TV ଇଣ୍ଡଷ୍ଟ୍ରି ରେ Child Artist ଭାବରେ ନଜର ଆସୁଥିବା ଏହି ଷ୍ଟାରମାନେ ଆଜି ହେଇଯାଇଛନ୍ତି ବଡ, ବହୁତ ହିଁ ହଟ ଲାଗନ୍ତି 7 ନମ୍ବର Actress

ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ବଳରେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଠିକ ସେହିପରି ଶିଶୁ କଳାକାର ଭାବେ ଟିଭି ଦୁନିଆରେ ନିଜର କ୍ଯାରିୟର ଆରମ୍ଭ କରିଥିବା କଳାକାର ମାନେ ମଧ୍ୟ ବେସ ଚର୍ଚ୍ଚାରେ ରହିଛନ୍ତି ।

ଆଜିକା ଡେଟରେ ଏହି ଶିଶୁ କଳାକାର ମାନେ ବହୁତ ଷ୍ଟାଇଲିସ ଓ ଚାର୍ମିଙ୍ଗ ଦେଖା ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା ଏମିତି କିଛି ଶିଶୁ କଳାକାରଙ୍କ ଲାଇଫ ଷ୍ଟାଇଲ ବିଷୟରେ । “ଭବ୍ୟ ଗାନ୍ଧୀ” : ସିରିଏଲ “ତାରକ ମେହେତା କା ଓଲଟା ଚଷମା” ରେ ଟପୁ ଭୂମିକରେ ନଜର ଆସିଥିବା ଭାବି ଗାନ୍ଧୀ ବହୁତ ଲୋକପ୍ରିୟ ହୋଇଛନ୍ତି । ଆଗ ଅପେକ୍ଷା ସେ ବହୁତ ବଦଳି ଯାଇଛନ୍ତି । ବର୍ତ୍ତମାନସେ ବହୁତ ଷ୍ଟାଇଲିସ ଓ ହ୍ୟାଣ୍ଡସମ ଦେଖା ଯାଉଛନ୍ତି । ଆଜି ବି ସେ ନିଜର ଅଭିନୟ ଗୁଜୁରାତି ଫିଲ୍ମରେ ଜାରି ରଖିଛନ୍ତି ।

“ଦେବ ଯୋଶୀ” : “ବାଲବୀର” ସିରିଏଲରେ ମୁଖ୍ୟ ଭିମିକରେ ବାଲବୀର ଚରିତ୍ରରେ ଅଭିନୟ କରିଥିବା ଦେବ ଯୋଶୀ ବର୍ତ୍ତମାନ ବହୁତ ବଦଳି ଯାଇଛନ୍ତି । ଆଗ ଅପେକ୍ଷା ସେ ପିନ୍ଧିଥୁବା ଡ୍ରେସରେ ବହୁତ ଷ୍ଟନିଙ୍ଗ ଓ ଷ୍ଟାଇଲିସ ଦେଖା ଯାଉଛନ୍ତି । ଏହା ସହ ସେ ବହୁତ ହ୍ୟାଣ୍ଡସମ ମଧ୍ୟ ଲାଗୁଛନ୍ତି ।

“ଝନକ ଶୁକ୍ଲା” : ସିରିଏଲ “କରିସ୍ମା କା କରିସ୍ମା” ରେ ନଟଖଟ ଚରିତ୍ରରେ ଅଭିନୟ କରଥିବା ଝନକ ଶୁକ୍ଲା ବହୁତ ଆଜିକା ଡେଟରେ ଚେଞ୍ଜ ହୋଇଛନ୍ତି । ଏହି ସିରିଏଲରେ ନିଜର ହେୟର ଷ୍ଟାଇଲ ଅପେକ୍ଷା ଆଜିର ହେୟାର ଷ୍ଟାଇଲରେ ଅନେକ ପରିବର୍ତ୍ତନ ଆଣିଛନ୍ତି । ବର୍ତ୍ତମାନ ସେ ଟିଭି ଜଗତରୁ ଦୂରରେ ଅଛନ୍ତି ।

“ଏବିକା କର” : ସିରିଏଲ “ବାଳିକା ବଧୂ”ରେ ଅଭିନୟ କରିଥିବା ଆବିକ କର ଆଜିକ ଡେଟରେ ବହୁତ ସ୍ମାର୍ଟ ଦେଖା ଯାଉଛନ୍ତି । ସେ ତାଙ୍କର ଆଗ ହେୟାର ଷ୍ଟାଇଲ ଅପେକ୍ଷା ଆଜିର ହେୟାର ଷ୍ଟାଇଲରେ ଲାଜବାବ ଦେଖାଯିବା ସହ ମଡନ ଡ୍ରେସ ପିନ୍ଧୁଛନ୍ତି ।

“ରୁହାନିକା ଧୱନ” : ସିରିଏଲ “ୟେ ହେ ମହବତେ” ରୁହି ଓ ପିହୁ ଭୂମିକରେ ଅଭିନୟ କରିଥିବା ରୁହାନିକା ଧୱନ ଆଜିକା ଡେଟରେ ବହୁତ ସୁନ୍ଦର ଲାଗୁଛନ୍ତି । ରୁହାନିକ ଷ୍ଟାଇଲିସ ଡ୍ରେସରେ ବହୁତ କୀୟୁଟ ଲାଗୁଛନ୍ତି । ବର୍ତ୍ତମାନ ସେ ନିଜ ପାଠପଢାରେ ଫୋକସ କରୁଛନ୍ତି ।

“ଈଶିତା ପାଞ୍ଚାଲ” : “ଉତ୍ତରନ” ସିରିଏଲରେ ତପସ୍ୟା ଭୂମିକାରେ ଅଭିନୟ କରିଥିବା ଈଶିତା ପାଞ୍ଚାଲ ଗତ ୧୩ ବର୍ଷରେ ବହୁତ ବଦଳି ଯାଇଛନ୍ତି । ଏହି ସିରିଏଲରେ ସେ ଫ୍ରକ ପିନ୍ଧିଥିବା ବେଳେ ଆଜିକା ଲୁକରେ ମଡନ ଡ୍ରେସରେ ବହୁତ ସୁନ୍ଦର ଲାଗୁଛନ୍ତି ।

“ହଂସିକା ମୋଟବାନୀ” : ସିରିଏଲ “ସାକା ଲାକା ବୁମ ବୁମ”ରେ କରୁଣା ଭୂମିକରେ ନଜର ଆସିଥିବା ହଂସିକା ମୋଟବାନୀ ୨୧ ବର୍ଷରେ ବହୁତ ଚେଞ୍ଜ ହୋଇଛନ୍ତି । ଏହି ସିରିଏଲରେ ମାସୁମ ଚେହରାରେ ନଜର ଆସିଥିବା ହଂସିକା ଆଜିକା ଡେଟରେ ବହୁତ ଷ୍ଟାଇଲିସ ଓ ସୁନ୍ଦର ଲାଗୁଛନ୍ତି । ବର୍ତ୍ତମାନ ସେ ସାଉଥ ଇଣ୍ଡଷ୍ଟ୍ରିରେ ନିଜର କ୍ଯାରିୟର ଜାରି ରଖିବା ସହ ଅଭିନେତ୍ରୀ ଭାବେ ପରିଚିତ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।