତାହାର ସବୁ ଶ୍ରେୟ ସେ ରାଜାମଉଳିଙ୍କୁ ହିଁ ଦିଅନ୍ତି । କାରଣ ଏସଏସ ରାଜାମଉଳି ହିଁ ପ୍ରଭାକରଙ୍କୁ ଫିଲ୍ମ ବାହୁବଳିରେ କାଳକେୟର ରୋଲ ଦେଇଥିଲେ ଓ ଏଥିରୁ ହିଁ ତାଙ୍କୁ ପରିଚୟ ମିଳିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।