ଟିବି ରୋଗର ପ୍ରଥମ ଲକ୍ଷଣ, ଏମିତି ଚିହ୍ନନ୍ତୁ ଓ ସମୟ ଥାଇ କରନ୍ତୁ ଏହାର ଏମତି ଚିକିତ୍ସା

ଆଜିର ସମୟରେ ପ୍ରାୟତଃ ସମସ୍ତେ କିଛି ନା କିଛି ରୋଗ ପୀଡିତ ଅଛନ୍ତି । କେହି ଛୋଟ ରୋଗରେ ପୀଡିତ ଅଛି ଏବଂ କେହି ବଡ ରୋଗରେ ପୀଡିତ ଅଛି । କିଛି ରୋଗ ବେଶି ହାନିକାରକ ହୋଇ ନ ଥାଏ, କିନ୍ତୁ କିଛି ରୋଗ ଏମିତି ହୋଇଥାଏ ଯାହାକୁ ଟିକିଏ ବେଖାତିର କରିଲେ ତାହା ଜୀବନ ମଧ୍ୟ ନେଇ ଯାଇଥାଏ । ବଦଳୁଥିବା ପାଣିପାଗ, ରହିବା ସହିବା ଏବଂ ଖାଇବା ପିଇବା କାରଣରୁ କେତେକ ରୋଗ ମଣିଷକୁ ନିଜ ଆଡକୁ ଟାଣି ନିଇଥାଏ । ଆଜି କା ସମୟରେ ଲୋକମାନେ ବଦଲୁଥିବା କାମ କାରଣରୁ ୫ ଜଣ ମଧ୍ୟରୁ ୩ ଜଣ ବ୍ୟକ୍ତି କୌଣସି ନା କୌଣସି ବଡ ରୋଗରେ ଶିକାର ହେଉଛନ୍ତି ।

କିଛି ଲୋକ କାସ – ଥଣ୍ଡା ରୋଗରେ ପୀଡିତ ଅଛନ୍ତି । କିଛି ରୋଗ ଏମିତି ବି ଅଛି ଯାହା ମଣିଷକୁ ଭିତରେ ଭିତରେ ମାରି ଦେଇ ଥାଏ । ଏହି ରୋଗ ମଧ୍ୟରୁ ଗୋଟିଏ ହେଉଛି ଟିବି । କିଛି ଲୋକ ଏହି ଭୟାନକ ରୋଗ ରେ ଆସିଯାନ୍ତି, କାରଣ ସେମାନେ ଏହାର ଆରମ୍ଭ ଦିନର ଲକ୍ଷଣ ବିଷୟରେ ଜାଣି ପାରନ୍ତି ନାହିଁ । ଆପଣ ଯଦି କିଛି କଥାକୁ ଧ୍ୟାନ ରଖି ସାବଧାନ ରୁହନ୍ତି ତେବେ ଆପଣ ଏହି ରୋଗରୁ ବଞ୍ଚି ପାରିବେ ।

ଟିବି ର ଲକ୍ଷଣ :

·    ସବୁ ବ୍ୟକ୍ତି କୁ ଜୀବନରେ କେବେ ନା କେବ କାସ ର ସମସ୍ଯା ର ସାମ୍ନା କରିବାକୁ ପଡେ । ଯଦି ଆପଣଙ୍କୁ ୩ ସପ୍ତାହ ରୁ ବେଶି ସମୟ କାସ ହୋଇଥାଏ,  ତେବେ ଜଲ୍ଦି ଡାକ୍ତରଙ୍କୁ ଦେଖାନ୍ତୁ ।

·    ଆପଣ ସାରା ଦିନ ସୁସ୍ଥ ମନେ କରନ୍ତି କିନ୍ତୁ ରାତିରେ ଜର ଆସିଥାଏ ତେବେ ଏହା ବି ଟିବି ର ଲକ୍ଷଣ ଅଟେ ।

·    ଯଦି ଆପଣଙ୍କ ଛାତିରେ କିଛି ଦିନ ହବ ବ୍ୟଥା ହେଉଛି ତେବେ ଏହା ବି ଏକ ଲକ୍ଷଣ ଅଟେ ।

·    ଯଦି ଆପଣଙ୍କର ଦିନକୁ ଦିନ ଜଲ୍ଦି ଓଜନ କମିଯାଉଛି ତେବେ ଏହା ଏକ ସଂକେତ ଅଟେ ଟିବି ପାଇଁ ।

·    ଯଦି ଆପଣଙ୍କୁ ଭୋକ ଲାଗିବା କମ ହୋଇଯିବ ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖନ୍ତୁ ।

·    ଯେବେ କୌଣସି ବ୍ୟକ୍ତିକୁ ଟିବି ହୋଇଥାଏ କାସ ସହିତ ବଲଗମ ହୋଇଥାଏ ଏବଂ ରକ୍ତ ମଧ୍ୟ ବାହାରିଥାଏ ।

ଟିବି ରୁ ବଞ୍ଚିବାର ଉପାୟ

·    ଗର୍ଭବତୀ ମହିଳାଙ୍କୁ ଟିବି ରୁ ବଞ୍ଚାଇବା ପାଇଁ ଟୀକା ଲଗାନ୍ତୁ ।

·    ଯେତେବେଳେ କାଶନ୍ତି କି ଛିକନ୍ତି ମୁହଁରେ ରୁମାଲ ଦେଇଦିଆନ୍ତୁ ।

·    ଟିବି ର ଲୋକଙ୍କୁ ଏକ ସୁରକ୍ଷିତ ଏବଂ ଅଲଗା ଜାଗାରେ ରଖନ୍ତୁ, ଏଠି ଶେଠୀ ଛେପ ପକାଇବା ପାଇଁ ମନାକରନ୍ତୁ ।

·    ରୋଗକୁ ପୁରା ପୁରୀ ନ ଭଲ କରିବା ପର୍ଯ୍ଯନ୍ତ ଏହାର ଚିକିସ୍ଛା କରୁଥାନ୍ତୁ । ନହେଲେ ଏହା ପୁଣିଥରେ ହେବାର ସମ୍ଭାବନା ହୋଇଥାଏ ।

·    ଟିବି ର ଲୋକମାନଙ୍କୁ ଧୂମରପାନ ଏବଂ ମଦପାନ ରୁ ଦୂରରେ ରଖନ୍ତୁ ।