ଜଣେ ବେ-ଶ୍ୟା କହିଲା ନିଜର ଦୁଃଖ, ଲକଡାଉନ କାରଣରୁ ଏମତି ବିତୁଛି ସେ-କ-ସ ୱାର୍କରଙ୍କ ଜୀବନ

ଦେଶରେ କେବଳ କରୋନାର ସଂକ୍ରମଣ ନୁହେ ବରଂ ବ୍ୟବସାୟୀ ମାନଙ୍କର ମଧ୍ୟ ବେପାରରେ ବାଧା ସୃଷ୍ଟି ହୋଇଛି । ଏହା ଛଡା ଯେଉଁ ମାନେ ବେ-ଶ୍ୟା ସେମାଙ୍କର ମଧ୍ୟ ଲକଡାଉନ ଯୋଗୁ ବେପାର ମାନ୍ଦା ହୋଇଛି ।

କୋରୋନା ପାଇଁ ଲକଡାଉନ ଘୋଷଣା ହେବା ପରେ ଏମାନଙ୍କ ପାଖରେ ଗୋଟିଏ ବି ଗ୍ରାହକ ଆସି ନାହାନ୍ତି । ସେଥିପାଇଁ ଏମାନେ ବହୁତ ଅସୁବିଧାର ସମୁଖୀନ ହେଉହନ୍ତି । ସାଲାରୀ ପାଇଁ ଅପେକ୍ଷାରେ ଅଛନ୍ତି ବେ-ଶ୍ୟା ମାନଙ୍କର ପିଲାମାନେ : ରାଜସ୍ଥାନର ଅଜମେର ଜିଲ୍ଲାର ଜଣେ ବେ-ଶ୍ୟା ନମୀତା ନିଜର ଦୁଖ ପ୍ରକାଶ କରିଛନ୍ତି । ତାଙ୍କ ମତରେ ପଇସା ଏକ ଏମିତି ଜିନିଷ ଯାହାକୁ ନୀତିଦିନ କମାଇବାକୁ ପଡିଥାଏ ।

ଘରେ କେହି ଜାଣି ନାହାନ୍ତି ସେ ଏହି କାମ କରୁଛନ୍ତି । ସମସ୍ତେ ଜାଣିଛନ୍ତି ଯେ ସେ ଅଫିସରେ କାମ କରୁଛନ୍ତି । କିନ୍ତୁ ଲକଡାଉନ ଯୋଗୁ ଘରେ ଭାବୁଛନ୍ତି ଯେ ସେମାନଙ୍କୁ ଅଫିସ ତରଫରୁ ପଇସା ମିଳିବ ।

ନମୀତାଙ୍କ ସ୍ଵାମୀ ଜଣେ ମ-ଦୁ-ଆ ହୋଇଥିବାରୁ ସେ ଘରର କୌଣସି ଖର୍ଚ୍ଚ ବୁଝନ୍ତି ନାହି । ଏହି କାରଣରୁ ତାଙ୍କୁ ଏଭଳି ପଦକ୍ଷେପ ନେବାକୁ ପଡିଛି । ବର୍ତ୍ତମାନ ସେ କେଉଁଠି ପଇସା ଆଣି ନିଜ ପରିବାର ଚଳାଇବେ ତାହା ଚିନ୍ତାର ବିଷୟ ହୋଇ ପଡିଛି ।

ନମୀତା ନିଜ କାମକୁ ନେଇ କହିଛନ୍ତି ଯେ କୋରୋନା ଯୋଗୁ କେଉଁ ଗ୍ରାହକ ତାଙ୍କ ପାଖକୁ ଆସିବେ ସେଥିପାଇଁ ତାଙ୍କର ତାଙ୍କ ସାଥିଙ୍କ ମନରେ ଡର ସୃଷ୍ଟି ହେଉଛି । ହୁଏତ ୬ରୁ ୭ମାସ ଯାଏଁ ଆଉ କୌଣସି ଲୋକମାନେ ତାଙ୍କ ପାଖକୁ ଆସିବେ ନାହି ଯାହା ଫଳରେ ତାଙ୍କର ରୋଜଗାର କିପରି ସମ୍ଭବ ହେବ ଏହାକୁ ନେଇ ସେ ସମସ୍ୟାର ସୁମୁଖୀନ ହେବେ ।

