ଲୁଚି ଲୁଚି ପ୍ରେମ କରୁଥିବା ସମୟରେ ଧରା ପଡି ଯାଇଥିଲେ bollywood ର ଏହି 4 ଟି କପଲ, 5 ନମ୍ବର କପଲ କିସ କରୁଥିବା ସମୟରେ କ୍ୟାମେରାରେ ହୋଇଥିଲେ କ୍ୟାପ୍ଚର

ଲୁଚି କରି ପ୍ରେମ କରିବାର ମଜା କିଛି ନିଆରା ଥାଏ । ବଲିଉଡରେ ଅନେକ ନିଜ ପ୍ରେମର ପ୍ରକାଶ କରିଥାନ୍ତି ଟ ଔ କେତେକ ଲୁଚି କରି ପ୍ରେମ କରିଥାନ୍ତି । କିନ୍ତୁ କଥାରେ ଅଛି ଯେ ପ୍ରେମ ଓ ଘୃଣାକୁ ଲୁଛାଯାଇ ପାରେନା ।

ବଲିଉଡର କିଛି କଳାକାର ମାନେ ଲୁଚି କରି ପ୍ରେମ କରୁଥିଲେ ମଧ୍ୟ ସେମାନଙ୍କର ପ୍ରେମ ଦୁନିଆ ଆଗରେ ଧରା ପଡିଥିଲା । ଆଜି ଆମେ ଆପଣ ମାନଙ୍କୁ ଏହି ପୋଷ୍ଟ ମାଧ୍ୟମରେ ବଲିଉଡ ଏମିତି ୫ଜଣ କଳାକାର ମାନକ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଲୁଚି କରି ପ୍ରେମ କରୁଥିବା ବେଳେ ନଜରକୁ ଆସିଥିଲେ ।

“ରଣବିର କପୁର ଓ କ୍ୟାଟ୍ରିନା କେଫ” : ବଲିଉଡର ଚକଲେଟ ହିରୋ ରଣବିର କପୁର କ୍ୟାଟ୍ରିନାଙ୍କ ପୂର୍ବରୁ ଦୀପିକା ପାଦୁକନ ସହ ଡେଟ କରି ସାରିଛନ୍ତି । ଦୀପିକା ରଣବିରଙ୍କ ସହ ଗତ ବର୍ଷ ମ୍ୟାରେଜ କରି ସାରିଛନ୍ତି । ରଣବିର ଓ କ୍ୟାଟ୍ରିନାଙ୍କ ମହଦ୍ଯରେ ବ୍ରେକପ ହୋଇ ସାରିଛି । କିଛି ସମୟ ପୂର୍ବେ ରଣବିର ଓ କ୍ୟାଟ୍ରିନା ଏକ ସମୁଦ୍ର କୂଳରେ ମସ୍ତି କରିବାର ଦେଖା ଯାଇଥିଲେ । ସେହି ସମୟରେ କ୍ୟାଟ୍ରିନା ବିକିଣି ଡ୍ରେସ ପିନ୍ଧିଥିଲେ ।

“ସନି ଦେୱଲ ଓ ଡିମ୍ପଲ କପାଡିଆ” : 80ଦଶକରେ ଏହି ଦୁଇ କଳାକାରଙ୍କ ପ୍ରେମ ସମ୍ପର୍କ ବହୁତ ଚର୍ଚ୍ଚାରେ ରହିଥିଲା । ଏହି ଦୁଇ କଳାକାର ୧୯୮୪ରେ ଫିଲ୍ମ “ମଞ୍ଜିଲ ମଞ୍ଜିଲ”ରେ ନଜର ଆଇଥିଲେ । ସନି ଦେୱଲ ନିଜର ଫିଲ୍ମ ସୁଟ ପାଇଁ ଦେଶରୁ ବାହାରେ ଥିବା ସମୟରେ ଡିମ୍ପଲ କପାଡିଆଙ୍କ ସହ ନଜର ଆସିଥିଲେ । ଦୁହିଙ୍କର ଗୋଟିଏ ଫୋଟୋରେ ହାତ ଧରାଧରି ହୋଇ ବସିଥିବାର ମିଡିଆରେ ଭାଇରାଲ ହୋଇଥିଲା ।

“ରଣବିର କପୁର ଓ ମାହିର ଖାନ” : ରଣବିର କପୁର ପାକିସ୍ତାନୀ ଅଭିନେତ୍ରୀ ମାହିର ଖାନଙ୍କ ସହ ରିଲେସନ ରଖି ଚର୍ଚ୍ଚାରେ ରହିଥିଲେ । ରଣବିର ନିୟୁର୍କରେ ଗଳିରେ ସ୍ମୋକିଙ୍ଗ କରିବା ସମୟରେ ନଜର ଆସିଥିଲେ । ଦୁହିଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ମାହିରା ଧଳା ରଙ୍ଗର ମିନି ଡ୍ରେସ ଓ ରଣବିର ଗ୍ରେ ରଙ୍ଗର ଟି-ସର୍ଟ ପିନ୍ଧିଥିଲେ ।

“ଶାହରୁଖ ଖାନ ଓ ପ୍ରିୟଙ୍କା ଚୋପଡା” : ଗୋଟିଏ ସମୟରେ ଏହି ଦୁଇ କଳାକାରଙ୍କର ପ୍ରେମ ସମ୍ପର୍କ ବହୁତ ଚର୍ଚ୍ଚାରେ ରହିଥିଲା । “ଡନ” ଫିଲ୍ମରେ କାମ କରିବା ସମୟରେ ଦୁହେଁ ପରସ୍ପରର ନିକଟତର ହୋଇଥିଲେ । ସେହି ସମୟରେ ଦୁହେଁ ଗୁପ୍ତ ରିଲେସନରେ ଥିଲେ ଓ ଶାହରୁଖ ଖାନ ଗୌରୀଙ୍କୁ ଛାଡି ଦେବେ ବୋଲି ଶୁଣା ଯାଇଥିଲା । କିନ୍ତୁ ଏପରି ଚର୍ଚ୍ଚା ହେବା ପରେ ଶାହରୁଖ ପ୍ରିୟଙ୍କାଙ୍କ ଠାରୁ ଦୂରେଇ ଯାଇଥିଲେ ।

“ସଲମାନ ଖାନ ଓ ଐଶ୍ଵରୀୟା ରାଏ” : ବଲିଉଡରେ ଏହି ଦୁଇ କଳାରାଙ୍କର ଯୋଡି ଖୁବ ଚର୍ଚାରେ ରହିଥାଏ । ସଲମାହ ଖାନ ଐଶ୍ଵରୀୟାଙ୍କ ପ୍ରେମରେ ଏତେ ପାଗଳ ଥିଲେ ଯେ ତାଙ୍କ କଥାରେ ସଞ୍ଜୟ ଲିଲା ଭଂଶାଳୀଙ୍କୁ କହି “ହମ ଦିଲ ଦେ ଚୁକେ ସନମ” ଫିଲ୍ମରେ ଐଶ୍ଵରୀୟା କାମ କରିବାର ସୁଯୋଗ ପାଇଥିଲେ । ଏହି ଫିଲ୍ମ ଜରିଆରେ ଦୁହିଙ୍କ ମଧ୍ୟରେ ରୋମାନ୍ସ ଆରମ୍ଭ ହୋଇଥିଲା । ଗୋଟିଏ ସମୟରେ ସଲମ୍ନା ଐଶ୍ଵରୀୟାଙ୍କୁ କାରରେ ଡ୍ରପ କରିବା ସମୟରେ କିସ କରୁଥିବାର ନଜର ଆସିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।