ଟଙ୍କା କରିଦେଲା ଏହି 7ଟି ବଲୀଉଡ ଅଭିନେତ୍ରିଙ୍କୁ ସୁନ୍ଦର, 5ନଂ ପାଇଁ ତ ବରଦାନ ପାଲଟିଗଲା ପଇସା

ଆପଣ ବହୁତ ଲୋକମାନଙ୍କୁ କହୁଥିବାର ଶୁଣିଥିବେ କି ଟଙ୍କା ସବୁ କିଛି ହୋଇ ନଥାଏ । କିନ୍ତୁ କେତେକ ଲୋକ ଏହି କଥାକୁ କହିଥାନ୍ତିକି ଆଜି ର ଜମାନାରେ ଟଙ୍କା ସବୁ କିଛି ହୋଇଥାଏ । ଯଦି ଆପଣଙ୍କ ପାଖରେ ଟଙ୍କା ଅଛି ତେବେ ଆପଣ ରାଜା ଯଦି ଟଙ୍କା ନାହିଁ ତେବେ ଗରିବ । ବଲୀଉଡ ଇଣ୍ଡଷ୍ଟ୍ରି ରେ ଗୋଡ ରଖିବା ପାଇଁ ଝିଅମାନଙ୍କୁ ସୁନ୍ଦର ହେବା ଦରକାର ।

ନେହା କକ୍କଡ

ନେହା କକ୍କଡ ଆଜି ବଲୀଉଡ ର ଜଣାଶୁଣା ସଂଗୀତକାର ଅଟନ୍ତି । ସେ ସିଂଗିଂଗ ରିୟଲିଟୀ ଶୋ ‘ଇଂଡିୟନ ଆଇଡଲ’ ରୁ ନିଜର କାରିୟର ଆରମ୍ଭ କରିଥିଲେ । ବହୁତ କଷ୍ଟ କରି ସେ ଆଜି ସୁନ୍ଦର ଗାୟିକା ହୋଇପାରିଛନ୍ତି । କିନ୍ତୁ ଇଣ୍ଡଷ୍ଟ୍ରି ରେ ଆସିବା ପୂର୍ବରୁ ସେ ଅଲଗା ଦେଖାଯାଉଥିଲେ । ଟଙ୍କା ଏବଂ ପରିଚୟ ମିଳିବା ପରେ ସେ ନିଜର ଚେହେରାକୁ ପୁରା ବଦଳାଇ ଦେଲେ ।

ମାନୁଷୀ ଛିଲ୍ଲର

ମିସ ୱାର୍ଲ୍ଡର ତାଜ ନିଜ ନାଁ ରେ କରିଥିବା ମାନୁଷୀ ଛିଲ୍ଲର ପ୍ରଥମେ ବିଲକୁଲ ସାଧାରଣ ଦେଖା ଯାଉଥିଲେ । ଯେମିତିକି ଆପଣ ଫଟୋରେ ଦେଖି ପାରିବେ । କିନ୍ତୁ ମିସ ୱାର୍ଲ୍ଡ ହେବା ପରେ ତାଙ୍କର ଲୁକ ପୁରା ବଦଳି ଯାଇଛି ।

ଜରୀନ ଖାନ

ଜରୀନ ଖାନ ନିଜର କାରିୟର ସଲମାନ ଖାନ ସହ ଆରମ୍ଭ କରଥିଲେ । ଫିଲ୍ମ ଇଣ୍ଡଷ୍ଟ୍ରି ରେ ଆସିବା ପୂର୍ବରୁ ସେ ବହୁତ ମୋଟି ଥିଲେ । ଆପଣ ମାନେ ଫଟୋ ଦେଖି ଜାଣିପାରୁଥିବେ । ଏବଂ ଟଙ୍କା ଆସିଲା ପରେ ସେ ଟଙ୍କାର କେମିତି ସଦୁପଯୋଗ କରିଛନ୍ତି ଆପଣ ଦେଖି ପାରୁଥିବେ ।

ସୋନାକ୍ଷୀ ସିନ୍ହା

ସୋନାକ୍ଷୀ ସିନ୍ହା ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରି ରୁ ଦୂରରେ ଥିଲେ, ସେତେବେଳେ ସେ ବହୁତ ମୋଟି ଥିଲେ । କିନ୍ତୁ ପରିଚୟ ମିଳିବା ପରେ ସେ ନିଜକୁ ବହୁତ ବଦଳାଇ ଦେଇଛନ୍ତି ।

ଶିଲ୍ପା ଶେଟ୍ଟୀ

ଶିଲ୍ପା ଯେତେବେଳ ଫିଲ୍ମରେ ଆସିଥିଲେ ସେ ବହୁତ ଶ୍ୟାମଳ ରଙ୍ଗର ଥିଲେ । କିନ୍ତୁ ଫେମ ମିଳିବା ପରେ ସେ ଲାଇଟନିଂଗ ଟ୍ରୀଟମେଂଟ ଏବଂ ନାକ ର ସର୍ଜରୀ କରିଲେ । ଆଜି ୪୪ ବର୍ଷରେ ମଧ୍ୟ ସେ ବହୁତ ଆକର୍ଷିତ ଦେଖାଯାଉଛନ୍ତି ।

ପ୍ରିୟା ପ୍ରକାଶ ୱାରିୟାର

ଆଖିକୁ ନଚାଇ ପ୍ରିୟା ରାତାରାତି ଷ୍ଟାର ହୋଇଗଲେ । ନିଜର କାରିୟର ଆରମ୍ଭରୁ ସେ ବହୁତ ଅଲଗା ଦେଖାଯାଉଥିଲେ । କିନ୍ତୁ ଫେମ ମିଳିବା ଆରେ ତାଙ୍କର ଲୁକ ପୁରା ଚେଞ୍ଜ ହୋଇଗଲା ।

ଦୀପିକା ପାଦୁକୋଣ

ଦୀପିକା ପାଦୁକୋଣ ଆଜି ବଲୀଉଡ ର ଟପ ହିରୋଇନ ଅଟନ୍ତି । ଯେମିତି କି ଆପଣ ସମସ୍ତେ ଦେଖିପାରୁଛନ୍ତି କି ପୁରୁଣା ଫଟୋରେ ସେ କେମିତି ଦେଖା ଯାଉଥିଲେ ଏବଂ ସେ ଅଭିକା କେମିତି ଦେଖାଯାଉଛନ୍ତି ।

ଏମାନେ ହେଉଛନ୍ତି ସେହି ସବୁ ଅଭିନେତ୍ରୀ ଯେଉଁମାନଙ୍କ ଜୀବନ ଆଜି ବଦଳି ଯାଇଛି କେବଳ ଟଙ୍କା ପାଇଁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।