ଲକଡାଉନ ଯୋଗୁ ଅବସ୍ଥା ବହୁତ ଖରାପ ହୋଇ ପଡିଛି : ମହିଳା ଓ ବାଲ ବିକାଶ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ଆମ ଦେଶରେ ୩୦ଲକ୍ଷ ମହିଳା ଏହି କାମ କରୁଛନ୍ତି ଯେଉଥିରୁ ନମୀତା ଜଣେ ଅଟନ୍ତି । ହ୍ୟୁମାନ ରାଇଟ୍ସ ବାଞ୍ଚ ଅନୁଯାୟୀ ଆମ ଦେଶରେ ୨କୋଟି ମହିଳା ଏହି କାମ କରୁଛନ୍ତି । ଦିଲ୍ଲୀରେ ଥିବା ଏକ ବେ-ଶ୍ୟା ମହିଳା ଏହାକୁ ନେଇ କହିଛନ୍ତି ଯେ ଯଦି ତୁରନ୍ତ ଲକଡାଉନ ନ ଖୋଲିଲେ ତେବେ ଆମ ପରିବାର ଓ ପିଲାମାନେ ଭୋକରେ ଛଟପଟ ହେବେ ।

ଏହି ପେସା କରୁଥିବା ମହିଳା ମାନେ ସରକାରଙ୍କ ଦ୍ଵାରା କରା ଯାଉଥିବା ସବୁ ଯୋଜନାରେ ସାମିଲ ହୋଇ ନ ଥାନ୍ତି । ଏମାନଙ୍କ ପାଖରେ ରାଶାନ କାର୍ଡ ନ ଥିବାରୁ ଏମାନେ ରାଶାନ ପାଇ ପାରନ୍ତି ନାହି । କର୍ଣ୍ଣାଟକର କୋଲାର ଜିଲ୍ଲାରେ ଜଣେ ମହିଳା ଦୁଖ ପ୍ରକାଶ କରି କହିଛନ୍ତି ଯେ ତାଙ୍କ ଅଞ୍ଚଳରେ ୩ହଜର ଲୋକ ରୁହନ୍ତି । କିନ୍ତୁ ଲକଡାଉନ ଯୋଗୁ ସେମାନଙ୍କର ମଧ୍ୟ ଗୁରୁତର ଅବସ୍ଥା ହୋଇ ପଡିଛି ।


ବହୁତ ଚର୍ଚ୍ଚାରେ ରୁହେ ରେ-ଡ ଲା-ଇ-ଟ ଏରିଆ : ଏସିଆରେ ସବୁଠାରୁ ବଡ ରେ-ଡ୍ଲାଇ-ଟ ଏରିଆ ସୋନାଗାଛିକୁ ମାନାଯାଏ । କୋଲକାତାରେ ଏହା ବହୁତ ଚର୍ଚିତ ଅଞ୍ଚଳ ଅଟେ ଯେଉଁଥିରେ ୩ଲକ୍ଷ ମହିଳା ଏହି କାମରେ ନିୟୋଜିତ ଅଛନ୍ତି । ମୁମ୍ବାଇର କମାଠିପୁରା, ଦିଲ୍ଲୀର ଜୀବି ରୋଡ, ଆଗ୍ରାର କଶ୍ମୀରୀ ମାର୍କେଟ ଆଦି ଅଞ୍ଚଳରେ ଅଧିକ ଅହି ମହିଳାମାନେ ରହିଥାନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